EXCLUSIVE: ସୁଶାନ୍ତଙ୍କ ପରେ ଏବେ ସ୍ଟିଭଙ୍କ କାମ ବି ଶେଷ କରି ଦିଆଗଲା, ମୃତ୍ୟୁ ପୂର୍ବରୁ ସ୍ଟିଭ ନେଲେ 4 ଟି ବଡ ନାମ, ଏବେ ଫସିବା ସୁନିଶ୍ଚିତ

୧୪ ଜୁନ କୁ ସୁଶାନ୍ତ ସିଂହ ରାଜପୁତ ଙ୍କୁ ହତ୍ୟା କରା ଯାଇଥିଲା ଓ ୮ ଜୁନ କୁ ଦିଶା ସାଲିୟାନ ଙ୍କୁ । ଏହି ଦୁଇଟି ମାମଲାର ପରସ୍ପର ମଧ୍ୟରେ ବହୁତ ଗଭୀର ସମ୍ବନ୍ଧ ରହିଛି । ଏବେ CBI ବି ଦିଶା ସାଲିୟାନ ଆଙ୍ଗେଲ ରେ କେସ ର ଯାଞ୍ଚ କରିବାକୁ ଲାଗିଛି । କିନ୍ତୁ ଯେମିତି ହିଁ CBI ଦିଶା ସାଲିୟାନ କେସ ର ତଦନ୍ତ ଆରମ୍ଭ କଲେ ସେମିତି ହିଁ ତାଙ୍କର ସାଙ୍ଗ ସ୍ଟିଭ ପିଣ୍ଟୋ ଙ୍କ ମୃତ୍ୟୁ ର ଖବର ଆସିଲା ।

ଆଜ୍ଞା ହଁ, ଦିଶାଙ୍କର ମୃତ୍ୟୁ ରହସ୍ୟ ଓ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ବାହାରକୁ ନ ଆସୁ ଏଥିପାଇଁ ସେମାନେ ସ୍ଟିଭ ପିଣ୍ଟୋ ଙ୍କୁ ବି ଶେଷ କରିଦେଲେ । କିନ୍ତୁ ଏଥର ବଡ ଚାଲାଖିରେ ସ୍ଟିଭ ଙ୍କୁ ମାରିବା ପାଇଁ ରୋଡ ଆକ୍ସିଡେଣ୍ଟ ର ସାହାରା ନେଲେ । ଖବର ଅନୁସାରେ ଦିଶା ସାଲିୟାନ ଙ୍କ ମୃତ୍ୟୁ ପରେ ସ୍ଟିଭ ପିଣ୍ଟୋ ବହୁତ ଭାଙ୍ଗି ପଡିଥିଲେ । ସେ ଦିଶାଙ୍କର ବହୁତ କ୍ଳୋଜ ଫ୍ରେଣ୍ଡ ଥିଲେ ।

ସ୍ଟିଭ ଙ୍କ ନିଧନ କାରଣରୁ ଫ୍ୟାନ୍ସ ଙ୍କୁ ବଡ ଝଟକା ଲାଗିଛି । ଏମିତି ଆରୋପ ମଧ୍ୟ ଲଗା ଯାଉଛି କି ତାଙ୍କୁ ମାରି ଦିଆ ଯାଇଛି । କୁହା ଯାଉଛି କି ସ୍ଟିଭ ବହୁତ ଥର ସୋସିଆଲ ମିଡିଆରେ ଇସାରା ଇସାରାରେ କିଛି କହିବାକୁ ଚେଷ୍ଟା କରୁଥିଲେ । ଯେତେବେଳେ ତାଙ୍କର ସୋସିଆଲ ମିଡିଆ ପୋସ୍ଟ ର ଯାଞ୍ଚ କରାଗଲା ସେତେବେଳେ ଜଣା ପଡିଲା କି ସ୍ଟିଭ ନିଜ କଥାକୁ ହ୍ୟାଶଟ୍ଯାଗ ଜରିଆରେ କହିବାକୁ ଚେଷ୍ଟା କରିଥିଲେ ।

ସେ ହ୍ୟାସଟ୍ଯାଗ ମାଧ୍ୟମରେ କୋଲକାତା, ମିଷ୍ଟ୍ରି, ପ୍ରୋଷ୍ଟିଚ୍ୟୁସନ ଓ ଟ୍ରାଫିକିଂ ଆଡକୁ ଇସାରା କରିବାକୁ ଚେଷ୍ଟା କରିଥିଲେ । ଏହା ସହିତ ମହେଶ ଭଟ୍ଟ, କରଣ ନାର୍ବେକର, ସଲମାନ ଖାନ ଓ ସୂରଜ ପଞ୍ଚୋଲି ଙ୍କ ଆଡକୁ ମଧ୍ୟ ଇସାରା କରିଥିଲେ ।

ଏବେ CBI ସୁଶାନ୍ତଙ୍କ ସହିତ ଦିଶାଙ୍କ ମୃତ୍ୟୁ ରହସ୍ୟକୁ ସମାଧାନ କରିବାରେ ବି ଲାଗିଛି । ସୂଚନା ଅନୁସାରେ ଆଜି ସକାଳେ ରିୟାଙ୍କ ଘରେ କରା ଯାଇଥିବା ଏନସିବି ର ଛାପାମାରୀ ପରେ ଶୋବିକ ଓ ସ୍ୟାମୂଅଲ ଙ୍କୁ ନିଜ ଅଧୀନରେ ନେଇଛି । ତାଙ୍କୁ ଜେରା କରା ଯାଉଛି । ଏନସିବି ରିୟାଙ୍କ ଘରୁ କିଛି ଡିଜିଟାଲ ଗ୍ୟାଜେଟ୍ସ ବି ଜବତ କରିଛି ।

ଆପଣଙ୍କୁ କଣ ଲାଗୁଛି ନିଜର ମନ୍ତବ୍ୟ ଆମକୁ ଜଣାନ୍ତୁ ଓ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *