‘ଏ କି ପ୍ରେମ ହୋ ! ସେମାନେ ତ ଖାଲି ଛଡାଛଡି ହେଉଛନ୍ତି ହେଲେ …’ ସୁମିତ-ତପସ୍ଵିନୀ ମାମଲାରେ ମିଡିଆ ଆଗରେ ପୁଣି ଥରେ ମୁହଁ ଖୋଲିଲେ Sura Routray, ଦେଖନ୍ତୁ Video

କହିବାକୁ ଗଲେ କିଛି ଦିନ ତଳେ ଲାଗୁ ଥିଲା କି ତପସ୍ଵିନୀ ଓ ସୁମିତ ପୁଣି ଥରେ ଏକ ସୁଖର ସଂସାର ଗଢିବେ । କିନ୍ତୁ ବର୍ତ୍ତମାନ ଦେଖା ଯାଉଛି କି ଦୁଇ ଜଣ ଅଲଗା ହୋଇ ଗଲେଣି । କହିବାକୁ ଗଲେ କୋର୍ଟର ନିଷ୍ପତି ପରେ ଦୁଇ ଜଣ ଏକ ସରକାରୀ ବାସଭବନରେ ୭ ଦିନ ଏକାଠି ରହିଲେ । ଏହା ପରେ କୋର୍ଟ ସୁମିତଙ୍କୁ ଆଦେଶ ଦେଇ ଥିଲେ କି ସେ ତପସ୍ଵିନୀଙ୍କୁ ନିଜ ସହିତ ରଖିବା ପାଇଁ । କିନ୍ତୁ ଏହା ମଧ୍ୟରେ ଏକ ଅଦ୍ଭୁତ ଘଟଣା ଘଟିଗଲା ।

ଅଚାନକ ସୁମିତ କେଉଁଠାକୁ ଚାଲି ଗଲେ । ନା ହିଁ ତାଙ୍କର କୌଣସି ଖବର ମିଳିଲା ଓ ନା ହିଁ ତାଙ୍କର ଫୋନ ଲାଗୁ ଥିଲା । ଏମିତିରେ ପ୍ରଶାସନ ଠାରୁ ଆରମ୍ଭ କରି ତପସ୍ଵିନୀ ସମସ୍ତେ ସୁମିତଙ୍କୁ ଖୋଜିବାରେ ଲାଗିଥିଲେ । କିନ୍ତୁ ଏହା ପଛରେ ସୁମିତ ସାମ୍ନାକୁ ଆସିଲେ ଓ ସେ କୋର୍ଟରେ ଡିଭର୍ସ ଫାଇଲ କରିଛନ୍ତି । ଯାହାକି ଏହି କେସକୁ ଏକ ନୂଆ ମୋଡ ଦେଉଛି ।

ଅନ୍ୟ ପଟେ ତପସ୍ଵିନୀଙ୍କୁ ସେହି ଗେଟହାଉସରୁ ବି ବାହାରି ଆସିଛନ୍ତି । ତପସ୍ଵିନୀଙ୍କ କହିବା ଅଟେ କି କୋର୍ଟ ଉପରେ ତାଙ୍କର ବିଶ୍ଵାସ ଅଛି । ସବୁବେଳେ ସତର ବିଜୟ ହୋଇଛି ଓ ଆଜି ବି ସତର ବିଜୟ ହେବ । ମୋତେ ନିଶ୍ଚିତ ରୂପରେ ନ୍ୟାୟ ମିଳିବ ।ବର୍ତ୍ତମାନ ମୋ ପାଖରେ ନା ହିଁ ଘର ଅଛି ଓ ନା ହିଁ ଟଙ୍କା । ମୋର ବର୍ତ୍ତମାନ ଘର ହେଉଛି ମୋର ଶାଶୁଘର ।

ମୁଁ ନିଶ୍ଚିତ ରୂପରେ ମୋର ସାସୁ ଘର ଫେରିବି । ଏମିତିରେ ଯେତେବେଳେ ଏହି ଖବର ସାମ୍ନାକୁ ଆସିଲା ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହା ଉପରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି କି ଦୁଇ ଜଣ ତ ଛଡାଛଡି ହେଉଛନ୍ତି ଓ ଯୋଡାଯୋଡି ହେଉ ନାହାନ୍ତି । ଏହା ବହୁତ ବଡ ଦୁଃଖର ବିଷୟ ଅଟେ । କୋର୍ଟର ଜଜ ଯେଉଁ ନିଷ୍ପତି ଶୁଣାଇ ଥିଲେ ସେଥିରେ ମୁଁ ବହୁତ ଖୁସି ହୋଇଥିଲି ।

କହିବାକୁ ଗଲେ ସୁର ରାଉତରାୟ ସବୁବେଳେ ସବୁ ସାମାଜିକ ବିଷୟ ଉପରେ ନିଜର ମନ୍ତବ୍ୟ ଦେଇଥାନ୍ତି ଓ ସେ ଏହି ମାମଲାରେ ଆରମ୍ଭରୁ ହିଁ ନିଜର ମନ୍ତବ୍ୟ ଦେଉଛନ୍ତି । ତେବେ ଏହି ମାମଲାରେ ଆପଣଙ୍କ ମତ କଣ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *