ଦୀର୍ଘଦିନ ପରେ ସାମ୍ନାକୁ ଆସିଲେ Tapaswini, କହିଲେ ‘ମୁଁ ହେବି ବଡ ଅଫିସର, ଏଇ ଦୁନିଆ ବି ଦେଖିବ ତପସ୍ଵିନୀ କଣ, ଆଜି ମୁଁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁତ ଦିନ ପରେ ବର୍ତ୍ତମାନ ତପସ୍ଵିନୀ ଙ୍କ ଦେଖା ମିଳିଛି । ଏବଂ ତପସ୍ଵିନୀ ସିଧା ସିଧା କହିଛନ୍ତି ଯେ ମୁଁ ଏବେ ପ୍ରିପାରେସନ କରୁଛି ଆଗକୁ ଜଣେ ଭଲ ଅଫିସର ଏବଂ ଜଣେ ଭଲ ଅଫିସର ହେବି । ଲୋକଙ୍କର ସେବା କରିବି । ଆଉ ମୁଁ ଯେଉଁ ଅଫିସର ବନିବି ତଥା ଯେଉଁ ଡିପାର୍ଟମେଣ୍ଟରେ କାମ କରିବି ଏହି ସାରା ଦୁନିଆ ଦେଖିବ । ସେ କହିଛନ୍ତି ଯେ ମୁଁ ଯେଉଁ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରୁଛି ତଥା ଯାହା ମଧ୍ୟ ସେଥି ନିମନ୍ତେ ଆବଶ୍ୟକ ଥାଏ ତାହା ମୁଁ ନିଏ ଏବଂ ବାକି ଯାହା ମୋର ପର୍ଶନାଲ ଖର୍ଚ୍ଚ ।

ମାତ୍ର ମୁଁ ଯେବେ ପରୀକ୍ଷାରେ ସିଲେକ୍ଟ ହେବି ତାହା ପରେ ଜଣା ପଡିବ । କିଛି କମ୍ପିଟେଟିଭ ଏକ୍ସଜାମ ରହିଛି ଯାହା ପାଇଁ ସେ ପ୍ରସ୍ତୁତି କରୁଛନ୍ତି । ଏବଂ ଆଶା ଅଛି ଏକ ଭଲ ଅଫିସର ହେବା ନିମନ୍ତେ । ମାତ୍ର ଯେବେ ସେ ସଫଳତା ହାସଲ କରିବେ ସେବେ ସାରା ଦୁନିଆ ଜାଣିବା ଯେ ମୁଁ କେଉଁ ଡିପାର୍ଟମେଣ୍ଟ ତଥା କେଉଁ ଟାଇପର ଚାକିରୀ କରୁଛି । ମାତ୍ର ସେତିକି ପର୍ଯ୍ୟନ୍ତ ଏହା ଥାଉ । ତେବେ ତପସ୍ଵିନୀ ଏବେ ବହୁ ଦିନ ପରେ ସାମ୍ନା କୁ ଆସିଛନ୍ତି ।

ଆଉ ସିଧା ସଳଖ କହିଛନ୍ତି ଯେ ସେ ଆଗକୁ ଜଣେ ଭଲ ଅଫିସର ହେବାକୁ ଯାଉଅଛନ୍ତି । ଯାହା ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି । କଠିନ ପରିଶ୍ରମ କରିବା ସହିତ ମନଧ୍ୟାନ ଦେଇ ସେ ପାଠ ପଢୁଛନ୍ତି । ଆଉ ବଡ ଅଫିସର ହେବା ପରେ ସାରା ଦୁନିଆ ଜାଣିବ ଯେ ଏହି ତପସ୍ଵିନୀ ଆଜି ବନିଯାଇଛି ଅଫିସର ।

ତେବେ ବ୍ରହ୍ମପୁରରେ ସୁମିତ ଆଉ ତପସ୍ଵୀନି ଙ୍କ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ବହୁତ ସମୟ ଧରି ତପସ୍ଵିନୀ ସୁମିତ ଙ୍କ ଘର ଆଗରେ ଧାରଣାରେ ବସିଥିଲା । ଆଉ ଗୋଟିଏ କଥା ରହିଥିଲା ଯେ ସୁମିତ ତାଙ୍କୁ ଗ୍ରହଣ କରିବେ । ମୁଁ ତାର ସ୍ତ୍ରୀ, ପରେ ମାନ୍ୟବର କୋର୍ଟ ବିଚାର କରି ତପସ୍ଵିନୀ ଙ୍କୁ ଘର ଭଡା ଦେବା ନିମନ୍ତେ ସୁମିତ ଙ୍କୁ କୁହାଯାଇଥିଲା । କିନ୍ତୁ ସୁମିତ ଘର ଭଡା ଦେବାରେ ବିଳମ୍ବ କରିଥିଲେ ।

ଆଉ ଶେଷରେ ସୁମିତ ଙ୍କ ଘରେ ତପସ୍ଵିନୀ ରହିଥିଲେ । ମାତ୍ର ଦୁହିଁଙ୍କ ମଧ୍ୟରେ ମନ ମିଶି ନଥିଲା । ଏହାପରେ ମ ନ୍ୟବର କୋର୍ଟ କହିଥିଲେ ପ୍ରତ୍ୟକ ମାସରେ ସୁମିତ ତପସ୍ଵିନୀ ଙ୍କୁ ଚଳିବା ନିମନ୍ତେ ଟଙ୍କା ଦେବେ ଆଉ ସେଥିପାଇଁ ସୁମିତ ତପସ୍ଵିନୀ ଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିବା ପାଇଁ ଟଙ୍କା ଦେଇ ଆସୁଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *