ରାତି ଅଧରେ ଭୟଙ୍କର ଚନ୍ଦ୍ରନାଗ କରିଲା ତାଣ୍ଡବ, ଗାଈର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁରା ପରିବାରର ଜୀବନ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମିର୍ଜା ଆରିଫଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ମିର୍ଜା ହେଉଛନ୍ତି ଆମ ଓଡିଶାର ଜଣେ ପ୍ରକ୍ଷାତ ସାପ ଧରାଳି । ଯଦି କୌଣସି ସ୍ଥାନରେ ସାପ ବାହାରେ ତା ହେଲେ ଲୋକମାନେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି ଓ ମିର୍ଜା ସେହି ସ୍ଥାନରେ ତୁରନ୍ତ ପହଞ୍ଚି ସାପକୁ ଉଧାର କରନ୍ତି । ସାପଟିକୁ ଉଧାର କରିବା ପରେ ମିର୍ଜା ସେହି ସାପକୁ ଜଙ୍ଗଲରେ ଛାଡନ୍ତି । ମିର୍ଜା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି ।

ବନ୍ଧୁଗଣ ଏହି ଭିଡିଓରେ ମିର୍ଜା ଏକ କ୍ରୋଧୀ ଚନ୍ଦ୍ରନାଗକୁ ଧରୁଛନ୍ତି । ବନ୍ଧୁଗଣ ଭଦ୍ରକ ଜିଲ୍ଲାର ଏକ ଗାଁ ଭିତରେ ଜଣଙ୍କ ଘରେ ଏକ ଚନ୍ଦ୍ରନାଗ ସାପ ତାଣ୍ଡବ କରିଛି । ସାପଟି ଘର ଭିତରେ ଲୁଚି ରହିଥିଲା ଯେତେବେଳେ ପରିବାର ଲୋକଙ୍କୁ ସାପ ବିଷୟରେ ଜଣା ପଡିଲା ସେତେବେଳେ ସେମାନେ ତୁରନ୍ତ ମିର୍ଜାଙ୍କୁ ଡକାଇ ଥିଲେ । ମିର୍ଜା ଯିବା ପରେ ସାପଟିକୁ ଉଧାର କରିଥିଲେ ହେଲେ ଉଧାର ସମୟରେ ସାପର ଭୟଙ୍କର ଗର୍ଜନ ଶୁଣିବାକୁ ମିଳିଥିଲା ।

ମିର୍ଜାଙ୍କୁ ଚନ୍ଦ୍ରନାଗ ସାପଟି ଅନେକ ଥର ଚୋଟ ମାରିବା ପାଇଁ ଚେଷ୍ଟା କରିଥିଲା ହେଲେ ମିର୍ଜା ଅତି ସାବଧାନତାର ସହ ସାପଟିକୁ ଉଦ୍ଧାର କରିଛନ୍ତି । ଚନ୍ଦ୍ରନାଗର ଭୟଙ୍କର ଗର୍ଜନ ଶୁଣି ଗାଁ ଲୋକ ମାନେ ଚକିତ ହୋଇଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *