ଗୋଟିଏ ଟେବଲ ଉପରେ ଗୋଟିଏ ପ୍ଳେଟରେ 4 ଟି ସେଓ ଅଛି, କିନ୍ତୁ ଖାଇବାକୁ 5 ଜଣ ଅଛନ୍ତି, ତେବେ ସେଓକୁ ନ କାଟି କେମିତି ଖାଇବେ ??

ନମସ୍କାର। ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଣିଛୁ ।ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତ ବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ। ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ।

ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବ ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ । ଏହି ପ୍ରଶ୍ନ ଏବଂ ଉତ୍ତର ଆପଣ ମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଓ ଭବିଷ୍ୟତ ରେ ନିଶ୍ଚୟ ଏହା ଆପଣ ଙ୍କୁ ସାହାଯ୍ୟ କରିବ। କିଛି ଟା ଜ୍ଞାନର ସୀମା ଆପଣଙ୍କର ମଧ୍ୟ ବଢିବ ଏହା ମାଧ୍ୟମରେ। ତେବେ ଆସନ୍ତୁ ଜାଣିବା କ୍ରମାଗତ ଭାବେ ସେହି ପ୍ରଶ୍ନ ଏବଂ ଉତ୍ତର ଗୁଡ଼ିକ।

(୧)କେଉଁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ ପାରେ?

ଉତ୍ତର: ସମସ୍ତ ପଶୁ (କାରଣ ଗଛ ଆଦୌ ଡେଇଁ ପାରେ ନାହିଁ )

(୨)ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ବଡ଼ ନୁହେଁ ମୁଁ କିଏ?

ଉତ୍ତର: ପର୍ବତ ଉପରେ ଥିବା ଘାସ (କାରଣ ଘାସ ପର୍ବତ ଉପରେ ରହୁଛି ଏବଂ ଗଛ ପର୍ବତ ତଳେ)

(୩)ବିଶ୍ଵ ସଂସ୍କୃତି ଦିବସ 2020 ରେ କେଉଁ ତାରିଖ ରେ ପାଳନ କରାଯାଇଥିଲା ?

ଉତ୍ତର: August 3

(୪) ସେଇଟା କଣ ଯେଉଁଥିରେ ଛେପ ଲଗେଇ କି ସିଧା କରନ୍ତି ଏବଂ କଣା ରେ ପୁରାନ୍ତି ?

ଉତ୍ତର: ସୂତାରେ ଛେପ ଲାଗେଇକି ଛୁଞ୍ଚି ରେ ପୁରାନ୍ତି

(୫)ଚାଇନା ର ଲୋକମାନେ କାହିଁକି ପାକିସ୍ତାନ ର ଲୋକମାନ ଙ୍କ ଠାରୁ ଅଧିକ ଖାଆନ୍ତି ?

ଉତ୍ତର: ଚାଇନା ର ଲୋକ ସଂଖ୍ୟା ଅଧିକ ଥିବାରୁ ।

(୬) ଗୋଟିଏ ଟେବଲ ଉପରେ ଗୋଟିଏ ପ୍ଳେଟରେ 4 ଟି ସେଓ ଅଛି, କିନ୍ତୁ ଖାଇବାକୁ 5 ଜଣ ଅଛନ୍ତି, ତେବେ ସେଓକୁ ନ କାଟି କେମିତି ଖାଇବେ ??

ଉତ୍ତର – କାରଣ ଗୋଟିଏ ସେଓ ଟେବଲ ଉପରେ ଓ 4 ଟି ପ୍ଳେଟ ରେ ଅଛି ତେବେ ସେମାନେ ତାହାକୁ ବିନା କାଟି ଖାଇ ପାରିବେ ।

ଆଶା କରୁଛି ଯେ ଉପରୋକ୍ତ ପ୍ରଶ୍ନ ଆଉ ଉତ୍ତର ଗୁଡିକ ମାଧ୍ୟମରେ କିଛିଟା ଜ୍ଞାନ ର ସୀମା ଆପଣଙ୍କର ବଢିଲା ମଧ୍ୟ । ଏହି ପ୍ରଶ୍ନ ଏବଂ ଉତ୍ତର ଆପଣ ଙ୍କୁ ଆଗାମୀ ଭବିଷ୍ୟତରେ ନିଶ୍ଚୟ ସାହାଯ୍ୟ ଏବଂ ସାହଯ୍ୟ କରିବା ସଙ୍ଗେ ସଙ୍ଗେ ଲାଭଦାୟକ ମଧ୍ୟ ହେବ। ଏମିତି ଜ୍ଞାନ ବର୍ଦ୍ଧକ ପୋସ୍ଟ ଆଗକୁ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ।

Leave a Reply

Your email address will not be published. Required fields are marked *