ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜର ରାଶି ଓ ନକ୍ଷତ୍ର – Jyotish Shastra

ନମସ୍କାର ବନ୍ଧୁଗଣ କିଛି ବ୍ୟକ୍ତି ଙ୍କୁ ନିଜର ରାଶି ନକ୍ଷତ୍ର ବିଷୟରେ କିଛି ବି ଜଣା ନଥାଏ । କିମ୍ବା ସେମାନଙ୍କ ର ଜନ୍ମ ରାଶି କଣ ତାହା ମଧ୍ୟ କିଛି ଲୋକ ଜାଣି ନ ଥାନ୍ତି । ଏହା ଜାଣିବା ପାଇଁ ହେଲେ ଦୁଇଟି ଉପାୟ ଅଛି । ପ୍ରଥମ ଟି ହେଉଛି ଜାତକ ଥିବା ଲୋକଙ୍କ ପାଇଁ ଏବଂ ଅନ୍ୟଟି ହେଉଛି ଜାତକ ନଥିବା ଲୋକଙ୍କ ପାଇଁ । ତେବେ ଏହାକୁ କିପରି ଜାଣିବେ ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ଯେଉଁ ବ୍ୟକ୍ତି ମାନଙ୍କ ଜାତକ ଥାଏ କିନ୍ତୁ ସେମାନେ ନିଜର ରାଶି ବିଷୟରେ ଜାଣି ନଥାନ୍ତି ସେତେବେଳେ ସେମାନେ ନିଜର ଜାତକ ରେ ଥିବା ରାଶି ଚକ୍ର କୁ ଭଲରେ ଦେଖିବା ଉଚିତ ।

ରାଶି ଚକ୍ର ରେ ଏକ ରୁ ବାର ପର୍ଯ୍ୟନ୍ତ ଘର ଥାଏ । ତେବେ ଯେଉଁ ଘରେ ଲଗ୍ନ ଲେଖା ହୋଇଥାଏ । ସେହି ଘରର ରାଶି ଟି ନିଜର ରାଶି ହୋଇ ଥାଏ ଏବଂ ରାଶି ଚକ୍ର ରେ ଏକ ଛୋଟିଆ ଚକ୍ର ଥାଏ । ସେହି ଥିରେ କିଛି ଲେଖା ଯାଇଥାଏ । ଉଦାହରଣ ସ୍ୱରୂପ ୧/୩, ୮/୪ ଆଦି । ଏକ ଏବଂ ଆଠ ହେଉଛି ନକ୍ଷତ୍ର ଏବଂ ତିନି ଏବଂ ଚାରି ହେଉଛି ରାଶି ହୋଇ ଥାଏ ।

ରାଶି ମାନଙ୍କ ନାମ ହେଉଛି ଏକ ହେଉଛି ମେଷ, ଦୁଇ ହେଉଛି ବୃଷ, ତିନି ହେଉଛି ମିଥୁନ, ଚାରି ହେଉଛି କର୍କଟ, ପାଞ୍ଚ ହେଉଛି ସିଂହ , ଛଅ ହେଉଛି କନ୍ୟା, ସାତ ହେଉଛି ତୁଳା , ଆଠ ହେଉଛି ବିଛା , ନଅ ହେଉଛି ଧନୁ , ଦଶ ହେଉଛି ମକର , ଏଗାର ହେଉଛି କୁମ୍ଭ, ବାର ହେଉଛି ମୀନ ।

ନକ୍ଷତ୍ର ର ସାରଣୀ ହେଉଛି ଏକ ହେଉଛି ଅଶ୍ୱିନୀ, ଦୁଇ ହେଉଛି ଦ୍ଵିଜା, ତିନି ହେଉଛି କୃତିକା, ଚାରି ହେଉଛି ରୋହିଣୀ, ପାଞ୍ଚ ହେଉଛି ମୃଗଶିରା, ଛଅ ହେଉଛି ଆଦ୍ର, ସାତ ହେଉଛି ପୁନର୍ବସୁ, ଆଠ ହେଉଛି ପୁଷ୍ୟା, ନଅ ହେଉଛି ଅସ୍ଲେଶା, ଦଶ ହେଉଛି ମଘା, ଏଗାର ହେଉଛି ଫାଲ୍ଗୁନି, ବାର ହେଉଛି ଉତ୍ତରା ଫାଲ୍ଗୁନି, ତେର ହେଉଛି ହସ୍ତା, ଚଉଦ ହେଉଛି ଚିତ୍ରା, ପନ୍ଦର ହେଉଛି ସ୍ୱାତି, ଷୋହଳ ହେଉଛି ବିଶାଖା, ସତର ହେଉଛି ଅନୁରାଧା, ଅଠର ହେଉଛି ଜ୍ୟୋଷ୍ଠ, ଉଣେଇଷ୍ ହେଉଛି ମୂଳା, କୋଡିଏ ହେଉଛି ପୂ.ଷାଢ଼ା, ଏକୋଇଶ ରେ ହେଉଛି ଉ. ଷାଢ଼ା, ବାଇଶି ରେ ହେଉଛି ଶ୍ରବଣା, ତେଇଶ ରେ ହେଉଛି ଧ୍ୱନିଷ୍ଠା, ଚବିଶ ରେ ହେଉଛି ଶତଭିଶା, ପଚିଶ ରେ ହେଉଛି ପୂର୍ବ ଭାଦ୍ର, ଛବିଶ ରେ ହେଉଛି ଉତ୍ତର ଭାଦ୍ର,ସତେଇସ ରେ ହେଉଛି ରେବତୀ ।

ଏହି ସବୁ ସଂଖ୍ୟା ରୁ ଜାଣି ପାରିବେ ଆପଣଙ୍କ ରାଶି ଏବଂ ନକ୍ଷତ୍ର କଣ ।

ଯେଉଁ ମାନଙ୍କ ର ଜାତକ ନାହିଁ ସେମାନେ ନିଜର ନାମର ପ୍ରଥମ ଅକ୍ଷର ରୁ ହିଁ ଜାଣି ପାରିବେ ନିଜର ରାଶି ଏବଂ ନକ୍ଷତ୍ର ।

୧/୧ ଅଶ୍ୱିନୀ ନକ୍ଷତ୍ର ରାଶି ହେଉଛି ମେଷ ଏବଂ ନାମ ର ପ୍ରଥମ ଅକ୍ଷର ହେଉଛି ଚୁ,ଚେ,ଚୋ,ଲି

୨/୧ ଦ୍ଵିଜା ନକ୍ଷତ୍ର ରାଶି ହେଉଛି ମେଷ ଏବଂ ନାମ ହେଉଛି ଲି, ଲୁ, ଲେ ,ଲୋ

୩/୧ କୃତିକା ନକ୍ଷତ୍ର ରାଶି ହେଉଛି ମେଷ ନାମ ହେଉଛି ଅ ।

୩/୨ କୃତିକା ନକ୍ଷତ୍ର ବୃଷ ରାଶି ନାମ ହେଉଛି ଇ, ଉ, ଏ ।

୪/୨ ରୋହିଣୀ ନକ୍ଷତ୍ର ବୃଷ ରାଶି ନାମ ହେଉଛି ଓ, ବା, ବି, ବୁ ।

୫/୨ ମୃଗଶିରା ନକ୍ଷତ୍ର ରାଶି ହେଉଛି ବୃଷ । ବେ, ଵୋ ।

୫/୩ ମୃଗଶିରା ନକ୍ଷତ୍ର ରାଶି ମିଥୁନ ନାମ ହେଉଛି କ, କି ।

୬/୩ ଆଦ୍ରା ନକ୍ଷତ୍ର ରାଶି ହେଉଛି ମିଥୁନ ନାମ ହେଉଛି କୁ, ଘ, ଛ

୭/୩ ପୁନର୍ବସୁ ନକ୍ଷତ୍ର ରାଶି ହେଉଛି ମିଥୁନ ନାମ ହେଉଛି କେ, କୋ, ହ

୭/୪ ପୁନର୍ବସୁ ନକ୍ଷତ୍ର ରାଶି ହେଉଛି କର୍କଟ ନାମ ହେଉଛି ହି ।

୮/୪ ପୁଷ୍ୟା ନକ୍ଷତ୍ର ରାଶି ହେଉଛି କର୍କଟ ନାମ ହେଉଛି ହୁ,ହେ,ହୋ,ଡ଼

୯/୪ ଅଶ୍ଲେଷ ନକ୍ଷତ୍ର ରାଶି ହେଉଛି କର୍କଟ ନାମ ହେଉଛି ଡି, ଡୁ, ଡୋ,ଡେ

୧୦/୫ ମଘା ନକ୍ଷତ୍ର ସିଂହ ରାଶି ନାମ ହେଉଛି ମ,ମି,ମୁ,ମେ

୧୧/୫ ପୂର୍ବ ଫାଲ୍ଗୁନି ନକ୍ଷତ୍ର ରାଶି ହେଉଛି ସିଂହ ନାମ ହେଉଛି ମୋ,ଟ,ଟି,ଟୁ

୧୨/୫ ଉତ୍ତର ଫାଲ୍ଗୁନି ନକ୍ଷତ୍ର ସିଂହ ରାଶି ନାମ ହେଉଛି ଟେ ।

୧୨/୬ ଉତ୍ତର ଫାଲ୍ଗୁନି ନକ୍ଷତ୍ର ରାଶି ହେଉଛି କନ୍ୟା ନାମ ହେଉଛି ଟୋ, ପ,ପା

୧୩/୬ ହସ୍ତା ନକ୍ଷତ୍ର ରାଶି ହେଉଛି କନ୍ୟା ନାମ ହେଉଛି ପି,ପୁ,ଣ, ଠ

୧୪/୬ ଚିତ୍ର ନକ୍ଷତ୍ର ରାଶି ହେଉଛି କନ୍ୟା ନାମ ହେଉଛି ପେ,ପୋ

୧୪/୭ ଚିତ୍ରା ନକ୍ଷତ୍ର ରାଶି ହେଉଛି ତୁଳା ନାମ ହେଉଛି ର,ରି

୧୫/୭ ସ୍ୱାତି ନକ୍ଷତ୍ର ରାଶି ହେଉଛି ତୁଳା ନାମ ହେଉଛି ରୁ,ରୋ,ରେ,ତ

୧୬/୭ ବିଶାଖା ନକ୍ଷତ୍ର ରାଶି ହେଉଛି ତୁଳା ନାମ ହେଉଛି ତି,ତୁ,ତେ

୧୬/୮ ବିଶାଖା ନକ୍ଷତ୍ର ରାଶି ହେଉଛି ବିଛା ନାମ ହେଉଛି ତୋ ।

୧୭/୮ ଅନୁରାଧା ନକ୍ଷତ୍ର ରାଶି ହେଉଛି ବିଛା ନାମ ହେଉଛି ନ,ନି,ନୁ, ନେ ।

୧୮/୮ ଜ୍ୟୋଷ୍ଠ ନକ୍ଷତ୍ର ରାଶି ହେଉଛି ବିଛା ନାମ ହେଉଛି ନୋ, ଯ,ଯି,ଯୁ ।

୧୯/୯ ମୂଳା ନକ୍ଷତ୍ର ରାଶି ହେଉଛି ଧନୁ ନାମ ହେଉଛି ଯେ,ଯ, ଭି,ଭ ।

୨୦/୯ ପୁ. ଷାଢ଼ା ନକ୍ଷତ୍ର ରାଶି ହେଉଛି ଧନୁ ନାମ ହେଉଛି ଭୁ, ଧ

୨୧/୯ ଉ. ଷାଢ଼ା ନକ୍ଷତ୍ର ରାଶି ଧନୁ ନାମ ଭେ ।

୨୧/୧୦ ଉ.ଷାଢ଼ା ନକ୍ଷତ୍ର ରାଶି ମକର ନାମ ଭୋ,ଜ,ଜି

୨୧/୧୦ ଶ୍ରବନା ନକ୍ଷତ୍ର ରାଶି ମକର ନାମ ଜୁ,ଜେ, ଜୋ,ଖ,ଖୀ

୨୩/୧୦ ଧ୍ୱନିଷ୍ଠା ନକ୍ଷତ୍ର ରାଶି ହେଉଛି ମକର ନାମ ହେଉଛି ଗ,ଗି

୨୩/୧୧ ଧ୍ୱନିଷ୍ଠା ନକ୍ଷତ୍ର ରାଶି ହେଉଛି କୁମ୍ଭ ନାମ ହେଉଛି ଗୁ,ଗେ

୨୪/୧୧ ଶତଭିଶା ନକ୍ଷତ୍ର ରାଶି ହେଉଛି କୁମ୍ଭ ନାମ ହେଉଛି ଗୋ,ସ,ସି

୨୫/୧୧ ପୁ. ଭାଦ୍ର ନକ୍ଷତ୍ର ରାଶି ହେଉଛି କୁମ୍ଭ ନାମ ହେଉଛି ସେ,ସୋ,ଦ

୨୫/୧୨ ପୁ. ଭାଦ୍ର ନକ୍ଷତ୍ର ରାଶି ହେଉଛି ମୀନ ନାମ ଦି

୨୬/୧୨ ଉ. ଭାଦ୍ର ନକ୍ଷତ୍ର ରାଶି ହେଉଛି ମୀନ ନାମ ହେଉଛି ଦୁ,ଝ,ଅ

୨୭/୧୨ ରେବତୀ ନକ୍ଷତ୍ର ରାଶି ହେଉଛି ମୀନ ନାମ ହେଉଛି ଦେ, ଦୋ,ଚ, ଚି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *