ରାତିରେ ନଡିଆ ତେଲରେ ଏହି ଜିନିଷ ମିଶାଇ ନଖରେ ଲଗାଇ ଦିଅନ୍ତୁ ମାତ୍ର 2 ଦିନରେ ଆପଣଙ୍କ ନଖ ଲମ୍ବା ଓ ମୋତି ପରି ଚମକିବ, କେବେ ବି ଭାଙ୍ଗିବ ନାହିଁ- Baba Ramdev Beauty Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଝିଅ ମାନେ ନିଜ ନଖକୁ ବଡ ସୁନ୍ଦର କରିବା ପାଇଁ ଚାହିନଥାନ୍ତି । ହେଲେ ବନ୍ଧୁଗଣ ଏହି ଇଛା ସମସ୍ତଙ୍କର ପୂରଣ ହୋଇନଥାଏ । କାରଣ ଅଧିକାଂଶ ଝିଅଙ୍କ ନଖ ଦୁର୍ବଳ ଥାଏ ଯାହା ଅଳ୍ପ ବଡ ହେବା ମାତ୍ରେ ଭାଙ୍ଗି ଯାଇଥାଏ । ଅନ୍ୟ ପକ୍ଷରେ କିଛି ଝିଅ ମାନଙ୍କ ନଖ ହଳଦିଆ ମଧ୍ୟ ହୋଇଯାଇଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ରେମେଡି ବିଷୟରେ କହିବାକୁ ଯାଉଛୁ,

ତାହା ଆପଣଙ୍କ ନଖକୁ ମଝବୁତ, ଲମ୍ବା କରିବା ସହିତ ନଖକୁ ମୋତି ପରିକା ଧଳା କରିଦେବ । ବନ୍ଧୁଗଣ ଏହି ରେମେଡିଟି ହେଉଛି ସଂପୂର୍ଣ୍ଣ ଘରୋଇ ରେମେଡି ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରେମେଡି ବିଷୟରେ ।


ବନ୍ଧୁଗଣ ଏହି ଉପାୟର ଦୁଇଟି ପ୍ରକ୍ରିୟା ରହିଛି । ପ୍ରଥମେ ଆସନ୍ତୁ ଜାଣିବା ଆମର ପ୍ରଥମ ପ୍ରକ୍ରିୟାଟି ବିଷୟରେ । ବନ୍ଧୁଗଣ ପ୍ରଥମ ଉପାୟ ପାଇଁ ଆପଣ ଏକ ପାତ୍ର ନିଅନ୍ତୁ । ବନ୍ଧୁଗଣ ଏହି ପାତ୍ରରେ ଏକ ଚାମଚ କୋଲଗେଟ ଟୁଥ ପେଷ୍ଟ ନିଅନ୍ତୁ ଓ ଏକ ଚାମଚ ଲେମ୍ବୁ ରସ ନିଅନ୍ତୁ ।

ଏହାପରେ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ମିକ୍ସ କରିବା ପରେ ଆପଣ ନିଜ ନଖରେ ଏହି ରେମେଡିକୁ ଭଲ ଭାବରେ ଲାଇ ଦିଅନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ନଖକୁ ସଂପୂର୍ଣ୍ଣ କ୍ଳିନ କରି ଧଳା କରିଦେବ । ପ୍ରଥମେ ଆପଣ ଏହି ପେଷ୍ଟକୁ ନିଜ ନଖରେ ଭଲ ଭାବରେ ଲଗାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ ସେମିତିରେ ଛାଡି ଦିଅନ୍ତୁ । ପାଞ୍ଚ ମିନିଟ ପରେ ଆପଣ ଏକ ବ୍ରସ ସାହାର୍ଯ୍ୟରେ ନଖକୁ ଘଷି କ୍ଳିନ କରିଦିଅନ୍ତୁ ।

ଦୁତୀୟ ପ୍ରକ୍ରିୟା- ବନ୍ଧୁଗଣ ଦୁତୀୟ ପ୍ରକ୍ରିୟା ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଅଧା ଚାମଚ ଭେସିଲିନ ଓ ଅଧା ଚାମଚ ନଡିଆ ତେଲ । ଏହାପରେ ଆପଣ ଏଥିରେ ଗୋଟେ ଭିଟାମିନ E କ୍ୟାପସୁଲ ନିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ରାତିରେ ଶୋଇବା ପୂର୍ବରୁ ଏହି ରେମେଡିକୁ ନିଜ ନଖରେ ଲଗାଇ ଭଲ ଭାବରେ ମସାଜ କରିଦିଅନ୍ତୁ ।

ପାଞ୍ଚ ମିନିଟ ମସାଜ କରିବା ପରେ ଆପଣ ଏହାକୁ ରାତି ସାରା ଛାଇ ଦିଅନ୍ତୁ ଓ ସଖାଳେ ଉଠିବା ପରେ ଏହାକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ରେମେଡି ଆପଣଙ୍କ ନଖକୁ ମଝବୁତ କରିବା ସହ ବହୁତ ଶୀଘ୍ର ଆପଣଙ୍କ ନଖର ଗ୍ରୋଥକୁ ବଢାଇଥାଏ । ଏହା ସହିତ ଆପଣଙ୍କ ନଖ ପୁରା କ୍ଳିନ ଏବଂ ହ୍ଵାଇଟ ନଜର ଆସିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *