Pawandeep Rajan ଓ Arunita Kanjilal ଙ୍କର ହେବାକୁ ଯାଉଛି ନିର୍ବନ୍ଧ, କିନ୍ତୁ କାହାଣୀରେ ଅଛି ଏକ ଟ୍ଵିଷ୍ଟ, ଦେଖନ୍ତୁ Video

ବନ୍ଧୁଗଣ ଟିଭି ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ବିଜେତା ହେବା ପରେ ପବନଦୀପ ରାଜନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ତାଙ୍କ ସହ ସୋର ପ୍ରଥମ ରନରଅପ ଅରୁନିତା କାଞ୍ଜିଲାଲ ବି ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । ସୋ ଶେଷ ହେବା ପରେ ମଧ୍ୟ ଏହି ଦୁଇଜଣ ପରସ୍ପର ସହ ଦେଖା ସାକ୍ଷାତ କରୁଛନ୍ତି ।

ଏହି ଦୁଇଜଣଙ୍କୁ ଅନେକ ସ୍ଥାନରେ ଏକା ସହ ଦେଖିବାକୁ ମିଳୁଛି । ପବନଦୀପ ଓ ଅରୁନିତା ଅନେକ ଗୀତ ଏକା ସହ ଗାଇଛନ୍ତି । ଏହି ଦୁଇଜଣ ସେତେବେଳେ ଚର୍ଚାକୁ ଆସିଲେ ଯେତେବେଳେ ଏହି ଦୁଇଜଣଙ୍କ ଲଭ ଅଫେୟାରକୁ ନେଇ ଚର୍ଚା ହୋଇଥିଲା । ଏହି ଦୁଇଜଣଙ୍କ ଲଭ ଅଫେୟାର କଥା ଜାଣି ଫ୍ୟାନ୍ସ ମାନେ ବହୁତ ଖୁସି ଅଛନ୍ତି । ହେଲେ ମି-ଡି-ଆ ସାମ୍ନାରେ ଏହି ଦୁଇଜଣ ନିଜ ଲଭ ଅଫେୟାର କଥାକୁ ଖ-ଣ୍ଡ-ନ କରିଦେଲେ ।

ଗୋଟେ ସାକ୍ଷାତକରରେ ଦୁଇଜଣ କେବଳ ଭଲ ବନ୍ଧୁ ଅଟନ୍ତି ବୋଲି କହିଥିଲେ । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ପବନଦୀପ ଓ ଅରୁନିତା ପରସ୍ପର ସହ ନିର୍ବନ୍ଧ କରିବେ ବୋଲି ଜଣା ପଡିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

 

ମି-ଡି-ଆ ରି-ପୋ-ର୍ଟ ଅନୁସାରେ ପବନଦୀପ ଓ ଅରୁନିତାଙ୍କର ଏକ ଗୀତ ବହୁତ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଗୀତରେ ଉଭୟ କଣ୍ଠଦାନ କରିବା ସହ ଅଭିନୟ ବି କରିଛନ୍ତି । ଏହି ଦୁଇଜଣଙ୍କ ରୋମାନ୍ସକୁ ଫ୍ୟାନ୍ସ ମାନେ ଅନ ସ୍କ୍ରିନ ଦେଖିବାକୁ ପାଇବେ । ଏହି ଗୀତର ନାମ ହେଉଛି ‘ମଞ୍ଜୁର ଦିଲ’ ।

ଜଣା ପଡିଛି ଏହି ଗୀତରେ ଉଭୟଙ୍କ ନିର୍ବନ୍ଧ ଦେଖିବାକୁ ପାଇବେ ଫ୍ୟାନ୍ସ ମାନେ ହେଲେ ଏହା ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ ହେବ । ପବନଦୀପ ଓ ଅରୁନିତାଙ୍କ ଏହି ଗୀତର ଏକ ଛୋଟ ଝଲକ ସାମ୍ନାକୁ ଆସିଛି ଯେଉଁଥିରେ ଏହି ଦୁଇଜଣଙ୍କ ନିର୍ବନ୍ଧ ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପବନଦୀପ ଓ ଅରୁନିତାଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *