ଅକ୍ଷୟ କୁମାରଙ୍କ ପୁଅ ଆରବ ବଲିଉଡର ଏହି ସୁପର ହିଟ ହିରୋଇନଙ୍କୁ ଦେଇ ବସିଲେ ନିଜ ହୃଦୟ

ବର୍ତ୍ତମାନ ଷ୍ଟାର କିଡ୍ସ ମାନେ ବହୁତ ଚର୍ଚାରେ ଅଛନ୍ତି । କେତେକ ଷ୍ଟାରକିଡ୍ସ ବଲିଉଡରେ ଡେବ୍ୟୁ କରିବାର ପ୍ରସ୍ତୁତି କରୁଥିବା ବେଳେ ଅନ୍ୟ କେତେକ ଷ୍ଟାର କିଡ୍ସ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ବିଷୟରେ କହିବାକୁ ଯାଉଛୁ । ଅକ୍ଷୟ କୁମାରଙ୍କ ପୁଅ ଆରବ ବର୍ତ୍ତମାନ ଚର୍ଚାରେ ଅଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଅଭିନେତା ଅକ୍ଷୟ କୁମାର ୯୦ ଦଶକରୁ ବଲିଉଡରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପ୍ରାୟ ସମସ୍ତ ଫିଲ୍ମ ସୁପର ହିଟ ରହିଛି । ସୁପର ଷ୍ଟାର ଅଭିନେତା ମାନଙ୍କ ଗଣନାରେ ଅକ୍ଷୟ କୁମାରଙ୍କ ନାମ ଆସିଥାଏ । ଅକ୍ଷୟ କୁମାର ଗୋଟେ ବର୍ଷରେ ୩ ରୁ ୪ ଟି ଫିଲ୍ମ କରିବାର କଣ୍ଟ୍ରାକ୍ଟ ନେଇଥାନ୍ତି । ଯାହାଫଳରେ ସେ ବହୁତ ଟଙ୍କା କମାଇ ଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଅକ୍ଷୟ କୁମାରଙ୍କ ପୁଅ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଅକ୍ଷୟ କୁମାରଙ୍କର ଗୋଟେ ପୁଅ ଓ ଗୋଟେ ସାନ ଝିଅ ଅଛି । ଅକ୍ଷୟଙ୍କ ପୁଅର ନାମ ହେଉଛି ଆରବ । ଆରବଙ୍କୁ ବର୍ତ୍ତମାନ ୧୮ ରୁ ୧୯ ବର୍ଷ ବୟସ ହୋଇ ସାରିଛି । ଆରବଙ୍କ ଲୁକ ବହୁତ ସୁନ୍ଦର ଓ ଷ୍ଟାଇଲିସ ହୋଇଥିବାରୁ ଯେ କୌଣସି ଝିଅ ତାଙ୍କୁ ପ୍ରେମୀ କରିବାରେ ପଛେଇବେ ନାହିଁ । ଆରବ କୌଣସି ନା କୌଣସି କଥା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଆରବଙ୍କର ପ୍ରେମ ଜୀବନ ବିଷୟରେ କହିବୁ । ଆରବ ଏକ ଅଭିନେତ୍ରୀଙ୍କୁ ବହୁତ ଭଲ ପାଉଛନ୍ତି, ଯିଏ ହେଉଛନ୍ତି ବଲିଉଡର ଟପ୍ ଆକ୍ଟ୍ରେସ ମଧ୍ୟରୁ ଜଣେ । ଆରଭ ଏହା ବିଷୟରେ ନିଜେ କହି ମଧ୍ୟ ସାରିଛନ୍ତି ।


ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଇଏ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ । ଆପଣ ମାନେ ସମସ୍ତେ ଆଲିଆ ଭଟ୍ଟଙ୍କୁ ନିଶ୍ଚୟ ଜାଣିଥିବେ । ବହୁତ କମ ବୟସରେ ଆଲିଆ ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଆରଭ କୁମାର ଆଲିଆ ଭଟ୍ଟଙ୍କୁ ବହୁତ ଭଲ ପାଉଛନ୍ତି । ଆରଭ କହିଛନ୍ତି ଯେ, ଆଲିଆ ଭଟ୍ଟଙ୍କୁ ସେ ବହୁତ ପସନ୍ଦ କରନ୍ତି । ଆଲିଆଙ୍କ ସୁନ୍ଦରତା ଆରଭଙ୍କୁ ବହୁତ ଆକର୍ଷିତ କରିଛି । ଆରବ ଆଲିଆଙ୍କ ସମସ୍ତ ଫିଲ୍ମକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି ।

ଆରଭ ଆଲିଆଙ୍କୁ ଡେଟରେ ନେବା ପାଇଁ ମଧ୍ୟ ଚାହୁଁଛନ୍ତି । ଆଲିଆଙ୍କର ପ୍ରାୟ ଅଧିକାଂଶ ଫିଲ୍ମ ସୁପର ହିଟ ରହିଛି । ଆଲିଆଙ୍କ ଲୋକପ୍ରିୟତା ବହୁତ ଅଧିକ । ଆରଭ ଓ ଆଲିଆଙ୍କ ଚର୍ଚା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ହେଉଛି । ଆଲିଆଙ୍କ ପରି ଆରଭ ମଧ୍ୟ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାର ଖବର ମିଳିଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *