Majadar Jokes – ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା, ଚାକରାଣୀ- କ୍ଷମା କରିବେ ମେମ ସାହାବ,1000 ଟଙ୍କା ଲୋଭରେ ପଡି ଯାଇଥିଲି, ଆଉ ତା’ ପରେ …

ଆପଣଙ୍କ ବ୍ଯସ୍ତବହୁଳ ଜୀବନରେ ଆପଣଙ୍କୁ ଟିକେ ହସାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ, ଯାହା ଆଜିକାଲି ସୋ-ସି-ଆ-ଲ ମିଡିଆରେ ଖୁବ ଟ୍ରେ-ଣ୍ଡିଂ ହେଉଛି । ଆଶା କରୁଛୁ କି, ଏହି ଜୋକ ସବୁ ପାଢୀ ଆପଣ ନିଜ ହସ ରୋକିପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ସିଲସିଲା ।

Joke-1

ପୋଲିସ ବାଲା ପାର୍କରେ ବସିଥିବା ଯୋଡିଙ୍କୁ ଦେଖୁଥିଲା ।

ପୋଲିସ- କଣ ଭାଇ ରାତି ହେଲାଣି ପାର୍କରେ ଏମିତି କଣ ପାଇଁ ବସିଛ ?

ଯୁବକ- ଆମେ ଦୁହେଁ ବିବାହିତ ଅଟୁ ।

ପୋଲିସ- ତାହେଲେ ଘରକୁ କଣ ପାଇଁ ଯାଉନ ? ଘରେ ଯାଇ ବସ କି ଶୁଅ ମୋର କଣ ଯାଉଛି…

ଯୁବକ- ସାର ଏଠି ଆପଣ ମାନୁ ନାହାନ୍ତି, ସେଠି ୟାର ସ୍ଵାମୀ

ଆଉ ଘରେ ମୋ ସ୍ତ୍ରୀ କେମିତି ମାନିବେ ?

ପୋଲିସ ବାଲା ବେହୋସ…

Joke-2

ପୁରୁଷମାନେ ଯେତେବେଳେ ବି ସେଲୁନରୁ ଫେରନ୍ତି

ଆଗେ ଗାଧୋଇବାକୁ ଯାଆନ୍ତି

କିନ୍ତୁ କେବେ ଦେଖିଛନ୍ତି ଆଜି ଯାଏ କେଉଁ ମହିଳା

ବ୍ୟୁଟି ପାର୍ଲରରୁ ଫେରି ମୁହଁ ବି ଟିକେ ଧୋଇବାର ?

Joke-3

ଶାଳି- ଆଛା ଜିଜୁ ଗୋଟେ କଥା କହିଲ

ଶ୍ଵଶୁରଘରେ ଜୋଇଁର କଣ ପାଇଁ ଏତେ ସମ୍ମାନ କରାଯାଏ ?

ଜିଜୁ- କାହିଁକି ନା ଶ୍ବଶୁରଘର ଲୋକ ଜାଣନ୍ତି କି

ଇଏ ସେହି ମହାନ ବ୍ୟକ୍ତି

ଯିଏ ଆମ ଘରର ତୋଫାନକୁ ସମ୍ଭାଳିଛି ।

Joke-4

ପତ୍ନୀ ଚିଲେଇକି କହିଲା- ଆଜି ସନ୍ଧ୍ୟାରେ ଶୀଘ୍ର ଘରକୁ ପଳେଈ ଆସିବ

ପତି- କାଇଁ କଣ ଖାସ ଅଛି କି ?

ପତ୍ନୀ- ବାପଘରୁ ସମ୍ପର୍କୀୟ ଆସୁଛନ୍ତି

ପତି- ମୋ ମୁଣ୍ଡ ଖରାପ କରନି

ମୁଁ ବହୁତ ବ୍ୟସ୍ତ ଅଛି, କିଏ କିଏ ଆସୁଛନ୍ତି ?

ପତ୍ନୀ- ମୋ ସାନ ଭଉଣୀ ଦୁଇ ଜଣ ଆସୁଛନ୍ତି ।

ପତି (ଖୁସି ହୋଇ)- ଆରେ ଡାର୍ଲିଂ,

ତୁମ ସମ୍ପର୍କୀୟ କିଏ ଆଉ ମୋ ସମ୍ପର୍କୀୟ କିଏ

ପକ୍କା ଟାଇମରେ ଆସିଯିବି ।

Joke-5

ସ୍ତ୍ରୀ ସ୍ଵାମିକୁ ଚାକରାଣୀ ସହିତ ଶୋଇ ଥିବାର ଦେଖିନେଲା

ଚାକରାଣୀ – କ୍ଷମା କରିବେ ମେମ ସାହାବ

1000 ଟଙ୍କା ଲୋଭରେ ପଡି ଯାଇଥିଲି

ସ୍ତ୍ରୀ – କିନ୍ତୁ ମୁଁ ତତେ 5000 ଟଙ୍କା ଦେବି

ପ୍ରଥମେ ମତେ କହ କି ସାହାବ ଙ୍କୁ ତୁ କେମିତି ପଟେଇଥିଲୁ

Joke-6

ଦୁଇ ମହିଳା ପରସ୍ପର କଥା ହେଉଥିଲେ

ପ୍ରଥମ ମହିଳା- ବହୁତ ବର୍ଷ ଆଗରୁ ଜଣେ ବାବା କହିଥିଲେ କି ମୋତେ ଭଗବାନ ଏତେ ଦେବେ ଯେ ମୁଁ ସମ୍ଭାଳି ପାରିବିନି

ଦ୍ଵିତୀୟ ମହିଳା- ହାଁ ତ କଣ ହେଲା ?

ପ୍ରଥମ ମହିଳା- ଏବେ ଜାଣି ପାରୁଛି କି ସେ ବାବା ଓଜନ କଥା କହୁଥିଲେ ।

Joke-7

ଲେଡି ଟିଚର ନିଜ ବ୍ଳାଉଜରେ ଗୋଲାପ ଫୁଲ ଲଗେଇ ରଖିଥିଲେ ।

ସେ ପିଲାଙ୍କୁ ପଚାରିଲେ- ପିଲେ ଗୋଲାପକୁ କେଉଁଠୁ ପୋଷଣ ମିଳେ ?

ସବୁ ପିଲା- କ୍ଷୀର ରୁ…

ଟିଚର- ନା ରେ ପିଲେ, ପାଣିରୁ ମିଳେ…

ଜଣେ ହାରାମୀ ପିଲା- ମ୍ୟାମ ଆମକୁ କେମିତି ଜଣାପଡିବ, ଗୋଲାପର ଡାଙ୍ଗ ତ ଭିତରେ ରହିଛି…

Leave a Reply

Your email address will not be published. Required fields are marked *