ନାମର ପ୍ରଥମ ଅକ୍ଷର B ଥିଲେ, ଜାଣି ନିଅନ୍ତୁ… ଜୀବନ ସହ ଜଡିତ କିଛି ମହତ୍ଵପୂର୍ଣ୍ଣ କଥା !

ହିନ୍ଦୁ ଧର୍ମରେ ପ୍ରତ୍ଯେକ ବ୍ୟକ୍ତିର ନାମ ସେମାନଙ୍କ ରାଶିର କୁଣ୍ଡଳୀ ଅନୁସାରେ ହିଁ ହୋଇଥାଏ । ପ୍ରତ୍ଯେକ ବ୍ୟକ୍ତିର ଜୀବନରେ ତା’ ର ନାମର ପ୍ରଥମ ଅକ୍ଷର ବହୁତ ପ୍ରଭାବ ରହିଥାଏ । କାରଣ ନାମର ପ୍ରଥମ ଅକ୍ଷର ହିଁ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ପରିଚୟ ପ୍ରଦାନ କରିଥାଏ । ସେଥିପାଇଁ ତ ପ୍ରତ୍ଯେକଟି ସନ୍ତାନର ବାପା, ମାଆ ତାଙ୍କ ପିଲାଙ୍କ ନାମ କାରଣ ବହୁତ ଭାବିଚିନ୍ତି କରିଥାନ୍ତି । ତେବେ b ନାମର ବ୍ୟକ୍ତିଙ୍କ ସ୍ଵଭାବ, ଆଚାର, ବ୍ୟବହାର କିପରି ହୋଇଥାଏ ? ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର b ରୁ ଆରମ୍ଭ ହୋଇଥାଏ । ଏହି b ଅକ୍ଷରରୁ ଆରମ୍ଭ ନାମର ଲୋକ ଦେଖିବାକୁ ସୁନ୍ଦର ହେବା ସହ ତାଙ୍କ ଆଖି ମୁନିଆ ଭଳି ହୋଇଥାଏ । ଏହି ନାମର ଲୋକମାନେ କୌଣସି ଗୋଟେ କାର୍ଯ୍ୟରେ ସନ୍ତୁଷ୍ଠ ରହିନଥାନ୍ତି । କାରଣ ଏମାନେ କିଛି ନୂଆ ନୂଆ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି । ଏମାନେ ନିଜ ଜୀବନର ରାସ୍ତା ନିଜ ଦ୍ଵାରା ହିଁ ତିଆରି କରିବାକୁ ଭଲ ପାଇଥାନ୍ତି । ଅନ୍ୟର କଥାରେ ପରିଚାଳିତ ହେବା ଏମାନଙ୍କୁ ଜମାରୁ ବି ପସନ୍ଦ ନୁହେଁ ।

ଏହି ନାମର ଲୋକମାନେ କାହାକୁ ବି ଏତେ ସହଜରେ ବିଶ୍ବାସ କରନ୍ତି ନାହିଁ । ତେଣୁ ଏହି ଲୋକ ମାନଙ୍କର ସାଙ୍ଗ ମାନଙ୍କ ସଂଖ୍ୟା ବହୁତ କମ ରହିଥିବାର ଦେଖାଯାଇଥାଏ । ଏହି ଲୋକ ମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ବାସ କରିଥାନ୍ତି । ହେଲେ ଯାହାକୁ ମଧ୍ୟ ବିଶ୍ବାସ କରିଥାନ୍ତି । ସେମାନଙ୍କ ସାଥ ସେମାନେ କେବେବି ଛାଡି ନଥାନ୍ତି ।

ଏହି ଲୋକମାନେ ପ୍ରକଟୁତିପ୍ରେମୀ ସ୍ଵଭାବର ହୋଇଥାନ୍ତି । ଏମାନେ ଅଯଥା ବିବାଦରୁ ନିଜକୁ ଦୂରରେ ରଖିବାକୁ ହିଁ ବହୁତ ଭଲ ପାଇଥାନ୍ତି । ଏମାନେ ଶାନ୍ତ ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି । ହେଲେ ଏମାନଙ୍କୁ ଯେତେବେଳେ ଥରେ କ୍ରୋଧ ଆସିଯାଇଥାଏ । ସେତେବେଳେ ସେମାନେ କାହାର ବି ହୁଅନ୍ତି ନାହିଁ । ଏହି ନାମର ଲୋକମାନେ ନିଜ କ୍ଯାରିଅର ବିଷୟରେ ବହୁତ ଭାବିଥାନ୍ତି ସତ ହେଲେ ତାହାକୁ ପୂରଣ କରିବା ଦିଗରେ ବହୁତ ପଛରେ ରହିଜାଇଥାନ୍ତି ।

ଏମାନେ ବହୁତ ସିକ୍ରେଟିଭ ହୋଇଥାନ୍ତି । ଭଲ ପାଇବା କ୍ଷେତ୍ରରେ ଏମାନେ ଉଚ୍ଚକୋଟିର ହୋଇଥାନ୍ତି ସତ ହେଲେ ବହୁ ସମୟରେ ଏମାନେ ଧୋକା ମଧ୍ୟ ଖାଇଯାଇଥାନ୍ତି । ହେଲେ ସେମାନେ ଯାହାର ବି ହାତ ଧରିଥାନ୍ତି । ତାହାଙ୍କୁ ନିଜର ଜୀବନସାଥି କରିବା ପାଇଁ ହୃଦୟରୁ ବହୁ ଚେଷ୍ଟା କରିଥାନ୍ତି ।

 

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ ଆପଣଙ୍କ ନାମର ଆରମ୍ଭ b ଅକ୍ଷରରୁ ହୋଇଥିଲେ, ଆମକୁ କମେଣ୍ଟ କରିକି ଜଣାଇବାକୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *