ଜେଲ୍ ଯିବେ ନିଶା ମହାରଣା, ଆସିଲା ଏଭଳି ସାଂଘାତିକ ଅଭିଯୋଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ବହୁ ବିବାଦୀୟ ନିଶା ମହାରଣାଙ୍କ ନାମରେ ଥାନାରେ ଦିଆଯାଇଛି ଏତଲା । ହଁ ବନ୍ଧୁଗଣ ନିଶା ମହାରଣା ନାମକ ଜଣେ ଯୁବତୀ ନିଜର ଅସଭ୍ୟ ପୋଷାକ ପରିଧାନ ଓ ଅସଭ୍ୟ ମନ୍ତବ୍ୟ ଯୋଗୁ ସମାଲୋଚନାର ଶିକାର ହୋଇଛନ୍ତି । ଯେଉଁ କାରଣରୁ ସଭ୍ୟ ସମାଜରର ଅନେକ ଲୋକବୃନ୍ଦ ନିଶା ମହାରଣାଙ୍କର ଏପରି କ୍ରିୟାକଳାପ ଦେଖି ତାଙ୍କ ଉପରେ ହୋଇଛନ୍ତି ରୁଷ୍ଠ ।

ଯେଉଁ କାରଣ ଯୋଗୁ କିଛି ଲୋକଙ୍କର ମିଳିତ ଉଦ୍ୟମରେ ବିଶ୍ବାସ ଫାଉଣ୍ଡେସନ ତରଫରୁ ନିଶ୍ଚିତକୋଇଲି ଥାନାରେ ଏଫୟାର ଦିଆଯାଇଛି । ନିଶା ମହାରଣାଙ୍କ ପାଇଁ ଥାନାରେ ଲିଖିତ ଭାବରେ ଅଭିଯୋଗ ଦିଆଯାଇଛି । ଯେଉଁଥିରେ ସୁସ୍ପଷ୍ଠ କରାଯାଇଛି । ଯେ ନିଶା ମହାରଣାଙ୍କର ଏଭଳି ଖରାପ ଓ ନିନ୍ଦନୀୟ ମନ୍ତବ୍ୟ ସମାଜ ପାଇଁ ଏକ କଳଙ୍କର ବାର୍ତ୍ତା ପ୍ରେରିତ କରାଯାଉଛି ।ଯେଉଁ କାରଣରୁ ନିଶା ମହାରଣାଙ୍କ ଉପରେ ଦୃଢ କାର୍ଜ୍ଯାନୁଷ୍ଠାନ ନିଆଯିବା ଉଚିତ ।

ଏହା ସହିତ ଯେଉଁ ମିଡିଆ ବା ସୋସିଆଲମିଡିଆର ଲୋକମାନେ ନିଶା ମହାରଣାଙ୍କର ଏଭଳି ଅସଭ୍ୟପୂର୍ଣ୍ଣ ମନ୍ତବ୍ୟର ପ୍ରଚାର ପ୍ରସାର କରୁଛନ୍ତି । ସେମାନେ ମଧ୍ୟ ଏଭଳି ଖରାପ ବାର୍ତ୍ତା ସମାଜ ନିକଟରେ ପହଞ୍ଚାଇବାକୁ ବନ୍ଦ କରିବା ଆବଶ୍ୟକ । କାରଣ ଏହା ସଭ୍ୟ ସମାଜ ପାଇଁ ବହୁତ ବଡ ନିନ୍ଦନୀୟ ବାର୍ତ୍ତା ଅଟେ ।

କାରଣ ସୋସିଆଲ ମିଡିଆ ବର୍ତ୍ତମାନ ସମୟରେ ବହୁତ ଲୋକ ସକ୍ରିୟ ରହୁଛନ୍ତି । ପିଲା ଠାରୁ ନେଇ ଯୁବ ସମାଜ ତଥା ବୟସ୍କ ଲୋକ ମଧ୍ୟ ଏହି ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି । ତେବେ ଏପରି ନିଶା ମହାରଣାଙ୍କର ଏଭଳି ଖରାପ ମନ୍ତବ୍ୟକୁ ଘୋର ପ୍ରତିବାଦ କରାଯାଇଛି । ନିଶା ମହାରଣା ଏଭଳି ଭାବରେ ଖରାପ ବାର୍ତ୍ତା ସମାଜ ପାଇଁ ଦେଉଛନ୍ତି। ତାହା ଅତ୍ୟନ୍ତ ନିନ୍ଦନୀୟ ।

କାରଣ ନିଶାଙ୍କର ଏଭଳି ଖରାପ ମନ୍ତବ୍ୟ ପାଇଁ ଏହି ସଭ୍ୟ ସମାଜ ଏକ ସେକ୍ଷୁଆଲ ଭାଇଲେଣ୍ଟ ଦିଗକୁ ଗତି କରୁଛି । ଯାହା ଦ୍ଵାରା ସମାଜର ଛୋଟ ପିଲା ଠାରୁ ନେଇ ଯୁବ ସମାଜ ଉପରେ ଏହା ବହୁତ ହିଁ ଖରାପ ପ୍ରଭାବ ପକାଇବ । ତେବେ ସମାଜସେବୀ ଠାରୁ ଆରମ୍ଭ କରି ବହୁ ସାଧାରଣ ଜନତା ମଧ୍ୟ ବିବାଦୀୟ ନାରୀଙ୍କର ଏଭଳି ଏଭଳି ଖରାପ ମନ୍ତବ୍ୟକୁ ଘୋର ପ୍ରତିବାଦ କରିଛନ୍ତି ।

ଯାହାକି ବର୍ତ୍ତମାନ ସମୟରେ ବିବାଦୀୟ ନିଶା ମହାରଣାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡିଛି । ଯେଉଁ କାରଣରୁ ନିଶାଙ୍କ ନାମରେ ଏତଲା ଦିଆଯାଇଥିବା କାରଣରୁ ତାଙ୍କ ଉପରେ ବହୁତ ଶୀଘ୍ର କାର୍ଜ୍ଯାନୁଷ୍ଠାନ ନିଆଯିବାକୁ ବହୁ ସମାଜ ସେବକଙ୍କର ଦାବୀ ରହୁଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *