Odia Jokes-ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା ଓ ସ୍ତ୍ରୀକୁ ପଚାରିଲା ଏ ତୋର ୩ ମାସରେ…

ବନ୍ଧୁଗଣ ଆଜିକାଲିର ଦୁନିଆରେ ଲୋକମାନେ ନିଜ କାମ ପାଇଁ ବହୁତ ବ୍ୟସ୍ତରେ ରହୁଛନ୍ତି । ବ୍ୟସ୍ତବହୁଳ ଜୀବନ ପାଇଁ ଲୋକ ମାନେ ନିଜକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି । ସାଧାରଣତଃ ସମସ୍ତ ଲୋକ ନିଜ କାମକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଯାହାଫଳରେ ସେମାନଙ୍କ ମୁହଁରୁ ଖୁସି ରହୁନାହିଁ । ବନ୍ଧୁଗଣ ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ ମୁହଁରେ କିଛି ଖୁସି ଆଣିବା ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଆମର ଏହି ମଜାଦାର ଓଡିଆ ଜୋକ୍ସକୁ ପଢିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ହିନ୍ଦୁ ମାନଙ୍କୁ ତିନି ଥର ତଲାକ ଦେବାର ଅଧିକାର ଦିଅନ୍ତୁ ନାହିଁ ଚଳିବ…

ହେଲେ ଏହି ଦୁନିଆରେ ଥିବା ସମସ୍ତ ପୁରୁଷଙ୍କୁ କେବଳ ଗୋଟିଏ ଅଧିକାର ଦେବା ନିହାତି ଆବଶ୍ୟକ ।

ସେହି ଅଧିକାରଟି ହେଉଛି ଯେତେବେଳେ ସ୍ଵାମୀ ନିଜ ସ୍ତ୍ରୀକୁ ତିନି ଥର କହିବ ‘ଚୁପ ହେଇଯାଅ’ ସେତେବେଳେ ତାଙ୍କର ସ୍ତ୍ରୀ ଚୁପ ଯେମିତି ହୋଇଯିବ !

୨. ଆଜି ସକାଳ ସମୟରେ ସ୍ଵାମୀ ଟିକେ ଅଧିକ ଆଧ୍ୟାତ୍ମିକ ହୋଇଗଲା ଓ ଆଖି ବନ୍ଦ କରି ଚିନ୍ତା କରିବାକୁ ଲାଗିଲା…

ମନେ ମନେ କହିଲା- କିଏ ମୁ ? କେଉଁଠୁ ଆସିଛି ? ଓ କାହିଁକି ଆସିଛି ?

ସେହି ସମୟରେ ରୋଷେଇ ଘରୁ ଗୋଟେ ଆବାଜ ଆସିଲା…

-ତମେ ହେଉଛ ଏକ ନମ୍ବର ଅଳସୁଆ । କେଜାଣି କେଉଁ ଦୁନିଆରୁ ମୋ ସମୟକୁ ଖରାପ କରିବା ପାଇଁ ତମେ ଆସିଗଲ । ଶୀଘ୍ର ଉଠ ଆଉ ଏଠିକି ଆସି କାମ କର ।

ସେହି ସମୟରେ ସ୍ଵାମୀ କହିଲା ମୋର ତିନୋଟି ପ୍ରଶ୍ନର ଉତ୍ତର ମୋତେ ମିଳିଗଲା ଓ ମତେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲା !!

୩. ସ୍ଵାମୀ ଜଜ୍ କୁ କହିଲା- ମତେ ମୋ ସ୍ତ୍ରୀ ଠାରୁ ତଲାକ ଦରକାର…

ସେ ମତେ ବାସନ ଫୋପାଡି ମା-ରୁ-ଛି

ଜଜ୍- କଣ ଏବେ ନୂଆ ନୂଆ ମା-ରୁ-ଛ-ନ୍ତି ନା ପୂର୍ବରୁ ମା-ରୁ-ଛ-ନ୍ତି ?

ସ୍ଵାମୀ- ବହୁତ ଆଗରୁ ମା-ରି ଆସୁଛି ସେ !

ଜଜ୍- ତା ହେଲେ ଆଗରୁ ତଲାକ ନେଇ ଯାଇଥାନ୍ତ ଏବେ କାହିଁକି ?

ସ୍ଵାମୀ- କାରଣ ବର୍ତ୍ତମାନ ତାର ଲକ୍ଷ ବହୁତ ତୀବ୍ର ହୋଇଯାଇଛି । ସେ ମୋତେ ଜାଗା ଦେଖି ମାରୁଛି !!

୪. ଏହି ଦୁନିଆର ସମସ୍ତ ପୁରୁଷଙ୍କ ଇଛା ଥାଏ ଯେ, ତାଙ୍କ ସ୍ତ୍ରୀ ବିଶ୍ଵ ସୁନ୍ଦରୀ ହୋଇଥିବ ଓ ଗଙ୍ଗୁ ବାଇ ପରି ଘରର ସମସ୍ତ କାମ କରୁଥିବ…

ଠିକ ସେହିପରି ଏହି ଦୁନିଆର ସମସ୍ତ ମହିଳାଙ୍କର ଇଛା ଥାଏ ଯେ,

ତାଙ୍କ ସ୍ଵାମୀ ଅମ୍ବାନୀ ପରି ଟଙ୍କା କମାଉ ଥିବ ଓ ମନମୋହନ ସିଂହ ପରି ଚୁପ ରହୁଥିବ ।

୫. ବିବାହର ପରଦିନ ସ୍ତ୍ରୀ ସ୍ଵାମୀକୁ କହିଲା ମୋ ପାଖକୁ ଆସ ନାହିଁ…

ସ୍ଵାମୀ- ହେଲେ କାହିଁକି ?

ସ୍ତ୍ରୀ- ମୁ ମୋର ମା’ଙ୍କୁ ପ୍ରମିଜ କରିଥିଲି କି ମୁ ବିବାହ କରିବା ପରେ ଏହି ସବୁ କାମ ଛାଡିଦେବି, ସ୍ଵାମୀ ବେହୋସ !!

୬. ଭିକାରି- ବୁଝିଲ ବାବୁ ମତେ ମାମୁଲି ଭିକାରି ବୋଲି ଭାବ ନାହିଁ, ମୁ ଟଙ୍କା ରୋଜଗାର କରିବାର ୧୦୦ଟି ଉପାୟ ବିଷୟରେ ଏକ ବହି ଲେଖିଛି…

ସାନ୍ତା- ତା ହେଲେ ତମେ କାହିଁକି ଭିକ ମାଗୁଛ ?

ଭିକାରି- କାରଣ ସେହି ବହିରେ ଦିଆଯାଇଥିବା ସବୁଠାରୁ ସହଜ ଉପାୟ ଭିକ ମାଗିବା !!!

୭. ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା

ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା

ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା

ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?

ଯୁବକ – ୩ ମାସ

ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?

ଯୁବକ- ୩ ମାସ

ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା

ଯୁବକ- ୩ ମାସ ପରେ

ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?

ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !

ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *