ଗର୍ଜିଲେ Sura Routray କହିଲେ, ‘ଗୀତ ଗାଇବା ପାଇଁ 20 କୋଟି ଓଡିଶା ଭାସିଯିବ ହେ… କି ଗୀତ ଗାଇବେ ସେ ? ନବୀନ ବାବୁ ଲୋକ ଖାଇବାକୁ ପାଉ ନାହାଁନ୍ତି ହେଲେ ତୁମେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଧାୟକ ସୁର ରାଉତଙ୍କର ନିଜସ୍ୱ କିଛି ନା କିଛି ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚାର ବିଷୟ ପରିସରକୁ ଆସିଥାନ୍ତି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଉପରେ ବିଧାୟକ ସୁର ରାଉତ ଏଭଳି କିଛି ମନ୍ତବ୍ୟ ଦେବାର ଖବର ମିଳିଛି । ଯେଉଁଥିରେ ବିଧାୟକ ସୁର ରାଉତ କହିଛନ୍ତି । ଏହା କି ଯେ ଗୀତ ଗାଇବା ପାଇଁ ମାନ୍ୟବର ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କା ସାରୁଛନ୍ତି ।

ଯେଉଁ ଟଙ୍କାରେ କି ଓଡିଶାର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିଥାନ୍ତା । ତେବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିନାହାନ୍ତି । ଗୀତ ଗାଇବା ପାଇଁ ବାହାର ରାଜ୍ୟରୁ ୨୦ କୋଟି ଟଙ୍କା ଦେଇକି ବାହାରରୁ ଶିଂଗର ଡାକି ଓଡିଶାରେ ଗୀତ ବୋଲାଇବାକୁ ଯୋଜନା କରିଛନ୍ତି । ତେବେ ବିଧାୟକ ସୁର ରାଉତଙ୍କର କହିବା ମୁତାବକ ଓଡିଆରେ ଗୀତ ଗାଇବା ପାଇଁ ଅନେକ ସିଙ୍ଗର ଅଛନ୍ତି ।

ଓଡିଶାରେ ବହୁତ ନାମୀଦାମୀ କଳାକାର ଗୀତ ଗାଇବା ପାଇଁ ଥାଉ ଥାଉ ବାହାର ରାଜ୍ୟରୁ ଏତେ ଟଙ୍କା ବେୟରେ ସିଙ୍ଗର ଆଣିବା ଏହା ଘୋର ଅନ୍ୟାୟ କାର୍ଯ୍ୟ ହେଉଛି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କା ଏପରି ଗୀତ ଗାଇବା ପାଇଁ ଖର୍ଚ କରିବେ । ତେବେ ଓଡିଶାର କିଛି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ନାହିଁ । ଏହା ଛଡା ଓଡିଶା ଭାସିଯିବ  ।

ବିଧାୟକ ସୁର ରାଉତ ଏପରି ମଧ୍ୟ କିଛି ମହତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଯେ ଓଡିଶାର ଆଜିକା ସମୟରେ ବହୁତ ଲୋକ ଏପରି ମଧ୍ୟ ଅବସ୍ତାରେ ରହିଛନ୍ତି । ଯେଉଁ ଜାଗାରେ କି ଲୋକମାନେ ଖାଇବାକୁ ପାଊନାହାନ୍ତି । ଆଦିବାସୀ, ହରିଜନ ଭଳି ଅପହଞ୍ଚ ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ ।

ପିଇବା ପାଣି ଆଣିବା ପାଇଁ ମଧ୍ୟ  ଲୋକ ବହୁ ଦୂର ଦୂର ବାଟ ଆଜି ପର୍ଯ୍ୟନ୍ତ କଷ୍ଟ କରି ଯାଉଛନ୍ତି । ସ୍କୁଲରେ ମାଷ୍ଟର ଅଭାବ ଯୋଗୁ ଶିକ୍ଷା ପରିଚାଳନା ଠିକ ଭାବରେ ହେଇପାରୁନାହିଁ । ତେବେ ଓଡିଶାର ଏପରି ଦୟନୀୟ ଅବସ୍ତାକୁ ସେହି ଟଙ୍କାରେ ମୁଖ୍ୟ ଠିକ କରୁନାହାନ୍ତି । ଏହା ବଦଳେ କୋଟି କୋଟି ଟଙ୍କା ଖର୍ଚ କରି ବାହାର ରାଜ୍ୟରୁ ଗୀତ ଗାଇବା ପାଇଁ ଲୋକ ଆନୁଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି କୋଟି କୋଟି ଟଙ୍କା ବେୟ କରି ଗୀତ ଗାଇବା ପାଇଁ କଳାକାର ଆଣିବାକୁ ବିଧାୟକ ସୁର ରାଉତ ଘୋର ନିନ୍ଦା କରିବା ସହିତ ଲଜ୍ୟା ଲଜ୍ୟା ବୋଲି ନିଜର ମନ୍ତବ୍ୟ ରଖିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *