“ବର୍ଷା ତୁମକୁ ଲାଜ ଲାଗିବା କଥା, କେଉଁ ଅଧିକାରରେ ତୁମେ…’ କାନ୍ଦି କାନ୍ଦି ଓକିଲ ମୋନାଲିସା ଗନ୍ତାୟତ Varsha ଙ୍କୁ କାହିଁକି ଏମିତି ଛି ଛାକର କରି କହିଲେ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ କେବଳ ବର୍ଷା-ଅନୁଭବଙ୍କ ଚର୍ଚ୍ଚା ଜୋର ଧରିଛି । ଓଡିଆ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଗତ କିଛି ଦିନ ତଳେ ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ ସେ ବର୍ଷାଙ୍କୁ ନେଇ ନିଜର ଦୁଃଖ ପ୍ରକାଶ କରିଥିଲେ । ଅନୁଭବଙ୍କ ଭିଡିଓ ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଯାଇଛି । ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଆଇନଜୀବୀ ମୋନାଲିସା ଗନ୍ତାୟତ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମୋନାଲିସାଙ୍କ ମତରେ-‘ଆ ଠାରୁ ବଡ ଅତ୍ୟାଚାର କିଏ କରି ପାରିଛି ନା କୌଣସି ସ୍ତ୍ରୀ କରିବ । ଯେଉଁ ବର୍ଷା ପ୍ରିୟଦର୍ଶନୀ ମୋତେ ଦେଖୁଛନ୍ତି ସେ କହୁଛନ୍ତି ମୋନାଲିସା କଣ ତାଙ୍କର ଇଏ ।

ମୋନାଲିସା କାହା ସପକ୍ଷରେ ନାହିଁ । ମୋନାଲିସା ସବୁବେଳେ ଆଇନ ସପକ୍ଷରେ କଥା କହେ । ଆମେ କୌଣସି ପରିବାର ବିଷୟରେ ଯେତେବେଳେ କଥା କହିବା ତା ହେଲେ ଆମେ ତାଙ୍କ ପରିବାର ବିଷୟରେ ଜାଣିବା ନିହାତି ଦରକାର । ତେଣୁ ମୁଁ ଏଠି କହୁଛି ମୁଁ ଦୁଇଜଣଙ୍କ ସହ କଥା ହେଇଛି । ମୁଁ ବର୍ଷାଙ୍କ ସହ କଥା ହେଇଛି ଅନୁଭବଙ୍କ ସହ ମଧ୍ୟ କଥା ହେଇଛି । ମୁଁ କଥା ହେବା ପରେ ତଦନ୍ତ କରିଲି ସତରେ କିଏ ଏଠି ସତ କହୁଛି ଆଉ କିଏ ଏଠି ମିଛ କହୁଛି ।

ଏଠି ଭିକ୍ଟିମ କିଏ ଅଛି ଆଉ ଭିକ୍ଟିମ କାର୍ଡ କିଏ ଖେଳୁଛି ତେବେ ସେତେବେଳେ ମୁଁ ସତ ଜାଣିଲି ବର୍ଷା ପ୍ରିୟଦର୍ଶନୀ ଏଠି ଭିକ୍ଟିମ କାର୍ଡ ଖେଳୁ ଛନ୍ତି । ମୁଁ ଏବେ ବି କହୁଛି ବର୍ଷା ଯଦି ତମେ କାହାକୁ ଆରମ ଦେବାକୁ ଚାହୁଁଛ ତା ହେଲେ ଏହି ବିବାହକୁ ତମେ ଜାରି କରିପାରିବନି । କାରଣ ବିବାହର ପ୍ରଥମ ଦିନରୁ ତମେ ବିବାହ ଫାଉଣ୍ଡେସନ ପକେଇନ । ତମକୁ କଣ ଲାଗୁଛି ଏ ବାହାଘର ଗୋଟେ ଖେଳଘର ।

ଅନୁଭବ ଗୋଟେ କଥା କହିଲେ ମୋତେ ବହୁତ ଦୁଃଖ ଲାଗିଲା ସେ କହିଲେ ଯଦି ମୁଁ କନ୍ସିପ କରିପାରି ଥାନ୍ତି ତା ହେଲେ ମୁଁ କରିଦେଇଥାନ୍ତି । ମୋତେ କ୍ଷମା କର ମୋତେ ବହୁତ ଦୁଃଖ ଲାଗୁଛି । ଗୋଟେ ପୁଅଟେ ଏମିତି କଥା କହିବ ବର୍ଷା ତମକୁ ଲାଜ ଲାଗିବା କଥା’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *