10 Interesting Gk Questions- ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ହଲିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକ୍ ଟିକ୍ କରେ କିନ୍ତୁ ଘଡି ନୁହେଁ । ତାହା କଣ ?

ଉତ୍ତର- ଟାଇପିଙ୍ଗ ମେସିନ ହଲିଥାଏ କିନ୍ତୁ ଗଛ ନୁହେଁ ଚାଲିଥାଏ କିନ୍ତୁ ଗାଡି ନୁହେଁ ଟିକ୍ ଟିକ୍ କରେ କିନ୍ତୁ ଘଡି ନୁହେଁ ।

୨. ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଉତ୍ତର- ବଳଦ ଗାଡି ଆଗରେ ଦୁଇଟି ବଳଦ ରହୁଛନ୍ତି ଯାହା ଭଗବାନ ଗଢିଛନ୍ତି ଆଉ ପଛରେ ଶଗଡ ରହୁଛି ଯାହା ମଣିଷ ଗଢିଛି ।

୩. ବଣରୁ ଆସିଲା କୁତି ଖାଇବାରେ ଦେଲା ମୁତି, ଏହାର ଉତ୍ତର କଣ ?

ଉତ୍ତର- ଲେମ୍ବୁ ବଣରୁ ଆସିଥାଏ ଓ ଖାଦ୍ଯରେ ରସ ପକାଇ ଥାଉ ।

୪. ତାହା କଣ ଯାହା ଆପଣଙ୍କର କିନ୍ତୁ ଆପଣଙ୍କ ଠାରୁ ଅଧିକ ଅନ୍ୟ ଲୋକ ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ ଅନ୍ୟ ଲୋକମାନେ ଅଧିକ ବ୍ୟବହାର କରନ୍ତି ହେଲେ ଆପଣ ନିଜେ ନିଜ ନାମକୁ କମ ବ୍ୟବହାର କରନ୍ତି ।

୫. ଦିନରେ କାମ ନ କରି ମଧ୍ୟ ସେ ମଜୁରି ପାଏ ସେ କିଏ ?

ଉତ୍ତର- ରାତ୍ର ଜଗୁଆଳି ରାତିରେ କାମ କରେ ଦିନରେ ସୋଇଥାଏ ।

୬. କାଟିଲେ ରକ୍ତ ନାହିଁ, କୁଟିଲେ ହାଡ ବି ନାହିଁ । କି ଜୀବ ସେ କହିଲ ଭାଇ ?

ଉତ୍ତର- ଚିଙ୍ଗୁଡିର ରକ୍ତ ନାହିଁ କି ହାଡ ନାହିଁ ।

୭. IAS ଇଣ୍ଟର୍ବ୍ୟୁରେ କୁହାଗଲା ଆପଣ ଏମିତି କିଛି କରନ୍ତୁ ଯାହାଦ୍ୱାରା ଆମେ ସମସ୍ତେ ତୁରନ୍ତ ଛିଡା ହେଇଯିବୁ, ଆପଣ କଣ କରିବେ ?

ଉତ୍ତର- ଆପଣ ଆମ ଦେଶର ଜାତୀୟ ଗୀତ ଗାଇବେ ।

୮. IAS ଇଣ୍ଟର୍ବ୍ୟୁରେ କୁହାଗଲା ଯେ ଏକ ବ୍ଲାକ ବୋର୍ଡରେ କିଛି ଲେଖନ୍ତୁ ତେବେ ଆପଣ କଣ ଲେଖିବେ ?

ଉତ୍ତର- ଆପଣ ‘କିଛି’ ବୋଲି ଲେଖିବେ ।

୯. OTTFFର ପରବର୍ତ୍ତୀଟି ଅକ୍ଷରଟି କଣ ?

ଉତ୍ତର- S ହେବ ଏହାର ଉତ୍ତର ହେବ । oରେ one ରେ two ଓ Fରେ four ହେବ ତେଣୁ sରେ six ହେବ ।

୧୦. ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?

ଉତ୍ତର – Chewing Dog

୧୧. ମୋବାଇଲ ପ୍ୟାଡରେ ଥିବା ସମସ୍ତ ନମ୍ବର ଗୁଣନ କଲେ ଗୁଣଫଳ କେତେ ହେବ ?

ଉତ୍ତର- ଶୁନ ହେବ କାରଣ ଆପଣଙ୍କ ମୋବାଇଲ ପ୍ୟାଡରେ ସବୁ ଅଙ୍କ ସହ ଶୁନ ବି ରହିବ ତେବେ ସବୁ ଅଙ୍କ ସହ ଯଦି ଶୁନକୁ ଗୁଣନ କରାଯିବ ଉତ୍ତର ଶୁନ ହେବ ।

Leave a Reply

Your email address will not be published. Required fields are marked *