ଓଡିଆ ଜୋକ୍ସ: ଦୁଇ ସାଙ୍ଗ ପରସ୍ପର ମଧ୍ୟରେ ନିଜ ସ୍ବାମୀଙ୍କ ବିଷୟରେ କଥା ହେଉଥିଲେ ପ୍ରଥମ ସାଙ୍ଗ- ୟାର, ମୋ ସ୍ଵାମୀ ମତେ ସାରା ରାତି ଶୁଏଇ ଦିଅନ୍ତି ନାହିଁ…

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

୧. ସ୍ତ୍ରୀ – ବିବାହ ପୂର୍ବରୁ ତୁମେ ମୋତେ ହୋଟେଲ, ସିନେମା

ଓ ପାର୍କ ଇତ୍ୟାଦି ନେଇ ଯାଉ ଥିଲ ।

ବିବାହ ପରେ ତ ଘରୁ ବାହାରକୁ ବି ଯାଇ ପାରୁ ନାହିଁ ।

ସ୍ଵାମୀ – କଣ ତୁମେ କେବେ କାହାକୁ ଦେଖିଛ

ନିର୍ବାଚନ ପରେ ପ୍ରଚାର କରୁଥିବାର…….

୨. ଜେଜେବାପା : ପୁଅ ଘରୁ ମୋର ଦାନ୍ତ ଆଣିଲୁ

ନାତି : କିନ୍ତୁ ରୁଟି ହୋଇ ନାହିଁ

ଜେଜେବାପା : ଆରେ ରୁଟିକୁ ଛାଡ

ସାମ୍ନାରେ ଗୋଟିଏ ବୁଢୀ ସ୍ମାଇଲ ଦେଉଛି….

୩. ସ୍ତ୍ରୀ – କିଛି ବର୍ଷ ପୂର୍ବେ ମୋର ଫିଗର ପେପ୍ସି ବୋତଲ ଭଳି ଥିଲା

ସ୍ଵାମୀ – ସେ ତ ତୁମର ବର୍ତ୍ତମାନ ବି ଅଛି

ସ୍ତ୍ରୀ – ସତରେ

ସ୍ଵାମୀ – ହଁ ବୋତଲ ୩୦୦ml ଥିଲା । ବର୍ତ୍ତମାନ ୨ ଲିଟର ହୋଇ ଯାଇଛି ।

୪. ଦୁଇ ଜଣ ଅନ୍ଧ ନିଜ ଭିତରେ ଝଗଡା କରୁଥିଲେ

ମୁଁ ଜୋରରେ ଚିତ୍କାର କରି କହିଲି

ଛୁରି ଧରିଥିବା ଲୋକ ଜିତିବ

ଦୁଇ ଜଣ ଝଗଡା ଛାଡି ଚାଲି ଗଲେ

୫. ଆଜିକାଲି ଜମାନାରେ ସବୁଠୁ ଅଧିକ ଚାଲାଖ ସେହି ବ୍ୟକ୍ତି ଅଟେ

ଯିଏ ହୋଟେଲ ବିଲ ଦେବା ସମୟରେ ହାତ ଧୋଇବାକୁ ଚାଲିଯାଏ

ଏହା ପରେ ଆସି କୁହେ

ଆରେ ରହ ମୁଁ ଦେଇ ଦଉଛି

୬. ଦୁଇ ସାଙ୍ଗ ପରସ୍ପର ମଧ୍ୟରେ ନିଜ ସ୍ବାମୀଙ୍କ ବିଷୟରେ କଥା ହେଉଥିଲେ

ପ୍ରଥମ ସାଙ୍ଗ- ୟାର, ମୋ ସ୍ଵାମୀ ମତେ ସାରା ରାତି ଶୁଏଇ ଦିଅନ୍ତି ନାହିଁ…

ଦ୍ଵିତୀୟ ସାଙ୍ଗ- କାହିଁକି ???

ପ୍ରଥମ ସାଙ୍ଗ- କାହିଁକି ନା ସେ ସାରା ରାତି ମତେ ହଇରାଣ କରିଥାନ୍ତି

ବେମାର ଅଛନ୍ତି ନା ସେଥିପାଇଁ

ଦ୍ଵିତୀୟ ସାଙ୍ଗ- ତ ତୁ ଗୋଟେ ନର୍ସ ରଖିଦେ

ପ୍ରଥମ ସାଙ୍ଗ- ନର୍ସ ରଖିଛି, ସେଥିପାଇଁ ତ ମତେ ସାରା ରାତି ଜଗିବାକୁ ପଡୁଛି

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *