Majadar Jokes- ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) -କାଲି ସବୁ କେମିତି ଥିଲା ? ଝିଅ- ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ ଓ ମୋର …

କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke-1

ସ୍ଵାମୀ ସନ୍ଧ୍ୟାରେ ନିଜ କାମ ସାରି ଘରକୁ ଫେରିବା ମାତ୍ରେ ସେ ନିଜ ସ୍ତ୍ରୀର ଆଖିକୁ ନିଜ ହାତରେ ଲୁଚାଇ ଦେଲା ।

ସ୍ତ୍ରୀ(ପ୍ରେମରେ ଡାକିଲା)- ରାଜୁ

ସ୍ଵାମୀ(ରାଗିକି )- ରାଜୁ ନୁହେଁ ମୁଁ ।

ସେହି ସମୟରେ ସ୍ତ୍ରୀ ନିଜ କଥା ବୁଲେଇ ଦେଇ କହିଲା

ସ୍ତ୍ରୀ- sorry, ମୁଁ କହୁଥିଲି ରାଜୁ ପାଣି ନେଇ ଆସ, ସାହେବ ଆସିଲେ ।

Joke-2

ମୋର ସନ୍ଦେହ ହେଉଛି ଯେ, ମୋ ସ୍ଵାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହ ଅଫେୟାର ଚାଲିଛି ।

ମହିଳାଙ୍କ ସାଙ୍ଗ- ତା ହେଲେ ବର୍ତ୍ତମାନ ତୁ କଣ କରିବୁ ?

ମହିଳା- ନିଜ ବୟଫ୍ରେଣ୍ଡକୁ ମୋ ସ୍ଵାମୀର ପଛରେ ଲଗାଇ ଦେବି ।

Joke-3

ଗୋଟେ ମ-ଦୁ-ଆ ହଲି ଝୁଲି ଘର ଘରକୁ ଯିବାବେଳେ ଅଚାନକ ଅଟକି ଗଲା…!

ସେ ଦେଖିଲା କି ପଛରେ ଦୁଇ ଜଣ ଝିଅ କେଉଁ କଥାରେ ଝ-ଗ-ଡା କରି କରି ଆସୁଛନ୍ତି…!

ପ୍ରଥମ ଝିଅ- ଭଗବାନ କରନ୍ତୁ ତୋ ବାହାଘର ଏହି ମ-ଦୁ-ଆ ସାଙ୍ଗରେ ହୋଇଯାଉ !

ଦ୍ଵିତୀୟ ଝିଅ- ନା, ଭଗବାନ କରନ୍ତୁ ୟା ସାଙ୍ଗେ ତୋ ବାହାଘର ହୋଇଯାଉ ।

ମ-ଦୁ-ଆ- ତା’ହେଲେ ମୁଁ ରହିବି ନା ପଳେଇବି ?

Joke-4

ମୋଟୁ ଆଉ ପତଲୁ ନି-ଶା-ରେ ମଜି ରେଳ ଲାଇନର ମଝିଆ ମଝି ଯାଉଥିଲେ…!

ମୋଟୁ- ହେ ଭଗବାନ, ମୁଁ ଏତେ ସିଡି ଆଗରୁ କେବେ ବି ଚଢିନି !

ପତଲୁ- ଆରେ ସିଡି ତ ଠିକ ଅଛି

ମୁଁ ତ ଏଇ କଥାରେ ହଇରାଣ କି…

ଧରିବା ପାଇଁ ରେଲିଙ୍ଗ କେତେ ତଳେ ଲଗେଇଛନ୍ତି…!!

Joke-5

ପୁଅ ପ୍ରଥମ ଥର ଗୋଟିଏ ଝିଅକୁ ଘରକୁ ନେଇ ଆସିଲା ।

ବାପା- କିଏ ଏଇ ଝିଅ ?

ପୁଅ- ଇଏ ମୋ ଗାର୍ଲଫ୍ରେଣ୍ଡ…!

ବାପା- OK

ଆଉ ଗୋଟିଏ ଦିନ ପୁଅ ଆଉ ଗୋଟିଏ ଝିଅକୁ ଘରକୁ ନେଇ ଆସିଲା…!

ବାପା(ରାଗରେ)- ଏଇ ଝିଅ ପୁଣି କିଏ ?

ପୁଅ- ରିସ୍ତା ୱହି, ଆଇଟମ ନଇ…!!

Joke-6

ଶ୍ରେଣୀରେ ସବୁ ଛାତ୍ର ପପୁକୁ ବୁଆ ବୁଆ କହି ଚିଡାଊ ଥିଲେ । ଏହା ଦ୍ଵାରା ପପୁ ଶିକ୍ଷକଙ୍କ ପାଖରେ ପିଲା ମାନଙ୍କର କମ୍ପ୍ଲେନ କରିଥିଲା ।

ଏହା ପରେ ଶିକ୍ଷକ ଆସି କହିଲେ- ଯେଉଁ ପିଲା ପପୁକୁ ବୁଆ ବୁଆ ଡାକି ଚିଡାଉଛ ସେମାନେ ଠିଆ ହେଇଯାଅ ।

ଏହା ଦ୍ଵାରା ଶ୍ରେଣୀର ସବୁ ପିଲା ଛିଡା ହୋଇଯାଇଥିଲେ ହେଲେ ଗୋଟିଏ ପିଲା ଛିଡା ହେଲା ନାହିଁ ।

ଶିକ୍ଷକ- କଣ ତମେ ପପୁକୁ ଚିଡାଅ ନାହିଁ ।

ଛାତ୍ର – ନାହି ସାର ମୋତେ ସମସ୍ତେ ମଉସା ମଉସା କହି ଚିଡାନ୍ତି ।

Joke-7

ପପୁ ଘରର କବାଟ ତାଡି କାନ୍ଧ ଉପରେ ରଖି ବଜାରକୁ ନେଇଗଲା ।

ଜଣେ ବ୍ୟକ୍ତି ପଚାରିଲେ- ଆରେ ଭାଇ, କଣ କବାଟ ବିକ୍ରି କରିବ ?

ପପୁ- ନା, ତାଲା ଖୋଲିବାକୁ ନଉଛି । ଚାବି ହଜି ଯାଇଛି ।

ବ୍ୟକ୍ତି- ଯଦି ଘରେ ଚୋ-ର ପ-ଶି-ଯିବେ ?

ପପୁ- ଆରେ ମୂର୍ଖ ! ସେମାନେ ଭିତରକୁ କେମିତି ଯିବେ ?

କବାଟ ତ ମୋ ପାଖରେ ଅଛି ।

Joke-8

ଛାତ୍ର- ମ୍ୟାଡାମ ଯେତେବଳେ ପିଲା ଜନ୍ମ ହୁଏ ତା’ର ବାଳ କଣ ପାଇଁ ବଢେ ?

ଟିଚର- କାହିଁକି ନା ମା ଛୁଆର ମୁଣ୍ଡରେ ପ୍ରେମରେ ହାତ ବୁଲାଏ ।

ଛାତ୍ର- ତା’ହେଲେ ବାହାଘର ପରେ ବାଳ ଝଡେ କଣ ପାଇଁ ?

ଟିଚର- କାହିଁକି ନା ସେତେବେଳେ ସ୍ତ୍ରୀ ମୁଣ୍ଡରେ ହାତ ବୁଲାଏ …!

Joke-9

୮. ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?

ଝିଅ- କିଛି ଖାସ ନୁହେଁ

ସାଙ୍ଗ- କିଛି ଖାସ ନୁହଁ ମାନେ ?

କହ ନା…କଣ ହେଲା ?

ଝିଅ- କହିଲି ନା କିଛି ନୁହେଁ

ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?

ଝିଅ- ତେବେ ଶୁଣ

ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ

ସାଙ୍ଗ- ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ

ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?

ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *