Odia Gk: କଦଳୀ ସହ କଣ ଖାଇଲେ ମଣିଷ ମରିବାର ସମ୍ଭାବନା ଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ସମାଜରେ ବସବାସ କରୁଥିବାରୁ ସେମାନଙ୍କୁ ସାମାଜିକ ପ୍ରାଣୀ କୁହାଯାଇଥାଏ । ତେବେ ଏହି ସମାଜରେ ମନୁଷ୍ୟ ରହିବା ସମୟରେ ସେ ଅନେକ କିଛି ସମ୍ପର୍ଷରେ ଆସିଥାଏ । ପ୍ରତ୍ଯେକଟି ସମୟରେ ଆମକୁ କିଛି ନା କିଛି ଶିକ୍ଷଣୀୟ କଥା ଶିଖିବାକୁ ମିଳିଥାଏ । ତେବେ ସେହି ସବୁ ଅନେକ ଛୋଟ ବଡ କଥାକୁ ଅନୁଧ୍ୟାନ କରି ବ୍ୟକ୍ତି ଚାହିଁଲେ ବହୁତ କିଛି ଜ୍ଞାନ ପାଇପାରିବ । ତେବେ ଚାଲନ୍ତୁ ସେହିପରି କିଛି ଶିକ୍ଷଣୀୟ ତଥା ଜ୍ଞାନପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିନେବା ।

୧;- କେଉଁ ଦେଶରେ କୁକୁରକୁ ପୂଜା କରାଯାଇଥାଏ ?

ଉତ୍ତର;-ନେପାଳ ଦେଶରେ କୁକୁରକୁ ମଧ୍ୟ କରାଯାଇଥାଏ । ଏହା ଏକ ବିଧି ରହିଥାଏ ।

୨; -କେଉଁ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇଥାଏ ?

ଉତ୍ତର;-କ୍ଷୀର ରଙ୍ଗ ସାଧାରଣତଃ ଧଳା । ହେଲେ ହିପୋ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇଥାଏ ।

୩;- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ?

ଉତ୍ତର;-ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ରାଜ୍ୟ ।

୪;- କେଉଁ ରାଜ୍ୟରେ ଝାନ୍ସି ନଗର ରହିଛି ?

ଉତ୍ତର;-ଉତ୍ତର ପ୍ରଦେଶ ରାଜ୍ୟରେ ଝାନ୍ସି ନଗର ନାମକ ଏକ ସ୍ଥାନ ରହିଛି ।

୫;- ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି ?

ଉତ୍ତର;-ପାରାକୁ ଶାନ୍ତିର ପ୍ରତୀକ ରୂପେ ବିବେଚନା କରାଯାଇଥାଏ ।

୬;- ଭାରତ ରତ୍ନ କାହା ଦ୍ଵାରା ପ୍ରଦାନ କରାଯାଏ ?

ଉତ୍ତର;-ରାଷ୍ଟ୍ରପତିଙ୍କ ଦ୍ଵାରା ଭାରତରତ୍ନ ପ୍ରଦାନ କରାଯାଇଥାଏ ।

୭;- କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;-ନୀଲକୁରଞ୍ଜୀ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ।

୮ ;- ସୂର୍ଯ୍ୟକିରଣରୁ କେଉଁ ପ୍ରକାର ଭିଟାମିନ ଆମ ଶରୀରକୁ ମିଳିଥାଏ ?

ଉତ୍ତର;-ଭିଟାମିନ D ସୂର୍ଯ୍ୟକିରଣରୁ ଆମ ଶରୀରକୁ ମିଳିଥାଏ ।

୯;- କଦଳୀ ସହିତ କଣ ଖାଇଲେ, ମଣିଷର ମୃ-ତ୍ୟୁ ହୋଇପାରେ ?

ଉତ୍ତର;-କଦଳୀ ସହ ଅଣ୍ଡା ମିଶାଇ ଖାଇଲେ ମଣିଷର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ୨ ଜିନିଷକୁ ଏକା ସାଙ୍ଗରେ ଖାଇବା ଅନୁଚିତ ।

୧୦;-ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ରହିଛି ?

ଉତ୍ତର;-ଭାରତରେ ବର୍ତ୍ତମାନ ସମୟରେ ୩୦ ଟି ରାଜ୍ୟ ରହିଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକରୁ ଅଧିକ ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *