ଓଡିଆ ଜୋକ୍ସ : ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା, ଯୁବକ ସ୍ତ୍ରୀ କୁ ପଚାରିଲା ଏ ତୋର ୩ ମାସରେ ପିଲା କେମିତି ହେଇଗଲା…

ବନ୍ଧୁଗଣ ବର୍ତ୍ତମାନର ଜୀବନରେ ପ୍ରାୟତଃ ସମସ୍ତ ମଣିଷ ଟେନସନରେ ରହୁଛନ୍ତି । ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନଙ୍କ ମାଇଣ୍ଡ ଫ୍ରେଶ ହେଇଯିବ । ଏହି ଓଡିଆ ଜୋକ୍ସକୁ ପଢି ଆପଣମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ପ୍ରିୟା – ପ୍ରଥମେ କୁହ ତୁମେ ମୋ ପାଇଁ କଣ କରି ପାରିବ ?

ପରେ “Kiss” ଦେବି

ରାହୁଲ – ମୁଁ ତୁମ ପାଇଁ ଆକାଉଣ୍ଟେନ୍ସି ର ପେପର ହ୍ଵାଟ୍ସଆପ କରି ପାରିବି

ପ୍ରିୟା – Aww ମୋ ବେବି !

ଏଠାକୁ ଆସ, ମୁ ତୁମକୁ ଖୁବ ସାରା ପ୍ରେମ କରିବି !

୨. ରୋଗୀ – ଡକ୍ଟର ସାର ମୋ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ ଆପଣ ମୋ ଫ୍ରି ଚିକିତ୍ସା କରି ପାରିବେ ? ତେବେ ବଧେ ମୁଁ କେବେ ଆପଣଙ୍କ କାମରେ ଆସି ପାରିବି ।

ଡକ୍ଟର – ତମେ କଣ କାମ କର ??

ରୋଗୀ – କବ୍ର ଖୋଦିବା କାମ

୩. ମହିଳାମାନେ ବି ଅଜବ ହୋଇଥାନ୍ତି ।

ଦେବଦାସରେ ଶାହରୁଖ ଖାନ ଏମାନଙ୍କୁ ‘ରୋମାଣ୍ଟିକ’ ଲାଗିଥାଏ ।

କିନ୍ତୁ ନିଜ ସ୍ଵାମୀ ମଦ ପିଇଲେ ‘ମଦୁଆ’ ଲାଗେ ।

୪. ପତ୍ନୀ :- ଶୁଣ, ମୁଁ ନୂଆ ଡିଟରଜେଣ୍ଟରେ ମୋର ଡ୍ରେସ ଧୋଇଲା ପରେ ସେଇଟା ଛୋଟ ହୋଇଗଲା । ଏବେ କଣ କରିବି

ପତି :- ସେଇ ଡିଟରଜେଣ୍ଟରେ ଗାଧୋଇପଡ, ଫିଟ ଆସିବ ।

ରାମ ଧନୁ ଭାଙ୍ଗିଥିଲେ ସୀତା ଭଲପାଇ ଆସିଥିଲେ, କୃଷ୍ଣ ବଇଁଶି ବଜେଇଲେ ରାଧା ଦଉଡି ଆସନ୍ତି

ମୁଁ ତ ଖାଲି ସିଟି ମାରିଲି, ସେ ପଗଲୀ ତା ବାପାଙ୍କୁ ଡାକି ଆଣିଲା ।

୫. ଜଣେ ଯୁବକ ସିଗାରେଟ ପ୍ୟାକେଟ କିଣିଲା ।

କିନ୍ତୁ ସେଥିରେ ଲେଖା ହୋଇଥିଲା କି – ଧୂମ୍ରପାନ ଦ୍ଵାରା ଥଣ୍ଡା ହୋଇପାରେ ।

ଯୁବକ ଜଣକ ପୁଣି ଥରେ ଦୋକାନକୁ ଗଲା

ଏହା କେଉଁ ପ୍ୟାକେଟ ଭାଇ ଦେଇଛ ?

ସେହି କ୍ୟାନ୍ସର ବାଲା ଫଟୋ ଦିଅ

୬. ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା

ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା

ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା

ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?

ଯୁବକ – ୩ ମାସ

ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?

ଯୁବକ- ୩ ମାସ

ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା

ଯୁବକ- ୩ ମାସ ପରେ

ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?

ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !

ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *