ଦୂର୍ଗା ପୂଜା ସମୟରେ ସମସ୍ତଙ୍କ ସାମ୍ନାରେ ଲଢିବାକୁ ଲାଗିଲେ Kajol ଓ ଭଉଣୀ Tanishaa Mukerji, ମଝିରେ ପଶି ମା’ ଏମିତି କଲେ ସମାଧାନ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଫିଲ୍ମ କଳାକାର ମାନଙ୍କ ମଧ୍ୟରେ ଅଧିକାଂଶ ଝ-ଗ-ଡା ଲାଗି ରହିଥାଏ । କେତେକ ଫିଲ୍ମ କଳାକାର ପରସ୍ପରର ସମ୍ପର୍କୀୟ ହୋଇ ମଧ୍ୟ ଝ-ଗ-ଡା କରିଥାନ୍ତି । ଏମିତିକି ସେମାନେ ବର୍ଷ ବର୍ଷ ଧରି ପରସ୍ପର ସହ କଥାବାର୍ତ୍ତା କରି ନାହାନ୍ତି । ଏହିପରି ଏକ ଘ-ଟ-ଣା ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କାଜୋଲଙ୍କୁ ନିଶ୍ଚୟ ଦେଖିଥିବେ । କାଜୋଲ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । କାଜୋଲଙ୍କ ଭଉଣୀ ହେଉଛନ୍ତି ତନିଶା ମୁଖାର୍ଜୀ । ଭା-ଇ-ରା-ଲ ହେଉଥିବା ଭିଡିଓରେ କାଜୋଲ ଓ ତନିଶା ପରସ୍ପର ସହ ଝ-ଗ-ଡା କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଦୂର୍ଗା ପୂଜା ସମୟରେ ସମସ୍ତଙ୍କ ସାମ୍ନାରେ ଏହି ଦୁଇଜଣ ଝ-ଗ-ଡା କରୁଥିବାର ନଜର ଆସିଛନ୍ତି । ନବରାତ୍ରିରେ କାଜୋଲ ନିଜ ଭଉଣୀ ଓ ନିଜ ମା ତନୁଜାଙ୍କ ସହ ଦୂର୍ଗା ପୂଜା କାର୍ଯ୍ୟକ୍ରମରେ ପହଞ୍ଚି ଥିଲେ । ସେମିତିରେ କାଜୋଲ ଏହି ବର୍ଷ ମୁମ୍ବାଇର ତିନୋଟି ଅଲଗା ଅଲଗା ଦୂର୍ଗା ପୂଜାରେ ସାମିଲ ହୋଇଥିଲେ ହେଲେ ଗୋଟେ କାର୍ଯ୍ୟକ୍ରମରେ ସେ ତାଙ୍କ ମା ଆଉ ଭଉଣୀଙ୍କ ସହ ଯାଇଥିଲେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ କାଜୋଲ ଓ ତନିଶା ଯୁ-କ୍ତି-ତ-ର-କ କରୁଥିବାର ନଜର ଆସୁଛନ୍ତି । ସେହି ସମୟରେ କାଜୋଲ ନିଜ ଭଉଣୀଙ୍କୁ ସ-ଟ-ଅ-ପ କହିଦେଉଛନ୍ତି ଏହା ପରେ ତନିଶା ରା-ଗି-କି କାଜୋଲଙ୍କୁ କିଛି କହିବା ପୂର୍ବରୁ ତାଙ୍କ ମା ତନିଶାଙ୍କୁ ଚୁପ ରହିବାକୁ କହୁଛନ୍ତି । ଏହା ପରେ କାଜୋଲ ନିଜ ମା ଓ ଭଉଣୀଙ୍କ ସହ ଫଟୋ ସୁ-ଟ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *