ନୂଆବର୍ଷ 2024 ଦିନ ଘରକୁ ଆଣନ୍ତୁ ଏହି 1 ଜିନିଷ, ପୁରା ବର୍ଷ ଧନ ପ୍ରାପ୍ତି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ନବବର୍ଷ 2024 ର ଅନେକ ଅନେକ ଶୁଭକାମନା ଓ ଅଭିନନ୍ଦନ । ପ୍ରତେକ ବ୍ୟକ୍ତି ଚାହିଁ ଥାଏ ଏକ ନୂଆ କାଲିର ଆରମ୍ଭ ହେଉ । ପ୍ରତେକ ବ୍ୟକ୍ତି ବିଗତ ବର୍ଷ 2023 ରେ ଯେଉଁ ଦୁଃଖ କଷ୍ଟ ଭୋଗିଛନ୍ତି ତାହା ଯେମିତି ନବବର୍ଷ 2024 ରେ ନ ଭୋଗନ୍ତୁ । ଏଥର ନବବର୍ଷ ଜାନୁଆରୀ 1 ସୋମବାର ଦିନ ପଡୁଛି । ଆଜି ଆମେ ଜାଣିବା ଜାନୁଆରୀ 1 ରେ କେଉଁ ସାମଗ୍ରୀ କିଣି ଘରକୁ ଆଣିଲେ ଭାଗ୍ୟ ଚମକିବ ଓ ଉନ୍ନତି ହେବ । ପୁରା ବର୍ଷ ଯେମିତି ଧନର ଅଭାବ କେବେ ବି ହେବ ନାହିଁ ।

1- ରୁଦ୍ରାକ୍ଷ : ଜାନୁଆରୀ 1 ସୋମବାର ଦିନ ରୁଦ୍ରାକ୍ଷ ଘରକୁ କିଣି ଆଣନ୍ତୁ । ଏହାକୁ ଆଣି ଗଙ୍ଗାଜଳରେ ଧୋଇ ଢିପ ଧୂପ ଦେଇ ମହାଦେବଙ୍କ ଶିବଲିଙ୍ଗରେ ଛୁଆଁଇ ଦିଅନ୍ତୁ । ଏହାକୁ ଧାରଣ କରିଲେ ନିଶ୍ଚୟ ଉନ୍ନତି ହେବ । ଭାଗ୍ୟ ଚମକିବ ଓ ପୁରା ବର୍ଷ ଧନର ବୃଦ୍ଧି ହେବ ।

2- ନାଗ ନାଗୁଣୀଙ୍କ ଯୋଡା : ଜାନୁଆରୀ 1 ରେ ଚାନ୍ଦି ରେ ତିଆରି ନାଗ ନାଗୁଣୀଙ୍କ ଯୋଡା କିଣି ଆଣନ୍ତୁ । ଏହାକୁ ପୂଜା ଘରେ ସ୍ଥାପନ କରନ୍ତୁ । ଦେଖିବେ 2024 ବର୍ଷ ରେ ସୌଭାଗ୍ୟ ପ୍ରାପ୍ତ ହେବ । ମାନ, ସମାନ, ଯଶ, କୀର୍ତ୍ତି ଓ ଧନ ପ୍ରାପ୍ତ ହେବ ।

3- ଚିନୀ ଓ ମିଶ୍ରି : ନୂଆବର୍ଷ ଦିନ ଘରକୁ ଚିନୀ ଓ ମିଶ୍ରି କିଣି ଆଣନ୍ତୁ । ଏହି 2ଟି ସାମଗ୍ରୀ ମିଠା ହୋଇଥାଏ । ଏହି 2ଟି ଶୁକ୍ର ଗ୍ରହ ଙ୍କ ପ୍ରିୟ ବସ୍ତୁ ହେବ ସହ ଶୁକ୍ର ଙ୍କୁ ବଳବାନ ବନାଇଥାଏ । ଚିନୀ ମିଶ୍ରି କିଣିକି ଆଣି ଭଗବାନ ଶିବଙ୍କୁ ଅର୍ପଣ କରୁଛନ୍ତି ଓ ଏହାକୁ ପୁରା ବର୍ଷ କାଚ ଜାରରେ ଷ୍ଟୋର କରି ରଖିଲେ ଶୁକ୍ରଦେବ ଙ୍କ ଆଶୀର୍ବାଦ ମିଳିଥାଏ ।

4- ନୂଆବର୍ଷ ଦିନ ଆପଣ ଚାହିଁଲେ ଧଳା କି କଳା ରୁମାଲ କିଣି ପାରିବେ । ଧଳା ରଙ୍ଗ ଭଗବାନ ଶଙ୍କର ଙ୍କୁ ବହୁତ ପସନ୍ଦ ହୋଇଥାଏ । ଧଳା ରୁମାଲ ଆଣିଲେ ପୁରା ବର୍ଷ ମହାଦେବଙ୍କ କୃପା ମିଳିଥାଏ । ଭାଗ୍ୟ ଚମକିବ ।

5- ନବବର୍ଷ ଦିନ କଳା ରାଶି କିଣିକି ଆଣି ଶିବଲିଙ୍ଗରେ ଅର୍ପଣ କରି ପାରିବେ । ଏହା ଦ୍ଵାରା ଭାଗ୍ୟରେ ଉନ୍ନତି ଆସିଥାଏ ।

6- ଦୁଦୁରା ଗଛର ଚେର 1 ଜାନୁଆରୀ ସୋମବାର ଦିନ ଆଣନ୍ତୁ । ଏହାକୁ ତମ୍ବା କି ଚାନ୍ଦି ର ତାବିଜରେ ପୁରାଇ ଧାରଣ କରିଲେ ଉନ୍ନତି ପ୍ରାପ୍ତ ହେବ । ନବ ଗ୍ରହରୁ ପୀଡା ରୁ ମୁକ୍ତି ମିଳିବ ।

7- ଯେଉଁ ବ୍ୟକ୍ତି ଧନବାନ ହେବାକୁ ଚାହୁଁଛନ୍ତି ସେ ଓପଲ ରତ୍ନ ଧାରଣ କରିବା ଉଚିତ । ଓପଲ ରତ୍ନ ବହୁତ ଜଲ୍ଦି ଧନ ପ୍ରଦାନ କରିଥାଏ । ଏହାକୁ ଧାରଣ କରିଲେ ବ୍ୟକ୍ତି ଠାରେ ଅଲଗା ଊର୍ଜା ସଞ୍ଚାର କରିଥାଏ । ଏହାକୁ ମଧ୍ୟମା ଆଙ୍ଗୁଳିରେ ଧାରଣ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *