ଏହି 3ଟି ନାମର ଲୋକ ପୁରା ଜିବନ ଦୁଃଖରେ ରହିଥାନ୍ତି

ଏହି ଦୁନିଆରେ ପ୍ରତ୍ଯେକ ମଣିଷ ଚିନ୍ତାରେ ରହିଥାଏ । କିଏ ନିଜ କ୍ଯାରିୟର କୁ ନେଇ ଚିନ୍ତାରେ ରହିଥାଏ ତ ଆଉ କିଏ ନିଜ ଲାଇଫ କୁ ନେଇ । ଏ କଥା ତ ସମସ୍ତଙ୍କୁ ଜଣା ତ ଏହି ଦୁନିଆରେ ଜନ୍ମ ହେଇଥିବା ପ୍ରତ୍ଯେକ ମଣିଷକୁ ଦୁଃଖର ସାମ୍ନା କରିବାକୁ ପଡିଥାଏ । କାରଣ ଭଗବାନ ମଣିଷ ଜନ୍ମ ଦେବା ସହିତ ତା ଭାଗ୍ୟରେ ସୁଖ ଦୁଃଖ ମଧ୍ୟ ଲେଖିଛନ୍ତି । ଏହି ଦୁନିଆରେ ପ୍ରତ୍ଯେକ ମଣିଷ ଯାହା ଜୀବନରେ ସୁଖ ଅଛି ଦିନେ ତା ଜୀବନରେ ଦୁଃଖ ବି ଆସିବ । ସୁଖ ଦୁଃଖ ଜୀବନରେ ଲାଗି ରହିଥାଏ ।

ଯେବେ ଆମ ଜୀବନରେ ଦୁଃଖ ଆସିଥାଏ ଆମେ ଦୁଃଖୀ ହେଇଯାଉ ଓ ସୁଖ ଆସିଲେ ଖୁସି ହେଉ । ଯେବେ ବି ମଣିଷ ଜୀବନରେ ଦୁଖ ଆସିଥାଏ ସେ ଭଗବାନଙ୍କ ସରଣକୁ ଯାଇଥାନ୍ତି ଓ ଯେତେବେଳେ ସୁଖ ଆସେ ସେ ଭଗବାନଙ୍କୁ ଭୁଲିଯାନ୍ତି ଯାହାର ଦଣ୍ଡ ତାଙ୍କୁ ଭୋଗ କରିବାକୁ ପଡିଥାଏ ।

ଶାସ୍ତ୍ରରେ ଉଲ୍ଲେଖ ଅଛି କି ପ୍ରେତ୍ଯେକ ମଣିଷକୁ ତାର ପାପର ଓ ପୂଣ୍ୟର ଫଳ ଦିନେ ନା ଦିନେ ଭୋଗିବାକୁ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେମିତି ମଣିଷ ଜୀବନରେ ଭାଗ୍ଯର ପ୍ରଭାବ ଥାଏ ସେହିପ[ଅଋ ତାର ନାମର ପ୍ରଥମ ଅକ୍ଷରର ବି ପ୍ରଭାବ ଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମେ କୌଣସି ବ୍ଯକ୍ତିର ନାମ ଅନୁସାରେ ତାର ସ୍ଵାଭାବ ବିଷୟରେ ଜାଣି ପାରିବା । ଆଜି ଆମେ ଏମିତି 3 ଟି ନାମର ଲୋକଙ୍କ ବିଷୟରେ ଜାଣିବା ଯାହାଙ୍କୁ ଜୀବନରେ ଅଧିକ ଦୁଃଖର ସାମ୍ନା କରିବାକୁ ପଡିଥାଏ ।

‘S’ ନାମର ଲୋକମାନେ

ଏହି ଲୋକମାନେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେଇଥାନ୍ତି । ଏମାନେ ନିଜର ପ୍ରତ୍ଯେକ ସଂପର୍କକୁ ନିଷ୍ଠା ର ସହ ପାଳନ କରିଥାନ୍ତି । ନିଜେ କଷ୍ଟ ସାହି ଅନ୍ୟକୁ ଖୁସି ଦେବା ଏମାନଙ୍କୁ ବହୁତ ଭଲ ଲାଗିଥାଏ । ଏମାନଙ୍କୁ ଲୋକପ୍ରିୟ ହେବାର ମୋହ ଥାଏ । ଏମାନେ ବହୁତ ଭାବୁକ ହେଇଥାନ୍ତି ଓ ପରିବାରର ସବୁ ସଦସ୍ଯଙ୍କୁ ଭଲ ପାଇଥାନ୍ତି । ଏମାନଙ୍କ ମନ ବହୁତ କୋମଳ ହୋଇଥାଏ ଯାହାର ଫାଇଦା ଲୋକମାନେ ଉଠେଇ ଥାଆନ୍ତି । ଯାହା ଦ୍ଵାରା ଏମାନେ ଦୁଖ ପାଇଥାନ୍ତି । ଏମାନଙ୍କ ଲାଭ ଲାଇଫ ବିଷୟରେ କହିଲେ ଏମାନଙ୍କୁ କେବେ ବି ସଚ୍ଚା ପ୍ରେମ ମିଳେ ନାହିଁ ଓ ଏମାନେ ଦୁଃଖ ପାଆନ୍ତି ।

‘P’ ନାମର ଲୋକମାନେ

ଏହି ନାମର ଅଧିକାଂଶ ଲୋକମାନେ ସାଧା ସିଧା ହେଇଥାନ୍ତି । ଏମାନଙ୍କ ଏହି ସ୍ଵଭାବ ଯୋଗୁ ବାକି ଲୋକ ଏମାନଙ୍କୁ ଖରାପ ବ୍ୟବହାର କରିଥାନ୍ତି । ଏମାନଙ୍କର ଲଭ ଉପରେ ଅଧିକ ଭରସା ନଥାଏ , କିନ୍ତୁ ଯାହାକୁ ଭଲ ପାଇଥାନ୍ତି ସାରା ଜୀବନ ନିଜର କରିଥାନ୍ତି । ସେଥିପାଇଁ ଲୋକମାନେ ଏମାନଙ୍କ ପାଖାପାଖି ରହିବାର ନାଟକ ବି କରିଥାନ୍ତି ଓ ଶେଷରେ ଧୋକା ଦେଇ ଯାଆନ୍ତି । ଯାହା ପାଇଁ ଏମାନେ ବହୁତ ଦୁଃଖ ପାଆନ୍ତି ।

‘B’ ନାମର ଲୋକମାନେ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଲୋକମାନେ ବହୁତ ଶାନ୍ତ ଓ ଧୈର୍ଯ୍ୟଶୀଳ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ କାଉନଶୁ କାମ କରିବାକୁ ଏମାନେ ପୁରା ସମୟ ଲଗାଇଥାନ୍ତି । ଏମାନଙ୍କୁ ଲାଇଫ ରେ ସଫଳତା ସହଜରେ ମିଳିଥାଏ କିନ୍ତୁ ଏମାନେ ଅଧିକ ଗର୍ବୀ ହେଇଥାନ୍ତି । ସେଥିପାଇଁ ଏମାନଙ୍କର ଅଧିକ ସାଙ୍ଗ ନଥାନ୍ତି । ଏମାନଙ୍କ ଜୀବନରେ ଦୁଃଖ ବି ଅଧିକ ଥାଏ ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ନୀତିଦିନ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *