ବେଡିଙ୍ଗ ବସ୍ତାନି ବାନ୍ଧିଲେ Tapaswini ! ନ୍ୟାୟ ପାଇଁ ଆସିକା ଛାଡି ବ୍ରହ୍ମପୁର ବାହାରିଲେ Tapaswini, ଏବେ କଣ ହେବ ତପସ୍ଵିନୀଙ୍କ ନେକ୍ସ୍ଟ ସ୍ଟେପ ? ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୁମିତଙ୍କ ବର୍ତ୍ତମାନ କୌଣସି ଠିକଣା ନାହିଁ । ସେ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ ସେ କେବେ ଫେରିବେ ଏହା ବିଷୟରେ କେହି କିଛି ବି ଜାଣି ନାହାନ୍ତି । ଅନ୍ୟ ପଟେ ସୁମିତଙ୍କ ପରିବାର ତରଫରୁ ବି ସୁମିତଙ୍କ ବିଷୟରେ କୌଣସି ସୂଚନା ନାହିଁ । ସୁମିତ ବି ସ୍ୱାସ୍ଥ୍ୟଗତ ସମସ୍ୟା କହି ଓ ଭଡା ଘର ଖୋଜୁଛନ୍ତି ବୋଲି କହିଛନ୍ତି । କୋର୍ଟ ୭ ଦିନ ତପସ୍ଵିନୀ ଓ ସୁମିତଙ୍କୁ ଏକ ଗେସ୍ଟହାଉସରେ ରହିବା ପାଇଁ ଆଦେଶ ଦେଇଥିଲେ ।

ଏହି ଆଦେଶକୁ ମାନି ଉଭୟ ଗୋଟିଏ ଗେସ୍ଟହାଉସରେ ରହିଲେ । କୋର୍ଟର ଆଦେଶ ଅନୁସାରେ ସେହି ସମୟରେ ସେମାନେ କୌଣସି ମିଡିଆ ସହ କଥାବାର୍ତ୍ତା କରି ପାରିବେ ନାହିଁ । ଗେସ୍ଟହାଉସରେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କିଛି ପୋଲିସ କର୍ମୀ ବି ଥିଲେ ।

କିନ୍ତୁ ଯେମିତି ହିଁ ୭ ଦିନ ପୁରା ହୋଇଛି ଓ କୋର୍ଟ ପୁଣି ଥରେ ଆଦେଶ ଦେଲେ କି ଦୁଇ ଜଣ ଏକାଠି ରହିବେ । ଏହି ଆଦେଶକୁ ମାନି ସୁମିତ ଭଡା ଘର ବି ଖୋଜୁଥିଲେ । କିନ୍ତୁ ଅଚାନକ ସୁମିତ କେଉଁ ସ୍ଥାନକୁ ଚାଲିଗଲେ । ଶେଷରେ ଆଜି ତପସ୍ଵିନୀ ଏହି ଗେସ୍ଟହାଉସ ଛାଡି ଦେଇଛନ୍ତି । ଯାହାର କି ଏକ ଭିଡିଓ ବି ସାମ୍ନାକୁ ଆସୁଛି । ଯେଉଁଥିରେ ଦେଖି ପାରିବେ କି ତପସ୍ଵିନୀ ନିଜର ସମସ୍ତ ବ୍ୟାଗକୁ ନେଇ କାର ମଧ୍ୟରେ ରଖୁଛନ୍ତି ।

ସେ ଗେସ୍ଟହାଉସରେ କାମ କରୁଥିବା ସମସ୍ତଙ୍କୁ ବୁଲି ବୁଲି ହାତ ଯୋଡି ନମସ୍କାର କରିବା ସହ ତାଙ୍କୁ ଧନ୍ୟବାଦ କହିଛନ୍ତି । ଯେଉଁମାନେ କି ତାଙ୍କୁ ଏତେ ଦିନ ହେଲା ସାହାର୍ଯ୍ୟ ଓ ସେବା କରୁଥିଲେ । ତପସ୍ଵିନୀଙ୍କ ଗେସ୍ଟହାଉସ ଅଧ୍ୟାୟ ସମାପ୍ତ ହୋଇ ଯାଇଛି । ବର୍ତ୍ତମାନ ତାଙ୍କ ଜୀବନରେ ପୁଣି ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ତାଙ୍କ ଜୀବନରେ ବହୁତ ମୋଢ ଆସିସାରିଛି ।

ବର୍ତ୍ତମାନ ଆଗକୁ କଣ ହେବ ଏହା କେବଳ ସମୟ ହିଁ କହିବ । କୁହାଯାଉଛି କି ତପସ୍ଵିନୀ ଗେସ୍ଟହାଉସ ଛାଡି ବ୍ରହ୍ମପୁର ନିଜ ଘରକୁ ଚାଲିଯିବେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ଜଣା ପଡି ନାହିଁ । ଅନ୍ୟ ପଟେ SDGM କୋର୍ଟ ଆଜି ଏହି ମାମଲାରେ ନିଜର ଶୁଣାଣୀ ଦେବେ । ହିଁ ତପସ୍ଵିନୀ ଆଗକୁ କୌଣସି ପଦକ୍ଷେପ ନେବେ ।

Leave a Reply

Your email address will not be published. Required fields are marked *