20+ Gk Challenge For You – ଚାହା ସହ କଣ ଖାଇଲେ ମଣିଷ ମରି ଯାଇପାରେ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଭାରତର ସବୁଠୁ ଦାମୀ ନଗରର ନାମ କଣ ?

ଉତ୍ତର- ମୁମ୍ବାଇ ।

2- ବୟସ୍କ ବ୍ୟକ୍ତିଙ୍କ ଶରୀରରେ ମୋଟ କେତୋଟି ହାଡ ରହିଥାଏ ?

ଉତ୍ତର- 206 ।

3- ଦୁନିଆରେ ସବୁଠୁ ଶସ୍ତା ଫଳର ନାମ କଣ ?

ଉତ୍ତର- କଦଳୀ ।

4- ଏମିତି କେଉଁ ଗଛ ଅଛି ଯାହା ଉପରେ କେବଳ ଠାରେ ଫଳ ହୋଇଥାଏ ?

ଉତ୍ତର- କଦଳୀ ।

5- ମଣିଷ କେତେ ଦୂର ଯାଏଁ ଦେଖିପାରେ ?

ଉତ୍ତର- 20 କିମି ।

6- ଭାରତରେ ରାଷ୍ଟ୍ରୀୟ ଗୀତ ଗାଇବାର ସମୟ ଅବଧି କେତେ ?

ଉତ୍ତର- 52 ସେକେଣ୍ଡ ।

7- ସ୍ତ୍ରୀ ର ଶାଢୀ ର ଲମ୍ବା କେତେ ହୋଇଥାଏ ?

ଉତ୍ତର- 5.5 ମିଟର ।

8- ଭାରତରେ କପା ଉତ୍ପାଦାନ କରୁଥିବା ସବୁଠୁ ବଡ ରାଜ୍ୟର ନାମ କଣ ?

ଉତ୍ତର- ଗୁଜୁରାଟ ।

9- ବିଶ୍ଵ ମ୍ୟାଲେରିଆ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଏପ୍ରିଲ 25 ।

10- ଗାନ୍ଧୀଜୀ ଙ୍କ ପୂର୍ବରୁ ଭାରତୀୟ ନୋଟ ରେ କାହାର ଫୋଟୋ ଥିଲା ?

ଉତ୍ତର- ଅଶୋକ ସ୍ତମ୍ବ ।

11- ଇନ୍ଦ୍ର ଧନୁସରେ କେତୋଟି ରଙ୍ଗ ଥାଏ ?

ଉତ୍ତର- 7ଟି ।

12- ନୀଳ ସେଓ କେଉଁ ଠାରେ ମିଳିଥାଏ ?

ଉତ୍ତର- ଚୀନ ।

13- କୁକୁର କେଉଁ ରଙ୍ଗ ଦେଖିଲେ ରାଗିଯାଏ ?

ଉତ୍ତର- କଳା ।

14- ସବୁଠୁ ବଡ ଦେଶର ନାମ କଣ ?

ଉତ୍ତର- ଋଷ ।

15- ପେଚା କେତେ ଡିଗ୍ରୀ ଯାଏଁ ନିଜ ମୁଣ୍ଡ ବୁଲାଇପାରେ ?

ଉତ୍ତର- 270 ଡିଗ୍ରୀ ।

16- ହିନ୍ଦୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ସେପ୍ଟେମ୍ବର 14 ।

17- ଭାରତର ରାଷ୍ଟ୍ରୀୟ ଚିହ୍ନ କେତୋଟି ସିଂହ ଅଛି ?

ଉତ୍ତର- 4ଟି ।

18- ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ମୁଖ୍ୟାଳୟ କେଉଁଠି ଅଛି ?

ଉତ୍ତର- ମୁମ୍ବାଇ ।

19- ଭାରତୀୟ ରେଳ ର ରାଷ୍ଟ୍ରୀୟ ରେଳକରଣ କେବେ ହିଥିଲା ?

ଉତ୍ତର- 1950 ।

20- ଚାହା ସହ କଣ ଖାଇଲେ ମଣିଷ ମରି ଯାଇପାରେ ?

ଉତ୍ତର- କିଛି ବି ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *