ଗପ ହେଲେ ବି ସତ ଫିଲ୍ମର ଶିଶୁ କଳାକାର ଆକାଶ ବର୍ତ୍ତମାନ କଣ କରୁଛନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପର ହିଟ ଫିଲ୍ମ ‘ଗପ ହେଲେ ବି ସତ’କୁ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ଅନୁଭବ ଓ ବର୍ଷା । ଏହି ଫିଲ୍ମଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ କାରଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରିଥିଲେ  ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଫିଲ୍ମରେ ଅନୁଭବଙ୍କ ଭୂମିକା କରିଥିବା ଶିଶୁ କଳାକାର ଜଣକଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଶିଶୁ କଳାକାର ଜଣକ ବହୁତ ଭଲ ଅଭିନୟ କରି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଶିଶୁ କଳାକାରଙ୍କୁ ବର୍ତ୍ତମାନ ଦେଖିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଶିଶୁ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ବହୁତ ବଡ ହୋଇସାରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ଜଣକଙ୍କ ବିଷୟରେ ।

ବନ୍ଧୁଗଣ ‘ଗପ ହେଲେ ବି ସତ’ ଫିଲ୍ମରେ ଆକାଶର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରଙ୍କ ରିଅଲ ନାମ ହେଉଛି ରାହୁଲ । ବନ୍ଧୁଗଣ ଏହି ଫିଲ୍ମରେ ଆକାଶ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହି ଫିଲ୍ମ ପରେ ସେ ଅନ୍ୟ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଆକାଶ ବହୁତ ବଡ ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଆପଣ ମାନେ ତାଙ୍କର ବର୍ତ୍ତମାନର ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆକାଶ ବର୍ତ୍ତମାନ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏହା ସହିତ ସେ ନିଜ ପାଠ ପଢାକୁ ଜାରି ରଖିଛନ୍ତି । ବର୍ତ୍ତମାନ ସେ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସୁଛନ୍ତି ।

ବର୍ତ୍ତମାନ ସେ ନିଜର ଅଧିକାଂଶ ସମୟ ଜିମ୍ ରେ ବିତାଉଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜିମ୍ ର କିଛି ଫଟୋ ସେୟାର କରିଛନ୍ତି ଯାହା ବହୁତ ମାତ୍ରାରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ତାଙ୍କର ଏହି ସବୁ ଫଟୋ ଗୁଡିକ ମଧ୍ୟ ବହୁତ ଭାଇରାଲ ହେଉଛି । ଆଗାମୀ ଦିନରେ ସେ କିପରି ହିରୋ ହେବେ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ଗପ ହେଲେ ବି ସତ’ ଫିଲ୍ମରେ ରାହୁଲଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *