Odia Joke- ଚଉଠି ରାତିରେ ସ୍ଵାମୀ ନିଜ ସ୍ତ୍ରୀ କାନ୍ଧରେ ହାତ ରଖି କହିଲା- ଆଜି ମତେ ସେ ସବୁ କିଛି କରିବାକୁ ଦିଅ, ଯାହା ମୋର ଅଧିକାର ! ତା’ ପରେ ସ୍ଵାମୀ ସ୍ତ୍ରୀ ସହିତ …

ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଯାହାଫଳରେ ସେମାନେ ନିଜ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି । କିନ୍ତୁ ବନ୍ଧୁଗଣ ପ୍ରତ୍ୟକ ମଣିଷଙ୍କୁ ଖୁସିରେ ରହିବା ଉଚିତ । ଯଦି ସେମାନଙ୍କର ମନ ଖୁସି ରହିବ ତା ହେଲେ ସେମାନେ ସମସ୍ତ କାର୍ଯ୍ୟକୁ ଖୁସିର ସହ ପୂରଣ କରିବେ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜି ଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କ ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ ବୁଲିବା ପାଇଁ ରେଡି ହେଇଗଲା ଓ ନିଜ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- କେମିତି ଲାଗୁଛି ମୁ ?

ସ୍ଵାମୀ- କସମ ଖାଇ କହୁଛି ଇଛା ହେଉଛି ତମକୁ ନେଇ ପାକିସ୍ତାନରେ ପକେଇ ଆସିବାକୁ !

ସ୍ତ୍ରୀ କଣ କହିଲ ?

ସ୍ଵାମୀ- ଆରେ ମୋ କହିବାର ମାନେ ହେଉଛି, ତମେ ପୁରା ଆଟମ ବମ ଲାଗୁଛ ଗୋଟେ ଧମାକାରେ ଲକ୍ଷ ଲକ୍ଷ ଲୋକ ବେହୋସ ହୋଇଯିବେ ।

୨. ପପୁ ଭଗବାନଙ୍କୁ ବରଦାନ ମାଗିଲା… ଗୋଟେ ବଡ ଗାଡି, ଗୋଟେ ଚାକିରି ଆଉ ବହୁତ ସାରା ଝିଅ ।

ଭଗବାନ- ତଥାସ୍ତୁ ।

ଆଜି ପପୁ ଗାର୍ଲ୍ସ କଲେଜରେ ଡ୍ରାଇଭର ଅଛି, ଭଲ ଭାବରେ ଭାବି ଚିନ୍ତି ବରଦାନ ମାଗିବା ଉଚିତ । କାରଣ ଭଗବାନ ମଧ୍ୟ ବହୁତ ସ୍ମାର୍ଟ ଅଛନ୍ତି ।

୩. ସ୍ଵାମୀ-ସ୍ତ୍ରୀ ଝଗଡାରେ ସ୍ତ୍ରୀ ଜୋସରେ ଆସି ବହୁତ କିଛି କହିଦେଲା…

ସ୍ଵାମୀ ରାଗିକି- ମୁ କହୁଛି ନିଜ କଥା ପାଇଁ ଭୁଲ ମାଗ

ସ୍ତ୍ରୀ- ନାହିଁ ମୁଁ ଭୁଲ ମାଗିବିନି ।

ସ୍ଵାମୀ ପୁଣି ରାଗିକି- ଶେଷ ଥର ପାଇଁ କହୁଛି ନିଜ ଭୁଲ ପାଇଁ କ୍ଷମା ମାଗିଦିଅ, ମୁଁ ତୁମକୁ ପାଞ୍ଚ ମିନିଟର ସମୟ ଦେଉଛି !

ସ୍ତ୍ରୀ ଶାନ୍ତ ହୋଇ- ଯଦି ମୁ ପାଞ୍ଚ ମିନିଟ ଭିତରେ ଭୁଲ ନ ମାଗିବି ତା ହେଲେ ?

ସ୍ଵାମୀ- ତା ହେଲେ ତମେ କୁହ ତମକୁ କେତେ ସମୟ ଦରକାର !

୪. ଦିନେ ପପୁର ଗାର୍ଲଫ୍ରେଣ୍ଡ ଘରେ ଏକା ଥିଲା ଓ ତାକୁ ପପୁ ବହୁତ ମନ ପଡୁଥିଲା…

ସେ ସେତେବେଳେ ଭାବିଲା ଯାହା ହଉ ଘରେ କେହି ନାହାନ୍ତି, ମୁ ପପୁକୁ ଫୋନ କରି ଡାକି ଦେଉଛି

ଗାର୍ଲଫ୍ରେଣ୍ଡ- ଆଜି ମୁ ଘରେ ଏକା ଅଛି ଆସିଯାଅ !

ପପୁ- ଆରେ ପାଗଳି ତୁ ମୋ ଘରକୁ ଆସିଯା ଏଠି ସମସ୍ତେ ଅଛନ୍ତି !

୫. ପୁଅ ଭ୍ୟାଲେନ୍ଟାଇନ ଦିନ ଏକ ଆର୍ମୀର ଝିଅକୁ ପ୍ରପୋଜ କରିଲା…

ଆର୍ମୀ- କେତେ ଟଙ୍କା କମାଇ ଦେଉଛ ?

ପୁଅ- ସାର, ୧୭ ହଜାର ଟଙ୍କା ମାସକୁ କମାଈ ଦେଉଛି !

ଆର୍ମୀ- ବାସ ଏତିକି, ଆରେ ୧୫ ହଜାର ଟଙ୍କା ମୁ ମୋ ଝିଅକୁ ପକେଟ ମନି ଦେଉଛି !

ପୁଅ- ସାର, ତାକୁ ଯୋଡିକି ମୁ ଆପଣଙ୍କୁ କହୁଛି ମୁ ୧୭ ହଜାର ଟଙ୍କା କମେଇ ଦେଉଛି !

୬. ଶାଶୁ ନୂଆ ବୋହୁକୁ କହିଲା…

ଶାଶୁ- ମୋତେ ପୁରା ଭରସା ଅଛି ଯେ, ତମେ ମୋ ରୋଷେଇ ଘରକୁ ବହୁତ ଆରମରେ ସମ୍ଭାଳି ଦେବ ।

ବୋହୁ ରୋଷେଇ ଘରକୁ ଗଲା କିଛି ଭାଙ୍ଗିବାର ଶବ୍ଦ ଆସିଲା…

ଶାଶୁ- କଣ ଭାଙ୍ଗିଦେଲ ବୋହୁ ?

ବୋହୁ- ତୁମ ଭରସା !!

୭. ଜଜ୍- କଣ ପ୍ରମାଣ ଅଛି ଯେ ଦୁର୍ଘଟଣା ହେବା ସମୟରେ ତମେ କାରକୁ ଦ୍ରୁତଗତିରେ ଚଲାଉ ନଥିଲ ?

କାର ଚାଳକ- ସାର, ମୁ ମୋ ସ୍ତ୍ରୀକୁ ନେବା ପାଇଁ ମୋ ଶଶୁରଙ୍କ ଘରକୁ ଯାଉଥିଲି !

ଜଜ୍- ଆରେ ଏମିତି କଥା, ଛାଡିଦିଅ ଏହି ନିର୍ଦୋଷ ଲୋକକୁ, କାରଣ ଏହି ପରିକା ସମୟରେ କୌଣସି ଲୋକ ଦ୍ରୁତଗତିରେ ଗାଡି ଚଳାଇବ ନାହିଁ !

୮. ସାନ୍ତା- ଯଦି ତୋର ବିବାହ ଏକା ପରି ଦେଖାଯାଉଥିବା ଜୁଡୁବା ଭଉଣୀଙ୍କ ସହ ହେବ ତା ହେଲେ ତୁ ତୋର ସ୍ତ୍ରୀକୁ କେମିତି ଚିହ୍ନିବୁ ?

ବାନ୍ତା- ଆରେ ଏଇ ତ କଥା, ମୁ ଦୁଇଜଣଙ୍କର ଚୁଟିକୁ ଟାଣିବି !

ଯିଏ ରାଗିକି ଅନେଇବ ସେ ହେଉଛି ମୋ ସ୍ତ୍ରୀ ଆଉ ଯିଏ ହସିବ ସେ ହେଉଛି ମୋ ଶାଳି !!

୯. ଚଉଠି ରାତିରେ ସ୍ଵାମୀ

ନିଜ ସ୍ତ୍ରୀ କାନ୍ଧରେ ହାତ ରଖି କହିଲା- ଆଜି ମତେ ସେ ସବୁ କିଛି କରିବାକୁ ଦିଅ, ଯାହା ମୋର ଅଧିକାର !

ସେତିକି ବେଳେ ସ୍ତ୍ରୀ କହିଲା- ଠିକ ଅଛି, ଆଗେ ତୁମେ କାନ୍ଧରୁ ହାତ ହଟାଅ

ଯାହା ପରେ ସ୍ତ୍ରୀ ସ୍ଵାମିକୁ ଗୋଟିଏ ଜୋରଦାର ଚାପୁଡା ମାରିଲା

ସ୍ଵାମୀ କହିଲା- ଆରେ ପାଗେଳି ! ମୁଁ ତ ମଜାକ କରୁଥିଲି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *