ପିଏମ ମୋଦି ସୁଶାନ୍ତଙ୍କ ପାଇଁ ଯାହା କହିଲେ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ

ସୁଶାନ୍ତ ସିଂହ ରାଜପୁତଙ୍କ ସମସ୍ତ ଫିଲ୍ମ ଲୋକପ୍ରିୟତା ହାସଲ କରିଛି । ସୁଶାନ୍ତ ବହୁତ ବଡ ବଡ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥିଲେ । ସୁଶାନ୍ତ ସିଂହ ରାଜପୁତ ପ୍ରଥମେ ଫିଲ୍ମ ଲାଇନର ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପେ କାମ କରିଥିଲେ, ଏହା ପରେ ହିନ୍ଦୀ ଟେଲିଭିଜନରେ ଓ ଶେଷରେ ସେ ନିଜର ଲକ୍ଷକୁ ହାସଲ କରିଥିଲେ । ବଲିଉଡରେ ସଫଳତା ପାଇଥିଲେ । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି ।

ସୁଶାନ୍ତ ବହୁତ ସୁପର ହିଟ ଫିଲ୍ମ ମଧ୍ୟ ବଲିଉଡକୁ ଦେଇଛନ୍ତି । ନିଜ ସ୍ଵପ୍ନକୁ ସାକାର କରି ମଧ୍ୟ ଏହି ଅଭିନେତା ଜଣକ ଜୀବନ ସଂଘର୍ଷରେ ହାରିଯାଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ୧୪ ଜୁନ ୨୦୨୦ରେ ହୋଇଥିଲା । ବନ୍ଧୁଗଣ ଏହି ଖବର ଶୁଣି ସମସ୍ତ ଭାରତ ବାସି ବହୁତ ଦୁଃଖ ଅନୁଭବ କରିଥିଲେ ।


ଏହା ପରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ବହୁତ ଫଟୋ ଓ ଭିଡିଓକୁ ଭାଇରାଲ କରିଥିଲେ । ସୁଶାନ୍ତଙ୍କ କେସ ରେ ବହୁତ ବଡ ବଡ ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିଛି । ବନ୍ଧୁଗଣ ସୁଶାନ୍ତଙ୍କ କେସରେ ଏମିତି ଏକ ଖବର ଆସିଛି, ଯାହା ବିଷୟରେ ଆପଣ ଜାଣିଲେ ଆପଣ ନିଶ୍ଚୟ ଖୁସି ହୋଇଯିବେ । ତାହା ହେଉଛି ମୋଦି ସରକାର ସୁଶାନ୍ତଙ୍କ ଯୋଗଦାନ ପାଇଁ ସୁଶାନ୍ତଙ୍କୁ ସମ୍ମାନିତ କରିବା ପାଇଁ ଚାହୁଁଛନ୍ତି ।

ଖବର ଅନୁସାରେ ଜଣା ପଡିଛି ସୁଶାନ୍ତ ସିଂହ ରାଜପୁତକୁ ମୋଦି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିବେ । କାରଣ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ହେବା ପରେ ପୁରା ଦେଶରେ ଶୋକର ମାହୋଲ ରହିଛି । ଏହା ସହିତ ବହୁତ ସୁପର ହିଟ ଫିଲ୍ମ କରି ମଧ୍ୟ ସୁଶାନ୍ତଙ୍କୁ କୌଣସି ପୁରସ୍କାର ଦିଆ ଯାଇ ନାହିଁ । ରିପୋର୍ଟ ଅନୁସାରେ ଜଣା ପଡିଛି

ସୁଶାନ୍ତଙ୍କ ମାମଲା ସଂପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ହଲେଇ ଦେଇଛି । ସୁଶାନ୍ତଙ୍କୁ ବର୍ତ୍ତମାନ ବହୁତ ସମ୍ମାନ କରା ଯାଇଛି ଯାହାକି ତାଙ୍କ ରିଅଲ ଲାଇଫରେ କରା ଯାଇନଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଉପରେ ସରକାର ଏକ ଅଲଗା ପର୍ବ କରିବାକୁ ଯାଉଛି । ଏହା ସହିତ ସୁଶାନ୍ତଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯିବାର ଜଣା ପଡିଛି ।

ଭାରତ ସରକାର ସୁଶାନ୍ତଙ୍କ ପାଇଁ ଏତିକି ଭାବି ଥିବାରୁ ଲୋକମାନେ ମୋଦିଙ୍କୁ ବହୁତ ଧନ୍ଯବାଦ ଜଣାଇଛନ୍ତି । ବନ୍ଧୁଗଣ ଏହି ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି । ସବୁ ଲୋକ ଏହି ଖବର ବିଷୟରେ ଜାଣି ବହୁତ ଖୁସି ହୋଇଛନ୍ତି । ଯଦି ଆପଣଙ୍କୁ ଏହି ଖବର ଟି ଭଲ ଲାଗେ ତେବେ ଏହାକୁ ନିଶ୍ଚୟ ଶେୟାର କରିବେ ଓ ଏ ବିଷୟରେ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *