ରାବୀନା ଟଣ୍ଡନଙ୍କ ଝିଅ ଦେଖିବା ପାଇଁ ତାଙ୍କ ମା’ଙ୍କ ଠାରୁ ବି ଅଧିକ ସୁନ୍ଦର, ଦେଖନ୍ତୁ ଫଟୋ

ବନ୍ଧୁଗଣ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ରବିନା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ରବିନାଙ୍କ ଫିଲ୍ମ ଦେଖିବା ପାଇଁ ଆଜି ମଧ୍ୟ ଲୋକମାନେ ବହୁତ ଇଛା କରନ୍ତି । ରବିନାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ରବିନାଙ୍କ ଝିଅ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବହୁତ ସୁପର ହିଟ ଫିଲ୍ମ କରିବା ପରେ ରବିନା ୧୯୯୦ ମସିହାରେ ବିବାହ ନକରି ଦୁଇଟି ଛୁଆଙ୍କୁ ଆଡପ୍ଟ କରିଥିଲେ । ସେମାନଙ୍କ ନାମ ହେଉଛି ପୂଜା ଏବଂ ଛାୟା ଟଣ୍ଡନ । ବର୍ତ୍ତମାନ ଏହି ଦୁଇଜଣଙ୍କର ବିବାହ ମଧ୍ୟ ହୋଇସାରିଛି । ବର୍ତ୍ତମାନ ରବିନାଙ୍କର ଦୁଇଟି ଝିଅ ନିଜ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି । ଏହା ସହିତ ରବିନା ୨୦୦୪ ମସିହାରେ ଅନିଲ ଥଦାନିଙ୍କ ସହ ବିବାହ କରିଥିଲେ ।

ବିବାହ ପରେ ରବିନା ଓ ଅନିଲଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଜନ୍ମ ହୋଇଥିଲା । ପୁଅର ନାମ ହେଉଛି ରଣବିର ଥଦାନି ଓ ଝିଅର ନାମ ରାଶା ଥଦାନି । ରବିନାଙ୍କ ଝିଅ ରାଶା ବହୁତ ସୁନ୍ଦର ଓ କ୍ୟୁଟ ଦେଖାଯାନ୍ତି । ସୁନ୍ଦରତା ମାମଲାରେ ରାଶା ନିଜ ମା ଠାରୁ ଅଧିକ ଅଛନ୍ତି । ରାଶା ସୋସିଆଲ ମିଡିଆରେ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରୁହନ୍ତି ।


ବର୍ତ୍ତମାନ ସେ ଲାଇମ ଲାଇଟ ଠାରୁ ଦୂରରେ ରହୁଛନ୍ତି । କାରଣ ବର୍ତ୍ତମାନ ସେ ନିଜର ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି । ହେଲେ ଆସୁଥିବା ଦିନରୁ ସୋସିଆଲ ମିଡିଆରେ ରାଶାଙ୍କ ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ରାଶାଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟ

Leave a Reply

Your email address will not be published. Required fields are marked *