ଓଡିଆ ଜୋକ୍ସ: ଚାକରାଣୀ କହିଲା- ମେମ ସାହାବ, ମୁଁ ଗର୍ଭବତୀ ଅଛି, ମତେ ଲାମ୍ବା ଛୁଟି ଦରକାର, ମାଲିକାଣୀ- ଆରେ ! ବାଃ ବହୁତ ବଢିଆ…

ନିଜକୁ ଷ୍ଟ୍ରେସ ଠାରୁ ଦୂରେଇ ରଖିବା ପାଇଁ ସବୁଠୁ ଭଲ ଉପାୟ ହେଲା ଖୁସିରେ ରହିବା । ଏଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ୍ସ ଆଣି ଆସିଛୁ ଯାହାକୁ ପଢିଲେ ଆପଣ ହସି ହସି ଗଡିଯିବେ ।

double meaning jokes ନେଇ ଲୋକମାନଙ୍କ ମନରେ ବହୁତ ଧାରଣା ଅଛି । double meaning jokes ର ଅର୍ଥ ହେଲା କୌଣସି ଶବ୍ଦ ର ଭିନ୍ନ ଭିନ୍ନ ମାନେ ରହିଥାଏ । ମାନେ ଆମେ ଯଦି କୌଣସି ଶବ୍ଦକୁ କୌଣସି ଗୋଟିଏ ପ୍ରକାରରେ ବ୍ୟକ୍ତ କରିଛୁ ତେବେ ତାହାକୁ ଅନ୍ୟ ବ୍ୟକ୍ତି ଅନ୍ୟ ପ୍ରକାରରେ ବୁଝିଥାଏ । ଏହା କେବଳ ଲୋକଙ୍କୁ ହସାଇବା ପାଇଁ ଆଉ କିଛି ନୁହେଁ ।

୧. ଗୋଟିଏ ଝିଅ ଶୁନଶାନ ସଡକରେ ଏକୁଟିଆ ଠିଆ ହେଇଛି

ଅଚାନକ ଏକ ବାଇକ ବାଲା ଆସିଲା ।

ପୁଅ- ଲିଫ୍ଟ ଦରକାର ??

ଝିଅ – ଓକେ

ପୁଅ- ତା’ ବଦଳରେ ମତେ କଣ ମିଳିବ

ଝିଅ- ଯାହା ତୁମେ ଚାହିଁବ

ପୁଅ- ଓକେ ୧୦୦ ଟଙ୍କାର ପେଟ୍ରୋଲ ପକେଇଦବ ।

ଝିଅ- ଚଲ ହଟ, ପଳା ଏଠୁ

ଓ ହୋଃ କି ମହଙ୍ଗା ଜମାନା

୨. ଝିଅଟି ବହୁତ ମେକପ କରି ଡାକ୍ତରଙ୍କ ପାଖକୁ ଗଲା

ଡାକ୍ତର – ଆପଣଙ୍କର କଣ ହେଇଛି ?

ଝିଅ- ମୁଁ ତ କେତେ ସୁନ୍ଦର ଲାଗୁଛି

କିନ୍ତୁ ମତେ ଏହା ଜାଣିବାର ଅଛି କି ଏହି ଅସୁନ୍ଦର ଝିଅମାନେ କେମିତି ଜନ୍ମ ହେଇଥାନ୍ତି ?

ଡାକ୍ତର- ଏହି କଥାର ଜବାବ ତ ତୁମ ମା ଙ୍କ ଠାରୁ ଅଧିକ କେହି ଦେଇ ପାରିବେ ନାହିଁ ।

୩. ସ୍ତ୍ରୀ- କିଛି ବର୍ଷ ପୂର୍ବରୁ ମୋ ଫିଗର ପେପ୍ସି ବୋତଲ ପରି ଥିଲା

ସ୍ଵାମୀ – ଏବେ ତ ତୁମର ସେଇଆ ଅଛି ।

ସ୍ତ୍ରୀ- ସତରେ

ସ୍ଵାମୀ- ଆଗରୁ ବୋତଲ ୩୦୦ ml ର ଥିଲା ଓ ଆଜି ୨ ଲିଟର ର ଅଟେ ।

୪. ଗର୍ଲଫ୍ରେଣ୍ଡ- ଏବେ ଆମେ ବହୁତ ବଦନାମ ହେଇ ଯାଇଛୁ

ଏବେ ଆମକୁ ବାହା ହେଇ ଯିବାକୁ ପଡିବ

ବୟଫ୍ରେଣ୍ଡ- କିନ୍ତୁ ତୁ କହ ଏତେ ବଦନାମି ପରେ ଆମକୁ କିଏ ବାହା ହେବ ?

୫. ସ୍କୁଲରେ ଟିଚର ପିଲାମାନଙ୍କୁ

ଟିଚର- ଆଜି କିଛି ମଜାଦାର ପହେଲି ପଚାରିବି ଜବାବ ଭାବି ଚିନ୍ତି ଦବ

ପିଲାମାନେ- ଆଜ୍ଞା ମ୍ୟାଡମ

ଟିଚର- ଏମିତି କେଉଁ ପାନ ଅଛି ଯାହାକୁ ଖିଆଯାଏ ନାହିଁ ।

ପପୁ ଜୋର ଜୋରରେ ପେଟକୁ ଧରି ହସିବାକୁ ଲାଗିଲା

ଟିଚର- କଣ ହେଲା ପପୁ ଏତେ ହସୁଛୁ କାହିଁକି ?

ପପୁ- ଆପଣ ବି କେମିତି କେମିତି ପ୍ରଶ୍ନ କରୁଛନ୍ତି …ସ୍ତନପାନ

ଟିଚର- କୂଳାଙ୍ଗାର

୬. ବାହାଘର ପରେ ସ୍ତ୍ରୀ ସହିତ ଭଲ ପାଇବା ଦେଖାଇବା ପାଇଁ I Love You ଠାରୁ ବି ଆହୁରି ଭଲ ଶବ୍ଦ ଅଛି
.
.
.
ଆଣ, ଆଜି ବାସନ ମୁଁ ମାଜି ଦଉଛି

୭. ଚାକରାଣୀ କହିଲା- ମେମ ସାହାବ

ମୁଁ ଗର୍ଭବତୀ ଅଛି,

ମତେ ଲାମ୍ବା ଛୁଟି ଦରକାର

ମାଲିକାଣୀ- ଆରେ ! ବାଃ ବହୁତ ବଢିଆ

ଯାଆ…ଆଉ ନିଜ ଧ୍ୟାନ ରଖ

ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ

ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *