‘ମୁଁ ତାକୁ ବହୁତ ବୁଝେଇଥିଲି, ହେଲେ ସେ ମୋ ଫଟୋ ଦେଖି ପୁରା ଫସିଗଲା…’ ଝିଅ ଭାବି ବାହା ହେଲା, ଓଢ଼ଣା ଭିତରୁ ବାହାରିଲା ପୁଅ, ନିଜ ସଫେଇରେ କଣ କହୁଛନ୍ତି ଶୁଣନ୍ତୁ…ଦେଖନ୍ତୁ Video

ବନ୍ଧୁଗଣ ଅନଲାଇନ ଲଭ କରିବା ଜଣଙ୍କ ଉପରେ ଭାରି ପଡିଯାଇଛି । ଫେସବୁକରେ ପ୍ରେମ କରି ଫସିଯାଇଛନ୍ତି ଜଣେ ପ୍ରେମିକ । ପ୍ରେମିକ ଫେସବୁକରେ ଜଣେ ଯୁବକଙ୍କୁ ଯୁବତୀ ଭାବି ପ୍ରେମ କରିଥିଲେ ଏମିତି କି ବିବାହ ବି କରିଥିଲେ । ହେଲେ ବିବାହ ପରେ ସେ ଜାଣିବାକୁ ପାଇଥିଲେ ସେ ଯାହାକୁ ବାହା ହୋଇଛନ୍ତି ସେ ଅସଲରେ ଜଣେ ପୁରୁଷ । ଭଦ୍ରକ ଜିଲ୍ଲା ବାସୁଦେବ ପୁର ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ।

ବନ୍ଧୁଗଣ ବୋହୁ ହୋଇଥିବା ଯୁବକ ଜଣକ ଗଣମାଧ୍ୟମ ସାମ୍ନାରେ ଘଟଣା ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି-‘ମୁଁ ପ୍ରଥମେ ମ୍ଯାସେଞ୍ଜର ଖୋଲି ଥିଲି ଏ ମୋ ସହ ଚାଟିଙ୍ଗ କରିଥିଲା । ପ୍ରାୟ 100ଟା ଚାଟିଙ୍ଗରେ ସେ ମୋତେ ବାରମ୍ବାର ନମ୍ବର ମାଗିଥିଲା । ମୁଁ ଯେତେବେଳେ ନମ୍ବର ନ ଦେଲି ସେ ମୋତେ ଡାଇରେକ୍ଟ ମ୍ଯାସେଞ୍ଜରରେ କଲ୍ କରିଲା ।

ସେ କଲ୍ କରି କହିଲା ଏମିତି ମୋର ପରିସ୍ଥିତି ମୋର ମା ଅଛି ବାପା ନାହିଁ ଆଉ ତୁ ଆମ ଘରକୁ ଆସିବୁ ।ମୁଁ କହିଲି ମୋ ଠାରୁ ଭଲ ଝିଅ ମୁଁ ତୋ ପାଇଁ ଦେଖିଦେବି । ମୁଁ ତାକୁ ବହୁତ ବୁଝେଇ ଥିଲି ହେଲେ ଏ ମୋର ଫଟୋ ଦେଖି ପୁରା ଫସିଯାଇଛି । ମୁଁ ଆସୁଛି ଗାଡିରେ ମୁଁ ତାକୁ କହିଲି ମୋ ଠାରୁ ଭଲ ଝିଅ ଦେଖି କି ଦେବି । ତାକୁ ମୁଁ ବହୁତ ବୁଝେଇଛି ହେଲେ ସେ ମୋ କଥା ଶୁଣି ନାହିଁ ।

ଏଠି ମୁଁ କାଲି ଆସିବା ପରେ ସବୁ ମୋର ଚେକ୍ ଚାକ୍ କରିଲେ । ସତ ଜଣା ପଡିବା ପରେ ସେ କହିଲା ତୁ ତୋର ଘର ଲୋକଙ୍କୁ ଡାକି ପଳେଇ ଯା ମୁଁ ଏବି ଏଠୁ ପଳେଇବି । କାଲି ଆସିବା ବେଳେ ମୁଁ ଏମିତି ଡ୍ରେସ ପିନ୍ଧ ଆସିଥିଲି ଏମାନେ କହିଲେ ମୋତେ ବାହା ଘର କରିବା ପାଇଁ । ବାହାଘର ହେଲା ନାହିଁ ଖାଲି ଜଣଙ୍କ ଘରେ ଯାଇ ସିନ୍ଦୁର ଲଗାଇ ଦେଲା ।

ମୁଁ ମେହେନ୍ଦି ବହୁତ ଦିନ ଆଗରୁ କରିଥିଲି ଉଠି ଯାଇଛି ଏବେ । ଏଇଠି ଆସିବା ପରେ କାଲି ସକାଳୁ ଶାଢୀ ପିନ୍ଧାଇ ଦେଇଥିଲା । ବାହା ହେଇନି ତାର ବାପା ମରିଯାଇଛି ବର୍ଷିକା ଶେଷ ହେଇନି ହେଲେ ସେ ଏମିତି କାମ କରୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.