ଓଡିଆ ଜୋକ୍ସ: ଗପୁ ନିଜ ସ୍ତ୍ରୀ ର ଅଫିସ କୁ ଗଲା ତ ସେ ଦେଖିଲା କି … ତା ସ୍ତ୍ରୀ ନିଜ ବସ ର କୋଳରେ ବସିଛି ଗପୁ କହିଲା ….

ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଗୁରୁତ୍ଵ ରହିଥାଏ । ଯଦି ମଣିଷ ମନ ଖୁସି ଥାଏ, ତାହାଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜ ଓ ସରଲ ଉପାୟରେ କରିଦିଏ। ଯଦି ମଣିଷ ମନ ଦୁଃଖ ଥାଏ, ତେବେ ସେ ନିଜର କାମକୁ ଅଧୁରା ରଖିଥାଏ । ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । ଆଜିଆମେ ଆପଣ ମାନଙ୍କୁ ହସାଇବା ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ବହୁତ ଖୁସି ରହିବେ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସାର – ଯେଉଁମାନେ ବୋକା ସେମାନେ ଛିଡା ହୋଇଯାଅ

ଜଣେ ଛାତ୍ର ଛିଡା ହେଇଗଲା

ସେହି ଛାତ୍ରକୁ ସାର ପଚାରିଲେ

ତୁ କାହିଁକି ଛିଡା ହେଲୁ ତୁ କଣ ବୋକା

ଛାତ୍ର ଉତ୍ତର ଦେଲା

ନା ସାର, ଆପଣ ଏକୁଟିଆ ଛିଡା ହୋଇଥିଲେ ତ ସେଥିପାଇଁ …..

୨. ସ୍ତ୍ରୀ: କେଉଁଠି ଅଛ ??

ସ୍ୱାମୀ: ଗାଡ଼ିରୁ ପଡିଯାଇଛି, ଅକ୍ସୀଡେଣ୍ଟ ହୋଇଯାଇଛି ହସ୍ପିଟାଲକୁ ଯାଉଛି !!

ସ୍ତ୍ରୀ: ଧ୍ୟାନ ରଖିବ, ଟିଫିନ ବଙ୍କା କରିବନି, ଡାଲି ଢାଳିଯିବ !!

୩. ଖଣ୍ଡା ଯୁଧ୍ୟର ପ୍ରତିଯୋଗୀତା ଚାଲିଥିଲା

ଗୋଟେ ଚାଇନୀଜ ଚୁଟିକୁ ଦୁଇ ଫାଳ କରିଦେଲା ।

ଏକ ଜାପାନୀଜ ଉଡୁଥିବା ମାଛିର ମୁଣ୍ଡ କାଟିଦେଲା ।

ସେହି ସମୟରେ ରଜନୀକାନ୍ତ ମାଛି ଉଡେଇଲା ଖଣ୍ଡା ବୁଲେଇଲା ହେଲେ ମାଛି ଉଡୁଥିଲା ।

ଜାପାନୀଜ- ମାଛି ତ ଉଡୁଛନ୍ତି ?

ରଜନୀକାନ୍ତ ସ୍ମାଇଲ ଦେଇ- ଉଡୁଛି ହେଲେ କେବେ ସେ ବାପା ହେଇ ପାରିବ ନାହିଁ ।

୪. ବିବାହର ଗୋଟିଏ ଦିନ ପରେ ସ୍ଵାମୀ ସ୍ତ୍ରୀ ବସି ଚା ପିଉ ଥିଲେ ।

ଅଚାନକ ସ୍ଵାମୀ ପଚାରିଲା,

‘ଗୋଟିଏ କଥା କୁହ, ବିବାହ ପୂର୍ବରୁ ତୁମର କେତେ ବୟଫ୍ରେନ୍ଡ ଥିଲେ ?’

ସ୍ତ୍ରୀ ଭିତରକୁ ଗଲା

ଓ ଗୋଟିଏ ଡବା ଧରି ଆସିଲା

ଯେଉଁଥିରେ ଚାଉଳର କିଛି ଦାନା

ଓ ୨୦୦ ଟଙ୍କା ରଖା ହୋଇ ଥିଲା ।

ସ୍ଵାମୀ – ଏହା କଣ ଅଟେ ?

ସ୍ତ୍ରୀ – ମୁଁ ଯେତେବେଳେ ବି ନୂଆ ବୟଫ୍ରେନ୍ଡ କରୁଥିଲି

ସେତେବେଳେ ଗୋଟିଏ ଚାଉଳର ଦାନା

ଏହି ଡବା ଭିତରେ ରଖୁଥିଲି ।

ଏହା ଶୁଣି ସ୍ଵାମୀ ଚାଉଳ ଗଣିବାକୁ ଲାଗିଲା ।

ମୋଟ ୭ଟି ଚାଉଳର ଦାନା ବାହାରିଲା ।

ସ୍ଵାମୀ – ମାତ୍ର ୭ଟି ଅଛି, ଆଜିକାଲି ଏତିକି ସବୁ ଝିଅର ଥାଏ ।

କିନ୍ତୁ ଏହି ୨୦୦ ଟଙ୍କା କଣ ପାଇଁ ?

ସ୍ତ୍ରୀ – ଚାରି କିଲୋ ଚାଉଳ ବିକ୍ରି କରି ଦେଇ ଥିଲି ।

ସ୍ଵାମୀ କୋମାରେ………..

୫. ଶାଳି ବାଥରୁମ ରୁ ଗାଧେଇ ବାହାରିଲା ତ ତା’ର ଭିଣେଇ ତାକୁ ଦେଖୁଥିଲା

ଶାଳି ରୋମାଣ୍ଟିକ ଅନ୍ଦାଜ ରେ କହିଲା କି କଣ କରିବାର ଇରାଦା ଅଛି,

ଭିଣେଇ ପାଖକୁ ଆସି ତାକୁ ଜୋର ଜୋର ରେ ଦି ଟା ଚାପୁଡା ମାରିଲା,

କହିଲା – ତୁ ମୋ ଗରମ ପାଣିରେ କାହିଁକି ଗାଧେଇଲୁ…

୬. ଗପୁ ନିଜ ସ୍ତ୍ରୀ ର ଅଫିସ କୁ ଗଲା

ତ ସେ ଦେଖିଲା କି ସେ ନିଜ ବସ ର କୋଳରେ ବସିଛି

ଗପୁ କହିଲା – ଚାଲ ଗୋପିକା, ଘରକୁ ଚାଲ

ଏମିତି ଜାଗାରେ କାମ କରିବାର ନାହିଁ

ଯେଉଁଠି ଷ୍ଟାଫଙ୍କ ବସିବା ପାଇଁ ଚେୟାର ବି ନାହିଁ

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *