ଆଫଗାନିସ୍ଥାନ କୁ ବଞ୍ଚେଇବା ପାଇଁ କୋହଭରା କଣ୍ଠରେ କୁନି ପୁଅଟି ସାରା ବିଶ୍ଵବାସୀଙ୍କୁ କରୁଛି ଆକୁଳ ନିବେଦନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ତାଲିବାନ ଆଫଗାନିସ୍ତାନ ଉପରେ ଆ-କ୍ର-ମ-ଣ କରି ଅଧିକାଂଶ ରାଜ୍ୟ ଏବଂ ସ୍ଥାନ କୁ ଅଧିକାର କରି ସାରିଲାଣି । ଆଫଗାନିସ୍ତାନ ର ରାଜଧାନୀ କାବୁଲ କୁ ମଧ୍ୟ ସେ ନିଜ ଅଧିନ ରେ ନେଇ ସାରିଲାଣି ଏବଂ ସେଠାରେ ନିଜର ନୂତନ ଆଇନ ମଧ୍ୟ ସ୍ଥାପନ କରିବାରେ ଲାଗି ପଡ଼ିଲାଣି । ସରିଆ ଆଇନ ମଧ୍ୟ ଆରମ୍ଭ କରି ସାରିଲାଣି ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନ କୁ ଏକ ନ-ର୍କ କରି ସାରିଲାଣି ।

ଲୋକ ମାନଙ୍କ ଉପରେ ଅ-ତ୍ୟା-ଚା-ର ଏବଂ ତା ଉପରେ ଛୋଟ ଛୋଟ ଭୁଲ ଯୋଗୁଁ ମୃ-ତ୍ୟୁ ଦ-ଣ୍ଡ ମିଳିବା ଆଦି ଆରମ୍ଭ ହୋଇ ସାରିଲାଣି । ବର୍ତ୍ତମାନ ଆଫଗାନିସ୍ତାନ ର ମହିଳା ମାନଙ୍କ ପାଇଁ ବହୁତ କ-ଠୋ-ର ଆଇନ ମଧ୍ୟ ଲାଗୁ କରାଯାଇଛି । ସବୁ ମହିଳା ବର୍ତ୍ତମାନ ପରଦା ରେ ରହିବେ ଅର୍ଥାତ ସେମାନେ ବୁର୍ଖା ରେ ରହିବେ । କୌଣସି କାମ କରି ପାରିବେ ନାହିଁ । ବାହାରକୁ ଯାଇ ପାରିବେ ନାହିଁ । କିମ୍ବା ଶିକ୍ଷା ମଧ୍ୟ ଅର୍ଜନ କରି ପାରିବେ ନାହିଁ ।

ତେବେ ଏହି ତାଲିବାନ ବି-ରୁ-ଦ୍ଧ-ରେ ବର୍ତ୍ତମାନ ଧୀରେ ଧୀରେ ଅନ୍ୟଦେଶ ମାନେ ମଧ୍ୟ ଏକାଠି ହେବାରେ ମଧ୍ୟ ଲାଗିଲେଣି । ଯେପରି ଭାରତ, ଆମେରିକା, ରୁଷ ଆଦି । ଏହା ଛଡା ଇରାନ ମଧ୍ୟ ତାଲିବାନ ଉପରେ ନିଜର ନଜର ମଧ୍ୟ ରଖିଛି ଏବଂ ଏହା ସହିତ ଭାରତରେ ରହୁଥିବା ଆଫଗାନିସ୍ତାନ ବାସୀ ମଧ୍ୟ ଦିଲ୍ଲୀ ରେ ଆନ୍ଦୋଳନ କରି ଏବଂ ଆପିଲ କରି ଆଫଗାନିସ୍ତାନ ରୁ ତାଲିବାନ ଶାସନ ହଟାଇବା ପାଇଁ ସମସ୍ତେ ଆପିଲ କରିଛନ୍ତି ସରକାର ଙ୍କୁ ।

ତେବେ ତା ଭିତରେ ଏକ କୁନି ପିଲାଟି ମଧ୍ୟ ଅଛି ଯିଏ କି କାବୁଲ ର ବାସିନ୍ଦା ସେ ତାଲିବାନ ଙ୍କୁ ଏହା ପ୍ରଶ୍ନ କରିଛି କି ଆମେ ତ ତାଙ୍କର କିଛି ବି କରି ନାହୁଁ ତେବେ ସେମାନେ ଆମ ସହ କଣ ପାଇଁ ଏଭଳି କରୁଛନ୍ତି । ସେମାନେ କଣ ପାଇଁ ଲୋକ ମାନଂକୁ ମା-ରୁ-ଛ-ନ୍ତି ? କଣ ପାଇଁ ଏଭଳି ଅ-ତ୍ୟା-ଚା-ର କରୁଛନ୍ତି ଏବଂ ସେ ସରକାର କୁ ତାଲିବାନ କବଳରୁ ଆଫଗାନିସ୍ତାନ କୁ ରକ୍ଷା କରନ୍ତୁ । ତେବେ ଏହି କୁନି ପିଲାର ଆପିଲ କେତେ କାମରେ ଆସିବ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *