‘ମୋ ପୁରୁଣା ସ୍ୱାମୀ ମତେ ଯୋଉ ସୁଖ ଦଉଥିଲା ମୋ ନୂଆ ସ୍ୱାମୀ ଦେଇ ପାରିଲା ନାହିଁ, ସେ ମତେ ଜମା ବି…’ ଚଉଠି ରାତିରେ ମହିଳାଙ୍କ ହାଇଡ୍ରାମା ଦେଖି ମୁଣ୍ଡ କାମ ଦେବନି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚା ହୋଇଛି । ଏହି ଘଟଣା ଟି ହେଉଛି ଝିଅ ଟି ଚତୁର୍ଥୀ ଦିନ ନିଜ ଘରକୁ ପଳାଇ ଆଶିଛି ଏବଂ ସେଠାରେ ଜିଦ କରି ବସିଛି ଯେ ସେ ଆଉ ଶାଶୁ ଘରକୁ ଯିବନାହିଁ । ତେବେ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଆସନ୍ତୁ ଜାଣିନେବା । ଝିଅଟି ନିଜ ଘରେ ବସି ଚିଲାଇ ଚିଲାଇ କହୁଛି ମୁଁ ଆଉ ଜଣଙ୍କୁ ଆଗରୁ ବାହା ହୋଇଛି ମୁଁ ଜିବିନାହିଁ ।

ଏହା ପରେ ତାଙ୍କ ଘର ଲୋକ କହୁଛନ୍ତି ସେ ପରା ତୋର ଧରମ ଭାଇ । ସେତେବେଳେ ଝିଅଟି ଓଲଟା ଜବାବ ଦେଇ କହୁଛି ସେ କାହିଁ ମୋର ଧରମ ଭାଇ ହେବ ? ମୁଁ ପରା ତାକୁ ବାହା ହୋଇଛି । ଏହା ପରେ ଘର ଲୋକ କୁହନ୍ତି ଯେ ତୁ କେଉଁ ମନ୍ଦିରରେ ବିବାହ କରିଥିଲୁ ? ଝିଅଟି କହିଲା କପିଳେଶ୍ଵର ମନ୍ଦିରରେ । ଗାଁ ଲୋକେ ପ୍ରଶ୍ନ ପଚାରୁଛନ୍ତି ଯେ ତୁ ଯଦି ବିବାହ କରିଥିଲୁ ତେବେ ପୁଣି କାହିଁକି ରାଜି ହେଉଥିଲୁ ବିବାହ ନିମନ୍ତେ ? ତୁ ପଳାଇ ଆସିଲୁ ନାହିଁ ?

ଏହାପରେ ଝିଅଟି ନିଜ ମା’ ଙ୍କୁ ଚିଲାଇ ଚିଲାଇ କହୁଛି ଯେ ତୁ କାହିଁକି ମୋର ବାହାଘର କରୁଥିଲୁ ? ମୁଁ ତତେ ମନା କରୁଥିଲି ମତେ ବାହାଘର କରେ ନାହିଁ ବୋଲି । ଯଦି ତୁ ଜାଣିଥିଲୁ ମୁଁ ଆଉ କାହାକୁ ଭଲ ପାଉଛି ବୋଲି ତେବେ ତାହା ସହିତ ବିବାହ କ’ଣ ପାଇଁ କରେଇଲୁ ନାହିଁ ?

ତେବେ ଏହିଭଳି କହି ଝିଅଟି ଯୁକ୍ତି କରିଛନ୍ତି । ତେବେ ଝିଅର ଏହିଭଳି କଥା ଶୁଣି ବାପା ମା’ ଙ୍କ ମୁଣ୍ଡରେ ଚଳକ ପଡିଯାଇଛି । ଝିଅ ର ବର୍ତ୍ତମାନ ଗୋଟିଏ ଜିଦ ଯେ ଏହି ଝିଅର ନୂଆ ସ୍ଵାମୀ ଆଦୌ ଭଲ ଲୋକ ନୁହେଁ । ଏବଂ ସେ ତାଙ୍କ ସହିତ ରହି ପାରିବ ନାହିଁ । ସେ ପୁରୁଣା ସ୍ଵାମୀ ପାଖକୁ ଫେରିଯିବ । ମାତ୍ର ଝିଅ ତୁ ଏତେ ବଡ ଅଲାଜୁକି କି ଭଳି ହେଲା ? ଝିଅ ଆଗରୁ ଥରେ ବିବାହ କରିଛି କିନ୍ତୁ ମା’ ଜଣଙ୍କ ଜାଣି ପାରିଲେ ନାହିଁ କିଭଳି ?

ପୁଣି ସ୍ଵାମୀ ଥାଉ ଥାଉ ଆଉ ଜଣଙ୍କୁ ବିବାହ କରିବା ନିମନ୍ତେ ରାଜି ହୋଇଗଲେ କିଭଳି ? କଣ ପାଇଁ ସେ ନିଜ ମା’ ବାପା ଙ୍କୁ ଲୋକ ହସା କରିଦେଲେ ? ତେବେ ମାଆ’ ବାପା ଏହି ଲୋକଲଜ୍ୟା କୁ କାହା ଆଗରେ କହି ପାରୁ ନାହାଁନ୍ତି କି ସହି ପାରୁ ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *