ଓଡିଆ ଧାରାବାହିକ ‘ସିନ୍ଦୁର ର ଅଧିକାର’ ର Actor ଓ Actress ମାନଙ୍କ ଘର କେଉଁଠି ? କଣ ଆପଣ ଜାଣନ୍ତି ?

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁର ର ଅଧିକାର ନିଶ୍ଚିତ ଦେଖୁଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ଗାଁ କେଉଁଠି ସେମାନେ କେଉଁଠାରେ ରୁହନ୍ତି ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରେ ହେଉଛନ୍ତି ଲିକୁନ ଯିଏ କି ଏହି ଧାରାବାହିକ ରେ ମିଠୁ ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସ୍ଵାଗତିକା । ସେମାନେ ପୁରୀ ରେ ବାସ କରନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତୁ ଇତି । ସେ ଏହି ଧାରା ବାହିକ ରେ ଖୁବ ସୁନ୍ଦର ଅଭିନୟ କରିଥିବା ର ନଜର ଆସୁଛନ୍ତି । ଏହା ଛଡା ଇତି ଏବଂ ଆରବ ନଙ୍କ ଯୋଡି ମଧ୍ୟ ଖୁବ ସୁନ୍ଦର ଲାଗୁଛି ତେବେ ତାଙ୍କ ଘର ହେଉଛି ରାୟଗଡ଼ା ରେ ।

୩- ତୃତୀୟ ରେ ହେଉଛନ୍ତି ରୋମି । ତେବେ ସେ ନିଜର ଚମତ୍କାର ଅଭିନୟ ରେ ମଧ୍ୟ ଲୋକ ମାନଙ୍କ ହୃଦୟ ଜିଣି ବାରେ ସଫଳ ହୋଇଛନ୍ତି । ତେବେ ତାଙ୍କ ଗାଁ କିମ୍ବା ପ୍ରକୃତ ଘର ହେଉଛି ଜଟଣୀ ।

୪- ଚତୁର୍ଥ ରେ ହେଉଛନ୍ତି ସନୋଜ କୁମାର ଯିଏ କି ଏହି ଧାରାବାହିକ ରେ ଆରବ ଭୁମିକା ରେ ନଜର ଆସୁଛନ୍ତି । ତେବେ ସେ ଏହି ଧାରା ବାହିକ ରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ତାଙ୍କ ଗାଁ ହେଉଛି ବରମପୁର ରେ ।

୫- ପଞ୍ଚମ ରେ ହେଉଛନ୍ତି ସୂଚରିତା ଯିଏ ଏହି ଧାରାବାହିକ ରେ ଉର୍ବି ଭୂମିକା ରେ ଅଭିନୟ କରୁଛନ୍ତି ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ତେବେ ତାଙ୍କ ଘର ହେଉଛି ବ୍ରହ୍ମପୁର । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *