ଓଡିଆ ଜୋକ୍ସ: ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା- ତୁ ଜାଣିଛୁ ୨୦ ବର୍ଷ ପର୍ଯ୍ୟନ୍ତ ନା ମୋର କୌଣସି ପିଲା ହେଉ ନଥିଲା, ପଡୋଶୀ ଆଶ୍ଚର୍ଯ୍ୟରେ- ସେଉଠୁ ତୁ କଣ କଲୁ ?

ବର୍ତ୍ତମାନର ସମୟରେ ସବୁ ମଣିଷ ଟଙ୍କା କମେଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଯାହା ଫଳରେ ସେମାନେ ଅଧିକାଂଶ ସମୟ ଚିନ୍ତା ଓ କ୍ଳାନ୍ତ ହୋଇ ରହୁଛନ୍ତି । ଜୀବନରେ ଖୁସି ରହିବା ବହୁତ ଆବଶ୍ୟକ ହୋଇଥାଏ । ଖୁସି ରହିବା ଦ୍ଵାରା ଆମେ ବହୁତ ଭଲ ଭାବରେ ନିଜ କାମ କରିବା ସହ ଅଧିକ ଚିନ୍ତା ନେବାରୁ ମଧ୍ୟ ବଞ୍ଚିଥାଉ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଓଡିଆ ଜୋକ୍ସ ଆଣିଛୁ, ଯାହାକୁ ପଢିଲେ ଆପଣଙ୍କୁ ଖୁସି ଓ ଆନନ୍ଦ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।
ମୋତେ ଠକି ପାରିବ ନାହିଁ…….

୧. ଦିନେ ଶାଶୁ ବୋହୂକୁ କହିଲା

ତତେ ଖାଇବା ବନେଇବା ଆସେ ନାହିଁ

ବୋହୁ : ନା

ଶାଶୁ : ଆଗରୁ କାହିଁକି କହିଲୁ ନି ?

ବୋହୁ : ସରପ୍ରାଇଜ

୨. ଚତୁର୍ଥୀ ରାତିରେ ସ୍ଵାମୀ ସ୍ତ୍ରୀକୁ କହିଲା – ସମସ୍ତଙ୍କୁ ଭଲ ପାଇବ,

ସମସ୍ତଙ୍କ ସମ୍ମାନ କରିବ, ସବୁବେଳେ ସତ କଥା କହିବ,

କେବେ କାହାକୁ ଦୁଃଖୀ କରିବ ନାହିଁ ।

ସ୍ତ୍ରୀ ଉଠିଲା କବାଟ ପାଖକୁ ଯାଇ କବାଟ ଖୋଲି କହିଲା – ସମସ୍ତେ ଭିତରକୁ ଆସନ୍ତୁ

ଏଠାରେ ସତ୍ସଙ୍ଗ ଚାଲିଛି

୩. ବୁଲୁର ଚେକ ବୁକ ହଜି ଗଲା

ତ ସେ ବ୍ୟାଙ୍କକୁ ଆଉ ଗୋଟିଏ ଚେକ ବୁକ ଆଣିବା ପାଇଁ ଗଲା

ବ୍ୟାଙ୍କ – ଆମେ ଆପଣଙ୍କୁ କହିଥିଲୁ ନା

ଏହାକୁ ସମ୍ଭାଳିକି ରଖିବେ

କେହି ଆପଣଙ୍କ ଦସ୍ତଖତ ନକଲ କରି ଆପଣଙ୍କୁ ଠକି ପାରେ

ବୁଲୁ – ମୁଁ କଣ ଏତେ ବୋକା ?

ମୁଁ ତ ଆଗରୁ ସବୁ ଚେକରେ ଦସ୍ତଖତ କରି ଦେଇଛି

ଯାହା ଦ୍ଵାରା କେହି ବି ମୋର ଦସ୍ତଖତ ନକଲ କରି ପାରିବନି

୪. ବଣ୍ଟି ଡାକ୍ତର ଖାନାକୁ ଗଲା

ଓ ନର୍ସକୁ କହିଲା ମୋତେ ଗୋଟିଏ ବୋତଲ ରକ୍ତ ଦରକାର

ନର୍ସ ବଣ୍ଟିକୁ ବ୍ଲଡ଼ ଗ୍ରୁପ ପଚାରିଲେ ?

ବଣ୍ଟି କହିଲା କୌଣସି ବି ଗ୍ରୁପର ଚଳିବ

ନର୍ସ କହିଲେ ଏମିତି କେମିତି ହେବ

ବଣ୍ଟି କହିଲା ରକ୍ତରେ ପ୍ରେମିକାକୁ ଚିଠି ଲେଖିବି…..

୫. ସ୍ତ୍ରୀ – ଯଦି ମୋ ବାହାଘର ଗୋଟେ ରାକ୍ଷସ ସହ ବି ହୋଇଥିଲେ

ମୁଁ ଏତେ ଚିନ୍ତା କରି ନଥାନ୍ତି ଯେତେ ତମ ସହ ରହି ମତେ ହବାକୁ ପଡୁଛି ।

ସ୍ଵାମୀ – ପାଗେଳି ରକ୍ତ ସମ୍ପର୍କରେ ବାହାଘର ହୁଏ ନାହିଁ

୬. ପୁଅ ଘର ଲୋକ ଝିଅ ବାଲାଙ୍କୁ କହିଲେ

ଆମକୁ ଝିଅ ପସନ୍ଦ

ବାହାଘର କେବେ କରିବା ?

ଝିଅ ଵାଲା – ଟିକେ ରହିଯାଆନ୍ତୁ

ଆମର ଝିଅ ବର୍ତ୍ତମାନ ପଢୁଛି

ପୁଅ ବାଲା – ଆମ ପୁଅ କଣ ଛୋଟ ପିଲା ହେଇଛି

ଯିଏକି ତାର ବହି ଫାଡ଼ି ଦେଵ……

୭. ଗୋଟିଏ ସ୍ତ୍ରୀଲୋକ ନିଜର ପଡୋଶିକୁ କହୁଥିଲା

ସ୍ତ୍ରୀ ଲୋକ : ତୁ ଜାଣିଛୁ

୨୦ ବର୍ଷ ପର୍ଯ୍ୟନ୍ତ ମୋର କୌଣସି ପିଲା ହେଉ ନଥିଲା

ପଡୋଶୀ ଆଶ୍ଚର୍ଯ୍ୟରେ : ସେଉଠୁ ତୁ କଣ କଲୁ ?

ସ୍ତ୍ରୀ ଲୋକ : ଏହା ପରେ ମୁଁ ଯେତେବେଳ ୨୧ ବର୍ଷର ହେଲି

ତେବେ ମୋର ବାହାଘର କରିଦେଲେ

ପୁଣି ଯାଇ ମୁନା ଜନ୍ମ ହେଲା

ପଡୋଶୀ ଠିଆ ଠିଆ ବେହୋସ ହୋଇଗଲା

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *