ନୂଆ ବର୍ଷରେ ମାତା ଲକ୍ଷ୍ମୀ ଯେଉଁ ଘରେ ପ୍ରବେଶ କରିବେ ଦେବେ ଏହି 4 ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?- Ajira Anuchinta

ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ବିଷୟରେ। ଜ୍ୟୋତିଷ ଶାସ୍ତ୍ର ରେ ଥିବା କିଛି ଲକ୍ଷଣ ସମ୍ଭନ୍ଧୀୟ ତଥ୍ୟ ଆଜି ଆମେ ଆପଣ ମାନଙ୍କୁ କହିବୁ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ହିନ୍ଦୁ ଧର୍ମର ଶାସ୍ତ୍ରରେ ମାତା ଲକ୍ଷ୍ମୀ ଙ୍କୁ ଧନ ଦେବୀ ବୋଲି କୁହାଯାଏ। କୁହାଯାଏ ଯେ, ମାତା ଲକ୍ଷ୍ମୀ ଅତ୍ୟନ୍ତ ଚଂଚଳ ସ୍ଵଭାଵ ର ଅଟନ୍ତି। ଯେଉଁ କାରଣରୁ ସେ କୌଣସି ଗୋଟିଏ ଘରେ ସ୍ଥାୟୀ ହୋଇ ରୁହନ୍ତି ନାହିଁ। ମାତା ଲକ୍ଷ୍ମୀ ସମୟ ସମୟରେ ଅନ୍ୟାନ୍ୟ ଘରେ ନିଜର କୃପା ଦୃଷ୍ଟି ବନାଇ ରଖନ୍ତି।

କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ବିଷ୍ଣୁ ପୁରାଣ ରେ ମାତା ଲକ୍ଷ୍ମୀ ଙ୍କୁ ନେଇ ଏମିତି କିଛି ଅନେକ ତଥ୍ୟ ଉଲ୍ଲେଖନୀୟ ରହିଛି ଯାହାକୁ ଜାଣିବା ଆମ ପାଇଁ ଜରୁରୀ ଏବଂ ହିତକର ହୋଇଥାଏ । ଆମେ ଆପଣ ମାନଙ୍କୁ କହି ରଖୁଛୁ ଯେ, ବିଷ୍ଣୁ ପୁରାଣ ରେ ଉଲ୍ଲେଖ ରହିଛି ଯେ,ମାତା ଲକ୍ଷ୍ମୀ ଯେ କୌଣସି ବି ଘରେ ବାସ କରିବା ପୂର୍ବରୁ କିଛି ଲକ୍ଷଣ ଆଗରୁ ଦେଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଆଜି କହିବା କୁ ଯାଉଛୁ କିଛି ଲକ୍ଷଣ ସମ୍ଭନ୍ଧରେ ଯାହାକୁ ଆପଣ ଅନୁଭବ କଲେ ଜାଣିବେ ଯେ,ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବାକୁ ଯାଉଛନ୍ତି ଏବଂ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଲକ୍ଷଣ ଗୁଡିକ ସମ୍ଭନ୍ଧରେ।

୧. ବିଷ୍ଣୁ ପୁରାଣ ରେ ଉଲ୍ଲେଖ ରହିଛି ଯେ, ପେଚା ମାତା ଲକ୍ଷ୍ମୀ ଙ୍କ ବାହନ ଅଟେ।ଯଦି ଆପଣଙ୍କ ଘରର ଆଖପାଖରେ କୌଣସି ଜାଗାରେ ଆପଣ ପେଚା କୁ ଦେଖିବାକୁ ପାଉଛନ୍ତି ତେବେ ବନ୍ଧୁଗଣ ଆପଣ ଜାଣିବେ ଯେ, ବହୁତ ଶୀଘ୍ର ମାତ୍ରା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

୨. ବନ୍ଧୁଗଣ ଆପଣ ଯଦି ସକାଳ ସମୟରେ ନିଜ ଘର ସାମନାରେ କୌଣସି ବ୍ୟକ୍ତି କୁ ଝାଡ଼ୁ କରୁଥିବାର ଦେଖୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ମାତା ଲକ୍ଷ୍ମୀ ଙ୍କୁ ଝାଡୁ ବହୁତ ପସନ୍ଦ ହୋଇଥାଏ ଏବଂ ଆପଣ କୌଣସି ବ୍ୟକ୍ତି କୁ ଯଦି ଝାଡୁ କରୁ ଥିବାର ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ, ବହୁତ ଶୀଘ୍ର ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି।

୩. ଯଦି ଭୋର ସମୟରେ ଆପଣଙ୍କୁ କୌଣସି ସ୍ଥାନରୁ କେହି ଜଣେ ଶଙ୍ଖ ଫୁଙ୍କିବାର ଆବାଜ ଆପଣଙ୍କୁ ଶୁଣିବାକୁ ମିଳୁଛି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣ ମାନେ ଜାଣିଯିବେ ଯେ,ବହୁତ ହିଁ ଶୀଘ୍ର ମାତା ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରେ ପଡ଼ିବାକୁ ଯାଉଛି।

୪. ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସକାଳ ସମୟରେ କୌଣସି ସ୍ଥାନରେ ଆଖୁ ନଜରରେ ଆସୁଛି ତେବେ ଆପଣ ମାନେ ବୁଝି ଯାଆନ୍ତୁ ଯେ, ବହୁତ ହିଁ ଶୀଘ୍ର ମାତା ଲକ୍ଷ୍ମୀ ଙ୍କ ଆଗମନ ଆପଣଙ୍କ ଘରେ ହେବାକୁ ଯାଉଛି ଏବଂ ଆପଣଙ୍କର ଧନ ଦୌଲତ ବୃଦ୍ଧି ହେବାକୁ ଯାଉଛି। ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିବ ଏବଂ ଆପଣଙ୍କ ଭାଗ୍ୟ ଚମକି ଯିବ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *