ଓଡିଆ ଜୋକ୍ସ: ବାହାଘରର ୧୫ ବର୍ଷ ପର ର ରୋମାନ୍ସ…ସ୍ତ୍ରୀ- ମତେ ବର୍ଗର ଦରକାର, ସ୍ଵାମୀ ବର୍ଗର ଆଣି ଦେଲା….ସ୍ତ୍ରୀ ଲାଜେଇ ଯାଇ କହିଲା କଣ Kiss ଦରକାର…

ଆଜିକାଲିର ସମୟରେ ପ୍ରତ୍ୟେକ ମଣିଷ ଟଙ୍କା କମେଇବା ପାଇଁ ରାତି ଦିନ କଷ୍ଟ କରୁଛି । ଯାହା ଫଳରେ ସବୁବେଳେ ମଣିଷ ଚିନ୍ତା ଓ କାର୍ଯ୍ୟରେ ବ୍ୟସ୍ତ ରହୁଛି । ଯାହାଫଳରେ ଖୁସି କଣ ସେ ଭୁଲି ଯାଇଛି । ସେଥିପାଇଁ ଆଜି ଆମେ ଆପଣଙ୍କ ମନୋରଞ୍ଜନ ପାଇଁ କିଛି ଓଡିଆ ଜୋକ୍ସ ଆଣିଛୁ । ଯାହାକୁ ଆପଣ ପଢିଲେ ବହୁତ ହସିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ରମେଶ କୁ ଫାୟର ବିଗ୍ରେଡ ରେ ଚାକିରି ମିଳିଗଲା

ଗୋଟିଏ ସ୍ତ୍ରୀ ଲୋକ ଫୋନ କଳା- Hello ମୋ ଘରେ ନିଆଁ ଲାଗିଛି,

ଆପଣ ଜଲ୍ଦି ଆସନ୍ତୁ

ରମେଶ- କଣ ଆପଣ ପାଣି ପକାଇଛନ୍ତି ?

ମହିଳା- ହଁ, ତଥାପି ନିଆଁ ଲିଭିଲା ନାହିଁ

ରମେଶ- ପାଗେଳି, ପୁଣି ଆମେ ସେଠିକି ଆସି କଣ କରିବୁ ? ଆମେ ବି ତ ପାଣି ହିଁ ପକାଇବୁ ନା

୨. ବାହାଘରର ୧୫ ବର୍ଷ ପର ର ରୋମାନ୍ସ…

ସ୍ତ୍ରୀ- ମତେ ବର୍ଗର ଦରକାର,

ସ୍ଵାମୀ ବର୍ଗର ଆଣି ଦେଲା….

ସ୍ତ୍ରୀ- Thanks

ସ୍ଵାମୀ- ବାସ Thanks

ସ୍ତ୍ରୀ ଲାଜେଇ ଯାଇ …ତ କଣ Kiss ଦରକାର…

ସ୍ଵାମୀ – ବକବାସ ବନ୍ଦ କର

ବର୍ଗର ଅଧା ଅଧା କର …

୩. ବାହାଘରର ପର ଦିନ ବୋହୁ ଶାଶୁ କୁ କହିଲା

ବୋହୁ- ଶାଶୁ ମା, ଆମର ନୂଆ ନୂଆ ବାହାଘର ହେଇଛି, ମୋ ମନ ଲାଗୁ ନାହିଁ

ଶାଶୁ ପପୁକୁ – ଶୁଣ, ଆଜି ତାକୁ କୌଣସି ମହଙ୍ଗା ଜାଗାକୁ ବୁଲେଇବାକୁ ନେଇ ଯା…

ପପୁ- ଠିକ ଅଛି, ରେଡି ହେଇ ଯା…

ସ୍ତ୍ରୀ- ତ ଆମେ କଉଠି କି ଯାଉଛୁ ?

ପପୁ- ପ୍ରଥମେ ପେଟ୍ରୋଲ ପମ୍ପ ଯିବା, ପୁଣି ଗ୍ଯାସ ଏଜେନ୍ସି, ଓ ସେଠାରୁ ପୁଣି ପରିବା ମାର୍କେଟ

 

୪. ପପୁ ରୁଟି ରୁ ଖଣ୍ଡେ ନିଜେ ଖାଉଥିଲା ଓ

ଆଉ ଖଣ୍ଡେ ପାଖରେ ଥିବା କୁକୁଡା କୁ ଖୁଆଉ ଥିଲା …

ଛୋଟୁ- ଏ ତୁ କଣ କରୁଛୁ ?

ପପୁ- ଚିକେନ ସହିତ ରୁଟି ଖାଉଛି

୫. ଭଲ ହେଲା ମୋ ଅଣ୍ଡର ୱିୟର ଡଲାର ର ଅଟେ

ଯଦି ଟଙ୍କାର ହେଇଥାନ୍ତା ତ ସାଲା

ବାରମ୍ବାର ଖସି ଯାଇଥାନ୍ତା

୬. ଟୀଚର ପିଲାମାନଙ୍କୁ ମହାଭାରତ ପଢାଉ ଥିଲେ

ଟୀଚର- କଂସ ଶୁଣିଲା କି ଦେବକୀ ର ଅଷ୍ଟମ ପୁତ୍ର ତାକୁ ମାରିଦେବ ତ

ସେ ଦେବକୀ ଓ ବାସୁଦେବ କୁ ଜେଲ ରେ ରଖିଦେଲା

ପ୍ରଥମ ପିଲା ହେଲା…କଂସ ମାରିଦେଲା

ଦ୍ଵିତୀୟ ….ମାରିଦେଲା

ତୃତୀୟ ବି…ଚତୁର୍ଥ ବି…..ଅଷ୍ଟମ

ଏତିକି ବେଳେ ପପୁ କହିଲା ସାର ଗୋଟେ ମିନିଟ

ଟୀଚର- କଥା କଣ ?

ପପୁ- ଯଦି କଂସ କୁ ଜଣା ଥିଲା କି ଦେବକୀ ଓ ବାସୁଦେବ ର ଅଷ୍ଟମ ପୁତ୍ର ତାକୁ ମାରିଦେବ ତ

ସେ ସେହି ଦୁଇ ଜଣଙ୍କୁ ଗୋଟିଏ କୋଠରୀରେ ବନ୍ଦ କାହିଁକି କଲା ?

ଟୀଚର ବେହୋସ….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଜୋକ୍ସ କିପରି ଲାଗିଲା ଆମକୁ ଜଣାନ୍ତୁ । ଭଲ ଲାଗିଥିଲେ ନିଜେ ହସିବା ସହ ଶେୟାର କରି ଅନ୍ୟମାନଙ୍କୁ ବି ହସାନ୍ତୁ । ପ୍ରତିଦିନ ଏମିତି ନୂଆ ନୂଆ ମଜାଳିଆ ପୋସ୍ଟ ପାଇଁ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *