ଓଡିଆ ଜୋକ୍ସ: ମାଲିକାଣୀ- ତୋ ସାହାବ ଅଫିସ ରୁ ସବୁଦିନ ଲେଟ ରେ ଆସୁଛନ୍ତି, ଲାଗୁଛି ତାଙ୍କର ଆଉ କାହା ସହିତ ଚକ୍କର ଚାଲୁଛି, ଚାକରାଣୀ- ନା, ଏମିତି ହେଇ ପାରେନା, ମୋ ସାହାବ ତ…

ଜୋକ୍ସ ପଢିବାର ମନ ସମସ୍ତଙ୍କର ହୋଇଥାଏ । ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କୁ ଜୋକ୍ସ ପସନ୍ଦ ଆସେ ନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ମଜାଳିଆ ଓଡିଆ ଜୋକ୍ସ ଆଣିଛୁ ଯେଉଁ ମାନେ ଜୋକ୍ସ ନ ପଢନ୍ତି ସେମାନେ ମଧ୍ୟ ପଢିବାକୁ ଇଛା କରିବେ, କାରଣ ଆଜିର ଜୋକ୍ସ ବହୁତ ମଜାଦାର ଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମ ଜୋକ୍ସ ବିଷୟରେ ।

୧. ବାପା ପୁଅ ଉପରେ ରାଗି କହିଲେ, ଗୋଟେ କାମ ଠିକ ସେ ହଉନାହିଁ ତୋ ଦ୍ଵାରା । ତତେ ପୋଦିନା ଆଣିବା ପାଇଁ କହିଥିଲି ତୁ ଧନିଆ ନେଇ ଆସିଲୁ ।

ତୋ ପରିକା ଗଧକୁ ଘରୁ ବାହାର କରିଦେବା ଉଚିତ ।

ପୁଅ- ବାପା ଚାଲ ଏକାଠି ଯିବା ।

ବାପା- କଣ ?

ପୁଅ- ମା କହୁଥିଲା, ଏଇଟା ମେଥି ବୋଲି ।

୨. ପତ୍ନୀ- ସୋମବାର ଦିନ ସପିଙ୍ଗ, ମଙ୍ଗଳବାର ଦିନ ହୋଟେଲ, ବୁଧବାର ଦିନ ବୁଲିବାକୁ, ଶୁକ୍ରବାର ଦିନ ସିନେମା ଓ ଶନିବାର ଦିନ ପିକ ନିକ, ଜାନୁ କେତେ ମଜା ଲାଗିବ ।

ପତି- ହଁ ଆଉ ବାକି ରହିଯାଇଥିବା ରବିବାର ଦିନ ମନ୍ଦିର ଯିବା ।

ପତ୍ନୀ- କାହିଁକି ?

ପତି- ଭିକ ମାଗିବା ପାଇଁ ।

୩. ପୁଅ- ମୁ ବାହା ହେବି ନାହିଁ, ମୋତେ ସବୁ ଝିଅ ମାନଙ୍କୁ ଭୟ ଲାଗେ ।

ବାପା- କରିନେ ପୁଅ, ଏହା ପରେ ଜଣଙ୍କୁ କେବଳ ଭୟ କରିବୁ, ଅନ୍ୟ ସମସ୍ତେ ଭଲ ଲାଗିବେ ।

୪. ଝିଅଟି ତାର ବିବାହକୁ ଆସିଥିବା ନିଜ ପୁରୁଣା ବୟଫ୍ରେଣ୍ଡକୁ କହିଲା…

ଝିଅ – କାଲି ମୋ ବାହାଘର

ଓ ତା ପରେ ମୋ ଚାତୁର୍ଥୀ ରାତି…

ଏବେ ପୁଣି କାହିଁକି ଆସିଛ ମୋ ଜୀବନରେ ?

ପୁଅ – Dj ର ଅର୍ଡର ମତେ ହିଁ ମିଳିଛି …

ଏବେ କାମ-ଧନ୍ଦା ବି ଛାଡିଦେବି ନା କଣ

୫. ମମ୍ମୀ ଠାରୁ ମାଡ ଖାଇ ଚିଣ୍ଟୁ କାନ୍ଦି କାନ୍ଦି ଆସିଲା ଓ ବାପାକୁ କହିଲା

“ବାପା ତୁମେ ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲା?”

ବାପା- ତା ଗାଲରେ ଥିବା ଛୋଟ କଳାଜାଇ

ଚିଣ୍ଟୁ – କାମାଲ ଅଟେ… ଏତିକି ଛୋଟିଆ ଜିନିଷଟେ ପାଇଁ ଏତେ ବଡ ସମସ୍ୟାକୁ ଡାକି ଆଣିଲ ।

୬. ବାପା – ଫୋନରେ କିଏ ଥିଲା ?

ସଞ୍ଜୁ- ସାଙ୍ଗ ଥିଲା ।

ବାପା- ସତରେ କହ କିଏ ଥିଲା ?

ସଞ୍ଜୁ- ସଞ୍ଜୟ ଦତ୍ତ । ସଞ୍ଜୁ କେବେ ସୁଧୁରିବ ନାହିଁ ସବୁବେଳେ ଏମତି ମାଡ ଖାଉଥିବ ।

୭. ମାଲିକାଣୀ (ଚାକରାଣୀ)- ତୋ ସାହାବ ଅଫିସ ରୁ ସବୁଦିନ ଲେଟ ରେ ଆସୁଛନ୍ତି,

ଲାଗୁଛି ତାଙ୍କର ଆଉ କାହା ସହିତ ଚକ୍କର ଚାଲୁଛି

ଚାକରାଣୀ- ନା, ଏମିତି ହେଇ ପାରେନା ….

ମାଲିକାଣୀ- କାହିଁକି ?

ଚାକରାଣୀ- ମୋ ସାହାବ ତ ବହୁତ ବିଶ୍ଵାସୀ ଅଟନ୍ତି

ମତେ ସେ କେବେ ବି ଧୋକା ଦେଇ ପାରିବେନି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *