ଓଡିଆ ଜୋକ୍ସ- ସ୍ତ୍ରୀ- ଗୋଟେ ସପ୍ତାହ ହେଇ ଗଲାଣି ତୁମେ ମତେ ଭଲ ପାଇନ ? ସ୍ଵାମୀ- ତୋ ଭଉଣୀର ବାହାଘର ନା …. ସ୍ତ୍ରୀ – ତ କଣ ହେଲା ?ସ୍ଵାମୀ- ତ ତାକୁ….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

୧. ହସ୍ପିଟାଲ ରେ ଭର୍ତ୍ତି ହେଇଥିବା ପଣ୍ଡିତଙ୍କୁ ଡାକ୍ତର ପଚାରିଲେ

ଏ କେମିତି ହେଲା !

ପଣ୍ଡିତ ଜି କହିଲେ…

ନବରାତ୍ରି ର ଅଭ୍ୟାସ ଥିଲା

ସେହି ନିଶାରେ କରବାଚୌଥ ଦିନ

ପତ୍ନୀ କୁ କହିଦେଲି…ଜଲ୍ଦି ପୂଜା କର …ଦୁଇ ତିନି ଜାଗା ଆଉ ଯିବାର ଅଛି …ବାସ ତା’ ପରେ ପତ୍ନୀ ମତେ ଛାତରୁ ତଳକୁ ଫୋପାଡି ଦେଲା ।

୨. ମୁଁ ବାହାହେବି ତ କେବଳ ନିର୍ମା ବାଲି କୁ ହିଁ ବାହାହେବି

କାରଣ ସେ କହେ ନା ‘ପ୍ରଥମେ ବ୍ୟବହାର କର ପୁଣି ବିଶ୍ଵାସ କର’

୩. ଗୋଟିଏ ମାଶା ତୁଫାନ ରେ ଫସିଥିଲା

ରାସ୍ତାରେ ଗୋଟିଏ ଗଛ ଆସିଲା

ମଶା ଗଛରେ ଚିପକି ଗଲା

ଯେତେବେଳେ ତୁଫାନ ଚାଲିଗଲା

ତ ମଶା ଝାଳ ପୋଛି ଦେଇ କହିଲା

ଯଦି ଆଜି ମୁଁ ନଥାନ୍ତି, ଏ ଗଛ ଆଜି ତ ଉପୁଡି ପଡିଥାନ୍ତି !!!

୪. ସ୍ଵାମୀ ନିଜ ମ୍ୟାରେଜ ସାର୍ଟିଫିକେଟ କୁ ଏକ ଘଣ୍ଟା ଧରି ଦେଖୁଥିଲା

ସ୍ତ୍ରୀ- ତୁମେ ଘଣ୍ଟେ ଧରି କଣ ଦେଖୁଛ ??

ସ୍ଵାମୀ- Expiry date ଖୋଜୁଥିଲି,

ଶଳା ଲେଖି ହିଁ ନାହାଁନ୍ତି !!

୫. ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡ ଗୋଟିଏ ପ୍ଲେଟ ରେ ଗୁପଚୁପ ଖାଉଥିଲେ, ଆଖିରେ ଆଖି ମିଶେଇ

ଗର୍ଲଫ୍ରେଣ୍ଡ(ଲାଜେଇ ଯାଇ)- ଏମିତି କଣ ଦେଖୁଛ …?

ବୟଫ୍ରେଣ୍ଡ- ଟିକେ ଆରାମ ରେ ଖା ଡାୟନ…

ମୋ ବାରି ହିଁ ଆସୁନି ….!!

୬. ସ୍ତ୍ରୀ- ଗୋଟେ ସପ୍ତାହ ହେଇ ଗଲାଣି

ତୁମେ ମତେ ଭଲ ପାଇନ ?

ସ୍ଵାମୀ- ତୋ ଭଉଣୀର ବାହାଘର ନା ….

ସ୍ତ୍ରୀ – ତ କଣ ହେଲା ?

ସ୍ଵାମୀ- ତ ତାକୁ ପ୍ରାକ୍ଟିସ କରଉଛି ନା !

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *