Tandra Ray ଙ୍କୁ ଦେଖି କାହିଁକି ଏମିତି ଭୋ-ଭୋ ହେଇ କାନ୍ଦି ପକାଇଲେ ବୁଦ୍ଧାଦିତ୍ୟ ମହାନ୍ତି ? କଣ କହିଲେ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡେଲିଭରୀ ବୟ ଫିଲ୍ମ ଦେଖିବା ପାଇଁ ଦୀର୍ଘ ୧୦ ପରେ ହଲ୍ କୁ ଆସିଲେ ଅଭିନେତ୍ରୀ ତନ୍ଦ୍ରା ରାୟ ! ତେବେ ଓଡିଆ କାହାଣୀ ଭିତ୍ତିକ ଡେଲିଭରୀ ପିଲା ମାନଙ୍କ କାହାଣୀକୁ ନେଇ ଫିଲ୍ମ ଯାହାର ନାମ ହେଉଛି ଡେଲିଭରୀ ବୟ । ଯେଉଁଥିରେ ଷ୍ଟାରର ଶୈଳେନ୍ଦ୍ର, ବୁଦ୍ଧାଦିତ୍ୟ, ଅଭିନେତ୍ରୀ ସୂର୍ଯ୍ୟମୟୀ, ପ୍ରିୟମ୍ବଦାଙ୍କୁ ଏହି ଫିଲ୍ମରେ ମୁଖ୍ୟ ଭୂମିକା ଦେଖିବାକୁ ମିଳିଛନ୍ତି । ତେବେ ଫିଲ୍ମ ଡେଲିଭରୀ ବୟକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ପୂର୍ଣ୍ଣ ମାତ୍ରାରେ ଭିଡ ଦେଖିବାକୁ ମିଳିଛି ।

ଡେଲିଭରୀ ବୟ ଫିଲ୍ମ ଏକ ଇତିହାସ ଏପରି ଭାବରେ ରଚିଚାଲିଛି । ଯେ ବାଧ୍ୟ ହୋଇ ଫିଲ୍ମକୁ ହଲ୍ ରେ ବସି ଦେଖିବା ପାଇଁ ଦୀର୍ଘ ୧୦ ରୁ ୧୧ ବର୍ଷ ପରେ ସ୍ଵର୍ଗତ କଳାକାର ବିଜୟ ମହାନ୍ତିଙ୍କ ଧର୍ମପତ୍ନୀ ଅଭିନେତ୍ରୀ ତନ୍ଦ୍ରା ରାୟ ଆସିଥିଲେ । ଯାହାଙ୍କୁ ଦେଖି ଅଭିନେତା ବୁଦ୍ଧାଦିତ୍ୟ ମଧ୍ୟ ବହୁତ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ତେବେ ଅଭିନେତ୍ରୀ ତନ୍ଦ୍ରା ରାୟଙ୍କ ଫିଲ୍ମ ଡେଲିଭରୀ ବୟ ଉପରେ ଏପରି କିଛି ନିଜସ୍ଵ ପ୍ରତିକ୍ରିୟା ରଖି କହିଛନ୍ତି ।

ଯେ ଡେଲିଭରୀ ଫିଲ୍ମଟି ବହୁତ ହିଁ ଭଲ ହୋଇଛି । ଯେଉଁଥି ପାଇଁ ଯିଏ ଫିଲ୍ମ ଦେଖିଛି, ସିଏ ଫିଲ୍ମର ବହୁତ ପ୍ରଶଂସା କରୁଛନ୍ତି । ତେଣୁ ମୁଁ ଫିଲ୍ମକୁ ନେଇ ଏତେ ଭଲ ଶୁଣିବା ପରେ ଏତେ ବର୍ଷ ପରେ ହଲ୍ କୁ ଆସି ଡେଲିଭରୀ ବୟ ଫିଲ୍ମ ଟି ଦେଖିଲି । ଫିଲ୍ମରେ ସମସ୍ତ କଳାକାର ନିଜ ନିଜ ଭୂମିକା ଅନୁଯାଇ ବହୁତ ଭଲ ଅଭିନୟ କରିଛନ୍ତି । ସମସ୍ତ ଅଭିନୟକୁ ପୁରା ଜୀବନ୍ତ କରି କଳାକାର ମାନେ ଅଭିନୟ କରିଛନ୍ତି ।

ତେଣୁ ଆପଣ ମାନେ ମଧ୍ୟ ଥରେ ନିହାତି ଭାବରେ ପ୍ରେକ୍ଷାଲୟକୁ ଆସି ଡେଲିଭରୀ ବୟ ଫିଲ୍ମକୁ ଦେଖନ୍ତୁ । ଏହା ସହ ଓଡିଆ ଫିଲ୍ମ ଏହିପରି ଆଗକୁ ଆଗ ଭଲ ଭଲ ଫିଲ୍ମ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ବୋଲି ଅଭିନେତ୍ରୀ ତନ୍ଦ୍ରା ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।  ତେବେ ଆମେ ମଧ୍ୟ ଆଶା କରିବୁ ।

ହଲକୁ ଆସି ଡେଲିଭରୀ ଫିଲ୍ମ ଦେଖିବା ସହ ଫିଲ୍ମକୁ ବହୁ ମାତ୍ରାରେ ଭଲ ପାଇବା ଦିଅନ୍ତୁ । ଫିଲ୍ମ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଅଧିକ ଲାଟେଷ୍ଟ ଇନଫରମେସନ ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ତେଣୁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *