ବାପା ହେଲେ ଓଲିଉଡ ର ଲୋକପ୍ରିୟ ଗାୟକ ସତ୍ୟଜିତ ପ୍ରଧାନ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେଭି ଗାୟକ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସତ୍ୟଜିତ ପ୍ରଧାନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସତ୍ୟଜିତଙ୍କୁ ନିଶ୍ଚୟ ଜାଣିଥିବେ । ସେ ପ୍ରାୟତଃ ୨୦୦ରୁ ଅଧିକ ଭଜନ, ଓଡିଆ ଆଲବମ ଓ ଫିଲ୍ମ ପାଇଁ ଗୀତ ଗାଇଛନ୍ତି ।

ସେ ନିଜ ସୁନ୍ଦର ଗୀତ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସତ୍ୟଜିତ ନିଜ କଣ୍ଠର ଜାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଗୀତ ଗୁଡିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କର ଅଧିକାଂଶ ଗୀତ ସୁପର ହିଟ ମଧ୍ୟ ହୋଇଛି । ବନ୍ଧୁଗଣ ସତ୍ୟଜିତ ପ୍ରଧାନଙ୍କୁ ଘରକୁ ଏକ ବହୁତ ବଡ ଖୁସି ଖବର ଆସିଛି ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏହି ଖୁସି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସତ୍ୟଜିତ ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପତ୍ନୀଙ୍କ ସହ ଅନେକ ଫଟୋ ସେୟାର କରନ୍ତି । ତାଙ୍କର ଅଧିକାଂଶ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଅନେକ ସୁପର ହିଟ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେ ନିଜ କଣ୍ଠ ପାଇଁ ଅନେକ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ଏହି କିଛି ସମୟ ହେବ ସତ୍ୟଜିତ ଏକ ବଡ ଖୁସି ଖବର ବିଷୟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଖୁସି ଖବରଟି ହେଉଛି ସତ୍ୟଜିତ ବାପା ହୋଇଛନ୍ତି । ସେ ନିଜ କୁନି ଝିଅର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସତ୍ୟଜିତ ବାପା ହେବା କାରଣରୁ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ବିଷୟରେ ଜାଣି ବହୁତ ଖୁସି ହୋଇଛନ୍ତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖୁସି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ଯଦି ଆପଣ ମାନଙ୍କୁ ସତ୍ୟଜିତଙ୍କ ଗୀତ ଭଲ ଲାଗେ ତା ହେଲେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *