ଓଡିଆ ଜୋକ୍ସ: ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି, ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ, ସ୍ଵାମୀ- ଠିକ ଅଛି କରିବା, କିନ୍ତୁ…

ନମସ୍କାର ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଥାଏ । ମଣିଷ ନିଜ ଜୀବନରେ ସବୁବେଳେ ଚିନ୍ତାରେ ରହୁଥିବା ବେଳେ ଖୁସିର ଆନନ୍ଦ ନେଇ ପାରୁ ନାହିଁ । ଆଜିଆମେ ଆପଣ ମାନଙ୍କ ମନକୁ ଖୁସି କରିବା ପାଇଁ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ଦିନେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବହୁତ ବଡ ଝଗଡା ହୋଇଗଲା, ସ୍ତ୍ରୀ ବହୁତ ବଡ କଥା ସ୍ଵାମୀକୁ କହିଦେଲା

ସ୍ଵାମୀ- ମୁ କହୁଛି ନିଜ କଥାକୁ ଫେରାଇ ନିଅ… ନ ହେଲେ ବହୁତ ଖରାପ ହେବ ଏହି କଥା

ସ୍ତ୍ରୀ- ନେବି ନାହିଁ..

ସ୍ଵାମୀ(ରାଗରେ)- ଶେଷ ଥର ପାଇଁ କହୁଛି ନିଜ କଥାକୁ ଫେରାଇ ନିଅ ମୁ ତମକୁ ୫ ମିନିଟ ଦେଉଛି ନ ହେଲେ…

ସ୍ତ୍ରୀ(ସାନ୍ତା ହୋଇ)- ଯଦି ମୁଁ ୫ ମିନିଟ ମଧ୍ୟରେ ନିଜ କଥାକୁ ନେବି ନାହିଁ ତା ହେଲେ..

ସ୍ଵାମୀ- ତା ହେଲେ ତମେ କୁହ ତମକୁ କେତେ ସମୟ ଦରକାର

୨. ଜଣେ ମହିଳାଙ୍କୁ ଏକ ବଡ କମ୍ପାନୀରେ ଚାକିରି ମିଳିଗଲା,

ଚାକିରି ମିଳିବା ପରେ କମ୍ପାନୀ ବାଲା ମହିଳା ଜଣଙ୍କୁ ଏକ ଭଲ ଫ୍ଲାଟ ମଧ୍ୟ ଦେଇଥିଲେ

ଏହା ପରେ ମହିଳା ଜଣକ ଏହି ସମସ୍ତ ସୂଚନା ନିଜ ସ୍ଵାମୀକୁ ଦେଇ ଫୋନରେ sms କରିଲା

ହେଲେ sms କରିବା ସମୟରେ ଭୁଲ ନମ୍ବର ପାଖକୁ ଏହି ସୁଚାନ ପଳେଇଲା…

ଯେଉଁ ଲୋକ ପାଖକୁ ଏହି ସୂଚନା ଯାଇଥିଲା ସେହି ଲୋକଟି ନିଜ ସ୍ତ୍ରୀର ଅନ୍ତିମ ସଂସ୍କାର କରି ଘରକୁ ଫେରୁଥିଲା ।

ସେହି ସମୟରେ ଏହି ମେସେଜକୁ ଦେଖି ଲୋକଟି ବେହୋସ ହୋଇଗଲା ଓ ତାକୁ ହସ୍ପିଟାଲକୁ ନେବାକୁ ପଡିଥିଲା ।

ଏମିତି smsରେ ଲେଖା ହୋଇଥିଲା- ମୁ ଠିକ ଠାକ ଏଠାକୁ ପହଞ୍ଚି ସାରିଛି ଓ ରହିବା ପାଇଁ ଏଠାରେ ଏକ ଭଲ ସ୍ଥାନ ମଧ୍ୟ ମିଳିସାରିଛି…

ତମେ ଚିନ୍ତା କରିବନି ହେଲା ମୁ ୧ ରୁ ୨ ଦିନ ମଧ୍ୟରେ ତମକୁ ଏହି ଜାଗାକୁ ନେଇ ଆସିବି

୩. ଦିନେ ବହୁତ ବର୍ଷାରେ ଜଣେ ଲୋକ ସଂପୂର୍ଣ୍ଣ ଓଦା ହୋଇ ଯାଉଥିଲା

ସେହି ସମୟରେ ଏକ ମହିଳା ଛତା ନେଇ ଯାଉଥିଲା

ମହିଳା ଜଣକ ଲୋକକୁ ଦେଖି କହିଲା- ଆପଣ ମୋ ଛତା ତଳକୁ ଆସିଯାନ୍ତୁ,

ଲୋକ- ନା ଭଉଣୀ ତମେ ଯାଅ, ମୁ ପଳେଇବି

ଆପଣ ମାନେ ଭାବୁଥିବେ କେତେ ଭଦ୍ରଲୋକ ଜଣକ ଥିଲା ସେ,

ହେଲେ ଅସଲ କଥା ହେଉଛି ପଛରେ ତାର ସ୍ତ୍ରୀ ଆସୁଥିଲା ସେଥିପାଇଁ ସେ ଏହି ମଉକାଟିକୁ ହାତ ଛଡା କରିଦେଲା

୪. ରାତିରେ ସ୍ଵାମୀ ସ୍ତ୍ରୀ ଝଗଡା କରି ଶୋଇପଡିଲେ..

ସଖାଳେ ସ୍ଵାମୀ ନିଜ ସ୍ତ୍ରୀ ପାଇଁ ଗରମ ଗରମ କ୍ଷୀର ନେଇ ଆସିଲା ।

ସ୍ତ୍ରୀ- ତା ହେଲେ ତମେ ମତେ ଏମିତି କ୍ଷୀର ଦେଇ ଭୁଲ ମାଗିବା ପାଇଁ ଚାହୁଁଛ ?

ସ୍ଵାମୀ- କିଏ କହିଲା ମୁ ଭୁଲ ମାଗିବି, ଆଜି ନାଗପଞ୍ଚମୀ ତ, ନେ ନାଗୁଣୀ କ୍ଷୀର ପିଇଦେ

ଏହା କହି ସ୍ଵାମୀ ନିଜ ଅଫିସକୁ ଚାଲିଗଲା ଓ ଫୋନ କରି ସ୍ତ୍ରୀକୁ ପଚାରିଲା- ଆଜି ଖାଇବାରେ କଣ ବନେଇଛ ?

ସ୍ତ୍ରୀ- ବିଷ ଅଛି ଆସ

ସ୍ଵାମୀ- ତାକୁ ତମେ ଖାଇଦିଅ… ମୁ ଟିକେ ଆଜି ଲେଟରେ ଯିବି ଆଉ ହଁ ଖାଇକି ମଧ୍ୟ ଯିବି ।

 

୫. ସ୍ଵାମୀ ସ୍ତ୍ରୀକୁ- ତମ କେଶ କେତେ ସୁନ୍ଦର…

ସ୍ତ୍ରୀ- ଛାଡ ନା…

ସ୍ଵାମୀ- ତମ ଓଠ କେତେ ଲାଲ ହେଇଛି

ସ୍ତ୍ରୀ- ଛାଡ ନା ମତେ

ସ୍ଵାମୀ- ତମ ଆଖି କେତେ ସୁନ୍ଦର…

ସ୍ତ୍ରୀ- ଛାଡ ନା ମତେ ପ୍ଳିଜ

ସ୍ଵାମୀ- ଆରେ ଏତେ ବଡ ବଡ ତ ଛାଡୁଛି ତମ ପାଇଁ ଆଉ କେତେ ଛାଡିବି

୬. ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି

ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ,

ସ୍ଵାମୀ- ଠିକ ଅଛି କରିବା, କିନ୍ତୁ

ପୋଜିସନ ବଦଳେଇ, ଏ ଥର ତଳେ ତୁମେ ଶୋଇବ ଓ ମୁଁ ଖଟ ଉପରେ ଏକୁଟିଆ ଶୋଇବି

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *