ନୀତା ଅମ୍ବାନୀଙ୍କ ପାଣି ବୋତଳର ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଜାଣନ୍ତୁ କାହିଁକି ଏତେ ଖାସ ଅଟେ ଏହି ବୋତଲ

ନୀତା ଅମ୍ବାନୀ ଜଣେ ଭାରତୀୟ ମହିଳା ଉଦ୍ୟୋଗୀ ଅଟନ୍ତି । ସେ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ପତ୍ନୀ ଓ ରିଲାୟନ୍ସ ଇଣ୍ଡଷ୍ଟ୍ରିର ସଂସ୍ଥାପକ ଧିରୂଭାଇ ଅମ୍ବାନୀଙ୍କ ବୋହୁ ଅଟନ୍ତି । ନୀତା ଆମ୍ବାନୀ ଧିରୂଭାଇ ଆମ୍ବାନୀ ଇନ୍ଟରନ୍ୟାସନାଲ ସ୍କୁଲର ସଂସ୍ଥାପକ ଓ ଚେୟାର ପରସନ ଅଟନ୍ତି । ଆମେ ଆଜି ରିଲାୟନ୍ସ କମ୍ପାନୀର ଚେୟାରମ୍ୟାନ ମୁକେଶ ଆମ୍ବାନୀଙ୍କ ପରିବାର ବିଷୟରେ କଥା ହେବା ଓ ଆପଣମାନେ ସମସ୍ତେ ତାଙ୍କୁ ଜାଣିଥିବେ ।

ମୁକେଶ ଆମ୍ବାନୀ ନିଜ ପରିବାର ଓ ବ୍ୟାବସାୟ ଉଭୟଙ୍କୁ ପୁରା ସମୟ ଦେଇଥାନ୍ତି । ତାଙ୍କର ପତ୍ନୀ ନୀତା ଆମ୍ବାନୀ ନିଜର ଦିନଚର୍ଯ୍ୟାରେ ଲକ୍ଷ ଲାକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି, କାରଣ ତାଙ୍କର କହିବା ଅଟେ କି ଯଦି ସେ ନିଜକୁ ସବୁବେଳେ ସୁସ୍ଥ ରଖନ୍ତି ତେବ ତାଙ୍କର ପିଲାମାନେ ସବୁବେଳେ ଭଲରେ ରହିବେ ।

ଯିଏ ବି ନୀତା ଅମ୍ବାନୀଙ୍କ ଜୀବନଶୈଳୀ ବିଷୟରେ ଜାଣିଥାଏ ସେ ଆଶ୍ଚର୍ଯ୍ୟ ହୋଇଯାଇଥାଏ । ସେ ଜଣେ ପତ୍ନୀ ଅଟନ୍ତି ଓ ଜଣେ ବ୍ୟବସାୟୀ ମହିଳା ବି ଅଟନ୍ତି କାରଣ ସେ ଧିରୂଭାଇ ଆମ୍ବାନୀ ସଂସ୍ଥାନର ସଂସ୍ଥାପକ ବି ଅଟନ୍ତି । ନୀତା ଆମ୍ବାନୀ ନିଜର ପୁରା ଦିନଚର୍ଯ୍ୟାରେ ଯାହା ବି ବ୍ୟବହାର କରିଥାନ୍ତି, ତାହାର ଦାମ ଲକ୍ଷ ବା କୋଟିରେ ହୋଇଥାଏ । କେବଳ ଏତିକି ନୁହେଁ ନୀତା ଆମ୍ବାନୀ ଯେଉଁ ବସ୍ତ୍ର ଓ ସ୍ୟାଣ୍ଡଲ ପିନ୍ଧିଥାନ୍ତି ତାହାର ଦାମ କୋଟି କୋଟି ଟଙ୍କା ହୋଇଥାଏ ।

ଆପଣ ଶୁଣିଥିବେ କି ନୀତା ଆମ୍ବାନୀ ନିଜର ଦୈନିକ ଜୀବନରେ କେତେ ଟଙ୍କା ଖର୍ଚ୍ଚ କରନ୍ତି । ଏହି ଖର୍ଚ୍ଚ ଏତେ ଅଟେ କି ତାଙ୍କର ଦିନର ଆରମ୍ଭ ଯେଉଁ ଚା ରୁ ହୋଇଥାଏ ତାହାର ଦାମ ହାରାହାରି ୩ ଲକ୍ଷ ଟଙ୍କା ହୋଇଥାଏ ଓ ସାଧାରଣ ଜନତାଙ୍କ ପାଇଁ ଏହା ପୁରା ବର୍ଷର ମୋଟ ଆୟ ଅଟେ । ନୀତା ଆମ୍ବାନୀ ଦିନ ମଧ୍ୟରେ ଯେଉଁ ପାଣି ପିଅନ୍ତି ତା’ ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା କି ନିଜକୁ ଫିଟ ରଖିବା ପାଇଁ ନୀତା ଆମ୍ବାନୀ କେଉଁ ପାଣି ପିଅନ୍ତି ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନୀତା ଆମ୍ବାନୀ ପାଣି ପିଉଥିବା ୭୫୦ ମି.ଲି. ର ଗୋଟିଏ ବୋତଲର ଦାମ ହାରାହାରି ୪୦ ଲକ୍ଷ ଟଙ୍କା ଅଟେ । ଏହି ବୋତଲ ଏମିତି ଅଟେ କି ପୁରା ଦୁନିଆରେ ବହୁତ କମ ଲୋକ ଏହି ପାଣି ବୋତଲକୁ ପିଇଥାନ୍ତି ଓ ଏହି ପାଣିର ନାମ ଡ଼ି କ୍ରେଷ୍ଟ୍ରିୟା ଟାଇପ୍ସ ମଧ୍ୟରୁ ଗୋଟିଏ ଅଟେ । ଏହା ଏକ ବିଦେଶୀ ବ୍ରାଣ୍ଡ ଅଟେ ଓ ଏହି କମ୍ପାନୀର ୭୫୦ ମି.ଲି. ର ଗୋଟିଏ ବୋତଳର ଦାମ ୬୦୦୦୦ ଡଲାର ଅଟେ ଓ ଯଦି ଏହାକୁ ଭାରତୀୟ ମୁଦ୍ରାରେ ବଦଳାଯାଏ ତେବେ ଏହା ହାରାହାରି ୩୮ ଲକ୍ଷ ଟଙ୍କା ଅଟେ ।

ଏହି ବୋତଳର ଗୋଟିଏ ବିଶେଷତ୍ତ୍ଵ ଏହା ଅଟେ କି ଏହି ବୋତଲ ଶୁଦ୍ଧ ସୁନାରେ ତିଆରି ହୋଇଥାଏ । ଏହା ବ୍ଯତୀତ ଏହି ବୋତଲ ଅନ୍ୟ ରତ୍ନରେ ବି ମିଳିଥାଏ ଓ ଏହି ପାଣିରେ ୫ ଗ୍ରାମ ସୁନା ମିଶାଇ ଦିଆଯାଇଥାଏ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *