ସରିଲା ବାହାଘର କିନ୍ତୁ ଜେଲରୁ ଫେରିଲେ ହେବ ଚଉଠି, ଜାଣନ୍ତୁ କଣ ରହିଛି ପୁରା ମାମଲା

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଲୋକଙ୍କ ପାଇଁ ବିବାହ ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥାଏ । କାରଣ ବିବାହ କରିବା ପରେ ମଣିଷର ଜୀବନ ସଂପୂର୍ଣ୍ଣ ବଦଳି ଯାଇଥାଏ । ସାଧାରଣତଃ କେତେକ ଲୋକ ପ୍ରେମ ବିବାହ କରିଥାନ୍ତି ତ ଅନ୍ୟ କେତେକ ଲୋକ ବ୍ୟବସ୍ତାପିକ ବିବାହ । ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ପ୍ରେମ ଅନ୍ଧ ହୋଇଥାଏ କାରଣ ପ୍ରେମ ଜାତି, ବର୍ଣ୍ଣ ଓ ଧର୍ମକୁ ଦେଖି ନଥାଏ । ଆମ ଓଡିଶା ରାଜ୍ୟରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ ଜାତିର ଝିଅ ମାନଙ୍କ ସହ ପ୍ରେମ କରି ବିବାହ କରୁଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ଏହି କିଛି ସମୟ ପୂର୍ବରୁ ହୋଇଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିବାହ ବିଷୟରେ । ବନ୍ଧୁଗଣ ଏହି କିଛି ସମୟ ପୂର୍ବରୁ ଏକ ବିବାହ ସମ୍ପନ୍ନ ହୋଇଛି ।

ବିବାହ କରିଛନ୍ତି ଦେବିପ୍ରସାଦ ମିଶ୍ର ଓ ମାମୁନି ପାଣିଗ୍ରାହୀ । ବନ୍ଧୁଗଣ ହିନ୍ଦୁଧର୍ମରେ ଯେମିତି ବିବାହ ହେବା କଥା ଠିକ ସେହିପରି ବିବାହ ସମ୍ପନ୍ନ ହୋଇଛି । ହେଲେ ବନ୍ଧୁଗଣ ଏହି ବିବାହ ପଛରେ ଏକ ବହୁତ ରହସ୍ୟପୂର୍ଣ୍ଣ କାହାଣୀ ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ ।

ବନ୍ଧୁଗଣ ଦେବିପ୍ରସାଦ ଓ ମାମୁନି ଗୋଟିଏ କମ୍ପାନୀରେ ଚାକିରି କରୁଥିଲେ । ମାମୁନି ସର୍ଭିସରେ ଓ ଦେବୀ ସେଲ୍ସରେ ଚାକିରି କରୁଥିଲେ । ଏହି ଦୁଇଜଣ ସେହି କମ୍ପାନୀରେ ପରସ୍ପର ସହ ସାକ୍ଷାତ କରି ବନ୍ଧୁତା କରିଥିଲେ । ହେଲେ ବହୁତ କମ ଦିନ ମଧ୍ୟରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଏହି ଦୁଇଜଣଙ୍କ ମନ ସହ ସେମାନଙ୍କର ଦେହ ମଧ୍ୟ ମିଶି ଯାଇଥିଲା । ହେଲେ ବନ୍ଧୁଗଣ କିଛି ପର୍ଶନାଲ କଥାକୁ ନେଇ ଏହି ଦୁଇଜଣଙ୍କ ମଧ୍ୟରେ କିଛି ଝଗଡା ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ସବୁ କିଛି ଠିକ ଅଛି ।

ବନ୍ଧୁଗଣ ଏହି ବଧୁ ଭେଶରେ ଥିବା ମାମୁନି ପାଣିଗ୍ରାହୀଙ୍କ ରିଅଲ ନାମ ହେଉଛି ନଗମା ପରବିନ । ପୁଅ ଝିଅ ଉଭୟଙ୍କ ଜାତି ଧର୍ମ ସଂପୂର୍ଣ୍ଣ ଅଲଗା । ଏହି ଦୁଇଜଣଙ୍କ ପ୍ରେମକୁ ତାଙ୍କ ଘର ଲୋକ ସ୍ଵୀକାର କରିନଥିଲେ । ଏମିତିକି ପରିବିନଙ୍କ ପରିବାର ଲୋକ ଦେବୀଙ୍କ ବିରୋଧରେ ପୋଲିସରେକେ -ସକରିଥିଲେ ଯେଉଁଥି ପାଇଁ ଦେବୀଙ୍କୁଜେ -ଲଯିବାକୁ ପଡିଥିଲା । ୫ ମାସ ହେବ ଦେବୀଜେ -ଲରେ ଅଛନ୍ତି ହେଲେ ଅନ୍ୟ ପକ୍ଷରେ ପରବିନ ନିଜ ଧର୍ମ ପରିବର୍ତ୍ତନ କରି ସବୁଦିନ ପାଇଁ ଦେବୀଙ୍କୁ ନିଜ ଜୀବନ ସାଥି ରୂପେ ଗ୍ରହଣ କରିସାରିଛନ୍ତି । କୋର୍ଟ ର ଅନୁମତି ଅନୁସାରେ ହିଁ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ବନ୍ଧୁଗଣ ଏହି ବିବାହ ପରେ ବର କନ୍ୟା ନିଜ ଘରକୁ ଯାଇପାରିବେ ନାହିଁ । କାରଣ ବିବାହ ପରେ ଦେବୀ ଜେଲକୁ ଯିବେ ଓ ନିଜ ଜୀବନ ସାଥିର ଅପେକ୍ଷାରେ ରହିବେ ପରବିନ ଉଲ୍ଫ ମାମୁନି ପାଣିଗ୍ରାହୀ । ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *