ଆପଣଙ୍କ ବ୍ଯସ୍ତବହୁଳ ଜୀବନରେ ଆପଣଙ୍କୁ ଟିକେ ହସାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ, ଯାହା ଆଜିକାଲି ସୋ-ସି-ଆ-ଲ ମିଡିଆରେ ଖୁବ ଟ୍ରେ-ଣ୍ଡିଂ ହେଉଛି । ଆଶା କରୁଛୁ କି, ଏହି ଜୋକ ସବୁ ପାଢୀ ଆପଣ ନିଜ ହସ ରୋକିପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ସିଲସିଲା ।
Joke-1
ପୋଲିସ ବାଲା ପାର୍କରେ ବସିଥିବା ଯୋଡିଙ୍କୁ ଦେଖୁଥିଲା ।
ପୋଲିସ- କଣ ଭାଇ ରାତି ହେଲାଣି ପାର୍କରେ ଏମିତି କଣ ପାଇଁ ବସିଛ ?
ଯୁବକ- ଆମେ ଦୁହେଁ ବିବାହିତ ଅଟୁ ।
ପୋଲିସ- ତାହେଲେ ଘରକୁ କଣ ପାଇଁ ଯାଉନ ? ଘରେ ଯାଇ ବସ କି ଶୁଅ ମୋର କଣ ଯାଉଛି…
ଯୁବକ- ସାର ଏଠି ଆପଣ ମାନୁ ନାହାନ୍ତି, ସେଠି ୟାର ସ୍ଵାମୀ
ଆଉ ଘରେ ମୋ ସ୍ତ୍ରୀ କେମିତି ମାନିବେ ?
ପୋଲିସ ବାଲା ବେହୋସ…
Joke-2
ପୁରୁଷମାନେ ଯେତେବେଳେ ବି ସେଲୁନରୁ ଫେରନ୍ତି
ଆଗେ ଗାଧୋଇବାକୁ ଯାଆନ୍ତି
କିନ୍ତୁ କେବେ ଦେଖିଛନ୍ତି ଆଜି ଯାଏ କେଉଁ ମହିଳା
ବ୍ୟୁଟି ପାର୍ଲରରୁ ଫେରି ମୁହଁ ବି ଟିକେ ଧୋଇବାର ?
Joke-3
ଶାଳି- ଆଛା ଜିଜୁ ଗୋଟେ କଥା କହିଲ
ଶ୍ଵଶୁରଘରେ ଜୋଇଁର କଣ ପାଇଁ ଏତେ ସମ୍ମାନ କରାଯାଏ ?
ଜିଜୁ- କାହିଁକି ନା ଶ୍ବଶୁରଘର ଲୋକ ଜାଣନ୍ତି କି
ଇଏ ସେହି ମହାନ ବ୍ୟକ୍ତି
ଯିଏ ଆମ ଘରର ତୋଫାନକୁ ସମ୍ଭାଳିଛି ।
Joke-4
ପତ୍ନୀ ଚିଲେଇକି କହିଲା- ଆଜି ସନ୍ଧ୍ୟାରେ ଶୀଘ୍ର ଘରକୁ ପଳେଈ ଆସିବ
ପତି- କାଇଁ କଣ ଖାସ ଅଛି କି ?
ପତ୍ନୀ- ବାପଘରୁ ସମ୍ପର୍କୀୟ ଆସୁଛନ୍ତି
ପତି- ମୋ ମୁଣ୍ଡ ଖରାପ କରନି
ମୁଁ ବହୁତ ବ୍ୟସ୍ତ ଅଛି, କିଏ କିଏ ଆସୁଛନ୍ତି ?
ପତ୍ନୀ- ମୋ ସାନ ଭଉଣୀ ଦୁଇ ଜଣ ଆସୁଛନ୍ତି ।
ପତି (ଖୁସି ହୋଇ)- ଆରେ ଡାର୍ଲିଂ,
ତୁମ ସମ୍ପର୍କୀୟ କିଏ ଆଉ ମୋ ସମ୍ପର୍କୀୟ କିଏ
ପକ୍କା ଟାଇମରେ ଆସିଯିବି ।
Joke-5
ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା
ଚାକରାଣୀ – କ୍ଷମା କରିବେ ମେମ ସାହାବ
1000 ଟଙ୍କା ଲୋଭରେ ପଡି ଯାଇଥିଲି
ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି
ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଥିଲୁ
Joke-6
ଦୁଇ ମହିଳା ପରସ୍ପର କଥା ହେଉଥିଲେ
ପ୍ରଥମ ମହିଳା- ବହୁତ ବର୍ଷ ଆଗରୁ ଜଣେ ବାବା କହିଥିଲେ କି ମୋତେ ଭଗବାନ ଏତେ ଦେବେ ଯେ ମୁଁ ସମ୍ଭାଳି ପାରିବିନି
ଦ୍ଵିତୀୟ ମହିଳା- ହାଁ ତ କଣ ହେଲା ?
ପ୍ରଥମ ମହିଳା- ଏବେ ଜାଣି ପାରୁଛି କି ସେ ବାବା ଓଜନ କଥା କହୁଥିଲେ ।
Joke-7
ଲେଡି ଟିଚର ନିଜ ବ୍ଳାଉଜରେ ଗୋଲାପ ଫୁଲ ଲଗେଇ ରଖିଥିଲେ ।
ସେ ପିଲାଙ୍କୁ ପଚାରିଲେ- ପିଲେ ଗୋଲାପକୁ କେଉଁଠୁ ପୋଷଣ ମିଳେ ?
ସବୁ ପିଲା- କ୍ଷୀର ରୁ…
ଟିଚର- ନା ରେ ପିଲେ, ପାଣିରୁ ମିଳେ…
ଜଣେ ହାରାମୀ ପିଲା- ମ୍ୟାମ ଆମକୁ କେମିତି ଜଣାପଡିବ, ଗୋଲାପର ଡାଙ୍ଗ ତ ଭିତରେ ରହିଛି…