Noora Fatehi ଙ୍କୁ କିଏ ଉପହାର ଦେଲେ BMW ? ଏବେ ED ର ଫାସରେ ଫସିଲେ ଅଭିନେତ୍ରୀ, ଦେଖନ୍ତୁ କଣ ରହିଛି ପୁରା ମାମଲା

ବନ୍ଧୁଗଣ ବର୍ତ୍ତମାନର ସମୟରେ ବଲିଉଡ କଳାକାର ମାନେ କୌଣସି ନା କୌଣସି ବି-ବା-ଦ ହେତୁ ଚର୍ଚାରେ ଅଛନ୍ତି । ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ନୋରା ହେଉଛନ୍ତି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଓ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ନିଜ ସୁନ୍ଦରତା ଓ ନିଜ ହ-ଟ୍ ଲୁକ୍ ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ଗତ କିଛି ସମୟ ହେବ ନୋରା କିଛି ଅନ୍ୟ କାରଣ ପାଇଁ ଚର୍ଚାକୁ ଆସିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ନୋରାଙ୍କର ଏକ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ନୋରା ଏକ BMW କାର ପାଖରେ ଛିଡା ହୋଇଥିବାର ନଜର ଆସୁଛନ୍ତି ।

ଏହି କାରଟି ତାଙ୍କୁ ଜଣେ ଗିଫ୍ଟ କରିଛି ଓ ଯିଏ ଗିଫ୍ଟ କରିଛି ତାଙ୍କ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ନୋରା କାର ଗିଫ୍ଟ କରିଥିବା ବ୍ୟକ୍ତି ହେଉଛନ୍ତି ସୁକେଶ ଚନ୍ଦ୍ର ଶେଖର । ସୁକେଶ ହେଉଛନ୍ତି ବହୁତ ବଡ ଠ-କ । ସୁକେଶଙ୍କର ବଲିଉଡ କନେସ୍କନ ଲଗାତର ସାମ୍ନାକୁ ଆସୁଛି । ସୁକେଶଙ୍କୁ ମନି ଲଗିନ ମାମଲାରେ ଗି-ର-ଫ କରାଯାଇଛି ଓ ଇଡି ବର୍ତ୍ତମାନ ଏହି କେ-ସ-ର ତ-ଦ-ନ୍ତ କରୁଛି ।

ତେବେ ସୁକେଶ ନୋରାଙ୍କୁ ଏକ BMW କାର ଗିଫ୍ଟ କରିଛନ୍ତି । ଇଡି ଏହି କାର ବିଷୟରେ ନୋରାଙ୍କୁ ପଚାରିଥିଲେ । ନୋରାଙ୍କ ମତରେ, ୨୦୨୦ ମସିହାରେ ସେ ଏକ ଇଭେଣ୍ଟକୁ ଯାଇଥିଲେ ସେହି ଇଭେଣ୍ଟକୁ ସୁକେଶଙ୍କ ପତ୍ନୀ ଓ ଲୀନା ପାଲ ତାଙ୍କୁ ଡକାଇ ଥିଲେ ।

ତେବେ ନୋରାଙ୍କୁ ଗିଫ୍ଟ କରିଥିବା କାର ସୁକେଶ କ-ଳା-ଧ-ନ-ରେ ଦେଇଛନ୍ତି ନା ନାହିଁ ତାକୁ ନେଇ ବର୍ତ୍ତମାନ ଯା-ଞ୍ଚ ଚାଲିଛି । ଏହା ସହିତ ଇଡି ନୋରାଙ୍କ ସହ ମଧ୍ୟ ଏହି ମା-ମ-ଲା ବିଷୟରେ ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ନୋରା ଫତେହି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *