North Korea ର ଏମିତି 4 ଟି ଲଜ୍ୟା ଜନକ ନିୟମ, ଦେଖିଲେ ଆପଣଙ୍କ ମୁଣ୍ଡ ତଳକୁ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନର୍ଥ କୋରିଆ ଦେଶ ର ନାମ ଶୁଣିଲା ମାତ୍ରେ ନିଜ ମନ ଭିତରେ ଗୋଟିଏ ଛବି ଆସିଥାଏ ତେବେ ସେହି ଛବି ଟି ହେଉଛି ନର୍ଥ କୋରିଆ ର ସୁପ୍ରିମ ଲିଡ଼ର କିମ୍ ଜଙ୍ଗ ଉନ ଙ୍କ ଫୋଟୋ ଆସୁଥିବ । ତେବେ ନର୍ଥ କୋରିଆ ରେ ଯଦି ସୁପ୍ରିମ ଲିଡର ଙ୍କ ନିୟମ ଲୋକମାନେ ନ ମାନନ୍ତି ତେବେ ସେ ବହୁତ ଭୟାନକ ଦ-ଣ୍ଡ ଦେଇଥାନ୍ତି କିମ୍ବା ସିଧା ମୃ-ତ୍ୟୁ ଦ-ଣ୍ଡ ମିଳିଥାଏ ।

ଆମେରିକାର ଜଣେ କଲେଜ ଛାତ୍ର ନର୍ଥ କୋରିଆ ରେ ଏକ ହୋଟେଲ ରୁ ପ-ଲ-ଟି-କା-ଲ ପୋ-ଷ୍ଟ-ର କୁ ଚୋ-ରି କରି ନେଇଥିଲା କେବଳ ନିଜ ସାଙ୍ଗ ମାନଙ୍କ ଆଗରେ ଦେଖେଇବା ପାଇଁ ତେବେ କିମ ଜଂଗ ଉନ ତାକୁ ଏପରି ଦ-ଣ୍ଡ ଦେଇଥିଲେ ଯାହାକୁ ଶୁଣିବା ପରେ ଲୋକମାନେ ନର୍ଥ କୋରିଆ କୁ ଯିବା ପାଇଁ ଆଉ ଇଚ୍ଛା ପ୍ରକାଶ କରିବେ ନାହିଁ । ତେବେ ଆସନ୍ତୁ ଏହି ନର୍ଥ କୋରିଆ ର ଗୁପ୍ତ କଥା ବିଷୟ ରେ କିଛି ଆଲୋଚନା କରି ନେବା ।

ତେବେ କିମ ଜଂଗ ଉନ ଙ୍କ ଜନ୍ମ ହେଉଛି ୮ଜାନୁଆରୀ ୧୯୮୪ ମସିହା ରେ ନର୍ଥ କୋରିଆ ର ରାଜଧାନୀ ପୋୟଗାଙ୍ଗ ସହର ରେ ଜନ୍ମଗ୍ରହଣ କରିଥିଲେ । ତେବେ ସେଦିନ ନା ଝଡ଼ ନା ବର୍ଷା କିଛି ବି ହୋଇ ନଥିଲା କିନ୍ତୁ ତଥାପି ନର୍ଥ କୋରିଆ ର ଲୋକମାନେ ଜାଣି ପାରିଲେ କି ଏହି ବାଳକ ଟି ଏକ ନି-ର୍ଦ-ୟୀ ବାଳକ ଟି ସେ ଭବିଷ୍ୟତ ରେ ନର୍ଥ କୋରିଆର ଲୋକ ମାନଙ୍କ ଜୀଵନ କୁ ନ-ର୍କ କରିଦେବ ।

ନର୍ଥ କୋରିଆ ରେ କିଏ ଛୋଟ ଭୁଲ କରୁ କିମ୍ବା ବଡ଼ ତାର ଦ-ଣ୍ଡ କେବଳ ମୃ-ତ୍ୟୁ ହିଁ ହୋଇଥାଏ । ତେବେ ଏହା ଛଡା ଅନ୍ୟ ଦେଶ ର ଲୋକମାନେ ବି ଯଦି କିଛି ନର୍ଥ କୋରିଆ କିମ୍ବା କିମ ଜଂଗ ଉନ ଙ୍କ ଉପରେ ଯଦି କେହି କିଛି କୁହେ ତେବେ ସେ ତାଙ୍କୁ ବି ଛାଡ଼ି ନଥାଏ । ତେବେ ୨୦୧୪ ରେ ଆମେରିକା ଏକ ସିନେମା ରିଲିଜ କରିଥିଲା ଯାହାର ନାମ ଦି ଇଣ୍ଟରଭିଉ ତେବେ ସେହି ସିନେମା ରେ ନର୍ଥ କୋରିଆ ର ସୁପ୍ରିମ ଲିଡର ଙ୍କ ଉପରେ ବହୁତ ବ୍ୟଙ୍ଗ କରାଯାଇ ଥିଲା ।

ତେବେ ଏହା ଦେଖି କିମ ଜଂଗ ଆମେରିକା ଉପରେ ଟେ-ରୋ-ରି-ଷ୍ଟ ଆ-ର୍ଟ-କ୍ କରିବ ବୋଲି ଧ-ମ-କ ଦେଇଥିଲା । ଏହା ଛଡା ଯେବେ କିମ ଜଂଗ ର ବାପା ଙ୍କ ମୃ-ତ୍ୟୁ ହୋଇଥିଲା ସେତେବେଳେ ୧୦୦ ଦିନ ର ଏକ ଶୋକ ସଭା ରଖା ଯାଇଥିଲା ତେବେ ସେଠାରେ ପ୍ରତ୍ୟେକ ନର୍ଥ କୋରିଆ ବାସିନ୍ଦା ଙ୍କୁ ଆସିବା ବାଧ୍ୟ ଯିଏ ନ ଆସେ କିମ୍ବା ମିଛ ରେ କାନ୍ଦେ ତାକୁ କ-ଠୋ-ର ଦ-ଣ୍ଡ ମିଳିଥାଏ । ଏହା ଛଡା ନର୍ଥ କୋରିଆ ରେ ଖ୍ରୀଷ୍ଟମାସ ପାଳନ କରାଯାଏ ନାହିଁ ଏବଂ ୨୫ ଡିସେମ୍ବର ରେ କିମ ଜଂଗ ର ଜେଜେମାଆ ଙ୍କ ପୂଜା କରାଯାଇଥାଏ ।

ତେବେ ସେଠାରେ ବାଇବେଲ ରଖିବା ମଧ୍ୟ ମନା । ଶେଷ ରେ ସେଠାରେ ଏକ ସ୍ଥାନରେ ଅନେକ ଯୁବତୀ ମାନଂକୁ ବ-ନ୍ଦୀ କରାଯାଇ ସୁପ୍ରିମ ଲିଡ଼ର ଙ୍କୁ ଖୁସି କରାଇବା ବିଷୟ ରେ ଶିକ୍ଷା ଦିଆ ଯାଇଥାଏ । ତେବେ ଯଦି କୌଣସି ଝିଅ ଏହା କରିବାକୁ ମନା କରେ ତେ ତାକୁ ଏବଂ ତା ପରିବାର କୁ ମୃ-ତ୍ୟୁ ଦ-ଣ୍ଡ ମିଳିଥାଏ ।

Leave a Reply

Your email address will not be published. Required fields are marked *