ନିଜକୁ ଷ୍ଟ୍ରେସ ଠାରୁ ଦୂରେଇ ରଖିବା ପାଇଁ ସବୁଠୁ ଭଲ ଉପାୟ ହେଲା ଖୁସିରେ ରହିବା । ଏଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ୍ସ ଆଣି ଆସିଛୁ ଯାହାକୁ ପଢିଲେ ଆପଣ ହସି ହସି ଗଡିଯିବେ ।
double meaning jokes ନେଇ ଲୋକମାନଙ୍କ ମନରେ ବହୁତ ଧାରଣା ଅଛି । double meaning jokes ର ଅର୍ଥ ହେଲା କୌଣସି ଶବ୍ଦ ର ଭିନ୍ନ ଭିନ୍ନ ମାନେ ରହିଥାଏ । ମାନେ ଆମେ ଯଦି କୌଣସି ଶବ୍ଦକୁ କୌଣସି ଗୋଟିଏ ପ୍ରକାରରେ ବ୍ୟକ୍ତ କରିଛୁ ତେବେ ତାହାକୁ ଅନ୍ୟ ବ୍ୟକ୍ତି ଅନ୍ୟ ପ୍ରକାରରେ ବୁଝିଥାଏ । ଏହା କେବଳ ଲୋକଙ୍କୁ ହସାଇବା ପାଇଁ ଆଉ କିଛି ନୁହେଁ ।
୧. ଗୋଟିଏ ଝିଅ ଶୁନଶାନ ସଡକରେ ଏକୁଟିଆ ଠିଆ ହେଇଛି
ଅଚାନକ ଏକ ବାଇକ ବାଲା ଆସିଲା ।
ପୁଅ- ଲିଫ୍ଟ ଦରକାର ??
ଝିଅ – ଓକେ
ପୁଅ- ତା’ ବଦଳରେ ମତେ କଣ ମିଳିବ
ଝିଅ- ଯାହା ତୁମେ ଚାହିଁବ
ପୁଅ- ଓକେ ୧୦୦ ଟଙ୍କାର ପେଟ୍ରୋଲ ପକେଇଦବ ।
ଝିଅ- ଚଲ ହଟ, ପଳା ଏଠୁ
ଓ ହୋଃ କି ମହଙ୍ଗା ଜମାନା
୨. ଝିଅଟି ବହୁତ ମେକପ କରି ଡାକ୍ତରଙ୍କ ପାଖକୁ ଗଲା
ଡାକ୍ତର – ଆପଣଙ୍କର କଣ ହେଇଛି ?
ଝିଅ- ମୁଁ ତ କେତେ ସୁନ୍ଦର ଲାଗୁଛି
କିନ୍ତୁ ମତେ ଏହା ଜାଣିବାର ଅଛି କି ଏହି ଅସୁନ୍ଦର ଝିଅମାନେ କେମିତି ଜନ୍ମ ହେଇଥାନ୍ତି ?
ଡାକ୍ତର- ଏହି କଥାର ଜବାବ ତ ତୁମ ମା ଙ୍କ ଠାରୁ ଅଧିକ କେହି ଦେଇ ପାରିବେ ନାହିଁ ।
୩. ସ୍ତ୍ରୀ- କିଛି ବର୍ଷ ପୂର୍ବରୁ ମୋ ଫିଗର ପେପ୍ସି ବୋତଲ ପରି ଥିଲା
ସ୍ଵାମୀ – ଏବେ ତ ତୁମର ସେଇଆ ଅଛି ।
ସ୍ତ୍ରୀ- ସତରେ
ସ୍ଵାମୀ- ଆଗରୁ ବୋତଲ ୩୦୦ ml ର ଥିଲା ଓ ଆଜି ୨ ଲିଟର ର ଅଟେ ।
୪. ଗର୍ଲଫ୍ରେଣ୍ଡ- ଏବେ ଆମେ ବହୁତ ବଦନାମ ହେଇ ଯାଇଛୁ
ଏବେ ଆମକୁ ବାହା ହେଇ ଯିବାକୁ ପଡିବ
ବୟଫ୍ରେଣ୍ଡ- କିନ୍ତୁ ତୁ କହ ଏତେ ବଦନାମି ପରେ ଆମକୁ କିଏ ବାହା ହେବ ?
୫. ସ୍କୁଲରେ ଟିଚର ପିଲାମାନଙ୍କୁ
ଟିଚର- ଆଜି କିଛି ମଜାଦାର ପହେଲି ପଚାରିବି ଜବାବ ଭାବି ଚିନ୍ତି ଦବ
ପିଲାମାନେ- ଆଜ୍ଞା ମ୍ୟାଡମ
ଟିଚର- ଏମିତି କେଉଁ ପାନ ଅଛି ଯାହାକୁ ଖିଆଯାଏ ନାହିଁ ।
ପପୁ ଜୋର ଜୋରରେ ପେଟକୁ ଧରି ହସିବାକୁ ଲାଗିଲା
ଟିଚର- କଣ ହେଲା ପପୁ ଏତେ ହସୁଛୁ କାହିଁକି ?
ପପୁ- ଆପଣ ବି କେମିତି କେମିତି ପ୍ରଶ୍ନ କରୁଛନ୍ତି …ସ୍ତନପାନ
ଟିଚର- କୂଳାଙ୍ଗାର
୬. ବାହାଘର ପରେ ସ୍ତ୍ରୀ ସହିତ ଭଲ ପାଇବା ଦେଖାଇବା ପାଇଁ I Love You ଠାରୁ ବି ଆହୁରି ଭଲ ଶବ୍ଦ ଅଛି
.
.
.
ଆଣ, ଆଜି ବାସନ ମୁଁ ମାଜି ଦଉଛି
୭. ଚାକରାଣୀ କହିଲା- ମେମ ସାହାବ
ମୁଁ ଗର୍ଭବତୀ ଅଛି,
ମତେ ଲାମ୍ବା ଛୁଟି ଦରକାର
ମାଲିକାଣୀ- ଆରେ ! ବାଃ ବହୁତ ବଢିଆ
ଯାଆ…ଆଉ ନିଜ ଧ୍ୟାନ ରଖ
ଚାକରାଣୀ- ଧ୍ୟାନ ତ ତୁମେ ନିଜର ରଖ, ମେମ ସାହବ
ଆଜିକାଲି ସାହବ ଙ୍କ ନସବନ୍ଦି ଅପରେଶନ ଫେଲ ଯାଇଛି
ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ