ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
୧. ସାର – ଯେଉଁମାନେ ବୋକା ସେମାନେ ଛିଡା ହୋଇଯାଅ
ଜଣେ ଛାତ୍ର ଛିଡା ହେଇଗଲା
ସେହି ଛାତ୍ରକୁ ସାର ପଚାରିଲେ
ତୁ କାହିଁକି ଛିଡା ହେଲୁ ତୁ କଣ ବୋକା
ଛାତ୍ର ଉତ୍ତର ଦେଲା
ନା ସାର, ଆପଣ ଏକୁଟିଆ ଛିଡା ହୋଇଥିଲେ ତ ସେଥିପାଇଁ …..
୨. ସ୍ତ୍ରୀ: କେଉଁଠି ଅଛ ??
ସ୍ୱାମୀ: ଗାଡ଼ିରୁ ପଡିଯାଇଛି, ଅକ୍ସୀଡେଣ୍ଟ ହୋଇଯାଇଛି ହସ୍ପିଟାଲକୁ ଯାଉଛି !!
ସ୍ତ୍ରୀ: ଧ୍ୟାନ ରଖିବ, ଟିଫିନ ବଙ୍କା କରିବନି, ଡାଲି ଢାଳିଯିବ !!
୩. ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା
ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।
ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।
ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।
ଜାପାନୀଜ- ମାଛି ତ ଉଡୁଛନ୍ତି ?
ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।
୪. ବିବାହର ଗୋଟିଏ ଦିନ ପରେ ସ୍ଵାମୀ ସ୍ତ୍ରୀ ବସି ଚା ପିଉ ଥିଲେ ।
ଅଚାନକ ସ୍ଵାମୀ ପଚାରିଲା,
‘ଗୋଟିଏ କଥା କୁହ, ବିବାହ ପୂର୍ବରୁ ତୁମର କେତେ ବୟଫ୍ରେନ୍ଡ ଥିଲେ ?’
ସ୍ତ୍ରୀ ଭିତରକୁ ଗଲା
ଓ ଗୋଟିଏ ଡବା ଧରି ଆସିଲା
ଯେଉଁଥିରେ ଚାଉଳର କିଛି ଦାନା
ଓ ୨୦୦ ଟଙ୍କା ରଖା ହୋଇ ଥିଲା ।
ସ୍ଵାମୀ – ଏହା କଣ ଅଟେ ?
ସ୍ତ୍ରୀ – ମୁଁ ଯେତେବେଳେ ବି ନୂଆ ବୟଫ୍ରେନ୍ଡ କରୁଥିଲି
ସେତେବେଳେ ଗୋଟିଏ ଚାଉଳର ଦାନା
ଏହି ଡବା ଭିତରେ ରଖୁଥିଲି ।
ଏହା ଶୁଣି ସ୍ଵାମୀ ଚାଉଳ ଗଣିବାକୁ ଲାଗିଲା ।
ମୋଟ ୭ଟି ଚାଉଳର ଦାନା ବାହାରିଲା ।
ସ୍ଵାମୀ – ମାତ୍ର ୭ଟି ଅଛି, ଆଜିକାଲି ଏତିକି ସବୁ ଝିଅର ଥାଏ ।
କିନ୍ତୁ ଏହି ୨୦୦ ଟଙ୍କା କଣ ପାଇଁ ?
ସ୍ତ୍ରୀ – ଚାରି କିଲୋ ଚାଉଳ ବିକ୍ରି କରି ଦେଇ ଥିଲି ।
ସ୍ଵାମୀ କୋମାରେ………..
୫. ଶାଳି ବାଥରୁମ ରୁ ଗାଧେଇ ବାହାରିଲା ତ ତା’ର ଭିଣେଇ ତାକୁ ଦେଖୁଥିଲା
ଶାଳି ରୋମାଣ୍ଟିକ ଅନ୍ଦାଜ ରେ କହିଲା କି କଣ କରିବାର ଇରାଦା ଅଛି,
ଭିଣେଇ ପାଖକୁ ଆସି ତାକୁ ଜୋର ଜୋର ରେ ଦି ଟା ଚାପୁଡା ମାରିଲା,
କହିଲା – ତୁ ମୋ ଗରମ ପାଣିରେ କାହିଁକି ଗାଧେଇଲୁ…
୬. ଗପୁ ନିଜ ସ୍ତ୍ରୀ ର ଅଫିସ କୁ ଗଲା
ତ ସେ ଦେଖିଲା କି ସେ ନିଜ ବସ ର କୋଳରେ ବସିଛି
ଗପୁ କହିଲା – ଚାଲ ଗୋପିକା, ଘରକୁ ଚାଲ
ଏମିତି ଜାଗାରେ କାମ କରିବାର ନାହିଁ
ଯେଉଁଠି ଷ୍ଟାଫଙ୍କ ବସିବା ପାଇଁ ଚେୟାର ବି ନାହିଁ
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ